ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆୟୁବ ପୁସ୍ତକ 17:1

Notes

No Verse Added

ଆୟୁବ ପୁସ୍ତକ 17:1

1
ମାରେ ଆତ୍ମା ଭାଙ୍ଗି ୟାଇଛି। ମୁଁ ସବୁ ତ୍ଯାଗ କରିବାକୁ ପ୍ରସ୍ତୁତ ଅଛି। ମାରଜେୀବନ ପ୍ରାଯ ନଷ୍ଟ ହାଇୟୋଇଛି। ମାେ ପାଇଁ କବର ଅପେକ୍ଷା କରିଛି।
2
ଲୋକମାନେ ମାେ ଚାରିପାଖ ରେ ଛିଡ଼ା ହାଇେ ହସୁଛନ୍ତି। ମୁଁ ସମାନଙ୍କେୁ ଦେଖୁଛି ସମାନେେ ଯେତବେେଳେ ମାେତେ ପରିହାସ ଏବଂ ଅପମାନ କରୁଛନ୍ତି।
3
ହେ ପରମେଶ୍ବର ତୁମ୍ଭେ ମାେତେ ଦଖାଇେ ଦିଅ ଯେ ତୁମ୍ଭେ ପ୍ରକୃତ ରେ ମାେତେ ସମର୍ଥନ କର। ଅନ୍ୟ କହେି ମାେତେ ସମର୍ଥନ ଦବେେ ନାହିଁ।
4
ତୁମ୍ଭେ ମାରେ ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ। ସେଥିପାଇଁ ସମାନେେ ଠିକ୍ ବୋଲି ତୁମ୍ଭେ ସମାନଙ୍କେୁ ଚିନ୍ତା କରିବାକୁ ଦବେ ନାହିଁ।
5
ଯଦି କହେି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧ ରେ ହେ, 'ତା'ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।' କିନ୍ତୁ ମାରେ ବନ୍ଧୁଗଣ ମାେ ବିରୁଦ୍ଧ ରେ ଗଲେ।
6
ପରମେଶ୍ବର ମାରେ ନାମକୁ ସମସ୍ତଙ୍କ ପାଇଁ ଏକ ଖରାପ ବାକ୍ଯ କରିଛନ୍ତି। ଲୋକେ ମାେ ମୁହଁ ରେ ଛପେ ପକାଉଛନ୍ତି।
7
କାରଣ ମାରଦେୁଃଖ ଯୋଗୁଁ ମାରେ ଚକ୍ଷୁ ଅନ୍ଧ ପ୍ରାଯ ହାଇଗେଲାଣି। ମାରେଶରୀର ଛାଇପରି କ୍ଷୀଣ ହାଇଗେଲାଣି।
8
ଭାଇ ଲୋକମାନେ ବିଷଯ ରେ ସ୍ତମ୍ଭିତ ହାଇେଛନ୍ତି। ନିରୀହ ଲୋକମାନେ ସହେିମାନଙ୍କ ଉପରେ କ୍ଷୁବ୍ଧ ହୁଅନ୍ତି, ଯେଉଁମାନେ ପରମେଶ୍ବରଙ୍କୁ ଖାତିର୍ କରନ୍ତି ନାହିଁ।
9
କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ଯପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହବେେ।
10
ବର୍ତ୍ତମାନ ତୁମ୍ଭମାନେେ ସମସ୍ତେ ଫରେିଆସ। ତୁମ୍ଭମାନଙ୍କ ଭିତରୁ କହେି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ।
11
ମାରେ ଜୀବନ ସରିସରି ଆସୁଛି। ମାରେ ସମସ୍ତ ଯୋଜନା ପଣ୍ଡ ହାଇଗେଲା। ମାରେ ସବୁ ଆଶା ଧୂଳିସାତ ହେଲା।
12
ମାରେ ମିତ୍ରଗଣ ସବୁ ସନ୍ଦହେ ରେ ଅଛନ୍ତି। ସମାନେେ ରାତିକୁ ଦିନ ବୋଲି ଭାବନ୍ତି। ସମାନେେ କହନ୍ତି, ଏହା ଶୀଘ୍ର ଆଲୋକିତ ହବେ, ଯେତବେେଳେ ଏହା ଅନ୍ଧକାର ହେଉଛି।
13
ମୁଁ ହୁଏତ କବରକୁ ମାରେ ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମାରେ ବିଛଣା ଅନ୍ଧକାର ବିବରଣ କରିବି।
14
ମୁଁ ସହେି କବର ସ୍ଥାନକୁ ' ମାରେ ପିତା ବୋଲି ସମ୍ ବୋଧନ କରିବି।' ସହେି ଜିଆପୋକ 'ମାେ ମା' 'ମାେ ଭଉଣୀ' ଭାବିବି।
15
ଯଦି ତାହାହିଁ ମାରେ ଗୋଟିଏ ଆଶା, ତବେେ ମାରେ କୌଣସି ଆଶା ନାହିଁ। ଯଦି ତାହା ମାରେ ଆଶା ତବେେ ଲୋକ ମାେ'ଠା ରେ କୌଣସି ଭରସା ପାଇବେ ନାହିଁ।
16
ମାରେ ଆଶା କ'ଣ ମାେ ସହିତ ମରିୟିବ ? ଏହା ମଧ୍ଯ କ'ଣ ମୃତ୍ଯୁ ତଳକୁ ୟିବ ? ଆମ୍ଭେ ମଧ୍ଯ କ'ଣ ମାଟି ତଳକୁ ଏକତ୍ରିତ ୟିବୁ?"
×

Alert

×

oriya Letters Keypad References