28 |
ଆମ୍ଭମାନେେ ବର୍ତ୍ତମାନ କେଉଁଠାକକ୍ସ୍ଟ ୟିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନ ରେ ତଥ୍ଯ ପ୍ରଦାନ କରି ଭୟ ସଂଚାର କରିଛନ୍ତି। ସମାନେେ କହିଲେ, ସଠାେକାର ଲୋକମାନେ ଆମ୍ଭମାନଙ୍କଠାରକ୍ସ୍ଟ ବଳବାନ ଓ ଦୀର୍ଘ୍ଯକାଯ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡିକୁ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭମାନେେ ସଠାେରେ ଅନାକୀଯମାନଙ୍କର ଦୀର୍ଘ୍ଯକାଯ ସନ୍ତାନମାନଙ୍କୁ ଦେଖିଲକ୍ସ୍ଟ।'
|
39 |
"ସଦାପ୍ରଭୁ କହିଲେ, 'ତୁମ୍ଭମାନେେ କହକ୍ସ୍ଟଥିଲ, ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ତୁମ୍ଭର ପିଲାମାନେ ଲକ୍ସ୍ଟଟିତ ହବେେ। କିନ୍ତୁ ସହେି ପିଲାମାନେ ସହେି ଦେଶକକ୍ସ୍ଟ ଯିବେ ଏବଂ ସମାନଙ୍କେୁ ସହେି ସ୍ଥାନ ଦବୋ। ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦବୋ ନାହିଁ। ତୁମ୍ଭର ଦୋଷ ପାଇଁ, କାରଣ ସମାନଙ୍କେର ଭଲମନ୍ଦ ବିଚାର କରିବାର ଜ୍ଞାନ ନାହିଁ। ସମାନେେ ବହକ୍ସ୍ଟତ ସାନ, ସମାନେେ ଠିକ୍ ଭୂଲ ବକ୍ସ୍ଟଝିପାରକ୍ସ୍ଟ ନାହାଁନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସହେିଦେଶ ସବୁ ଦବେ।
|
41 |
"ଏହାପରେ ତୁମ୍ଭମାନେେ କହିଲ, ' ମାଶାେ, ଆମ୍ଭେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିଅଛକ୍ସ୍ଟ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଆମ୍ଭେ ୟକ୍ସ୍ଟଦ୍ଧ କରିବା।' ଏହାପରେ ତୁମ୍ଭମାନେେ ନିଜ ନିଜର ୟକ୍ସ୍ଟଦ୍ଧଅସ୍ତ୍ର ଧରି ପର୍ବତ ଉପରକକ୍ସ୍ଟ ୟିବାକକ୍ସ୍ଟ ଅଗ୍ରସର ହେଲ। ତୁମ୍ଭମାନେେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ଯମଯ ଦେଶ ଅଧିକାର କରିବାକୁ ସକ୍ସ୍ଟବିଧା ହବେ।
|