2 |
ଏହାପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, "ମିଦିଯନମାନଙ୍କୁ ପରାସ୍ତ କରିବା ପାଇଁ ମୁ ତୁମ୍ଭର ଲୋକମାନଙ୍କୁ ସହାୟ ହବେି। କିନ୍ତୁ ତୁମ୍ଭର ଏତେ ସୈନ୍ଯ ଅଛନ୍ତି ଯେ ମୁ ସମାନଙ୍କେୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ଯମାନେ ଭାବିବେ ଯେ, ସମାନେେ ନିଜ ଶକ୍ତି ବଳ ରେ ଶତୃମାନଙ୍କୁ ପରାସ୍ତ କରିଛନ୍ତି। ଇଶ୍ରାୟେଲର ଲୋକମାନେ ମାେତେ ଭୂଲିୟାଆନ୍ତକ୍ସ୍ଟ ବୋଲି ଓ ସମାନେେ ନିଜକକ୍ସ୍ଟ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତକ୍ସ୍ଟ ବୋଲି ମୁ ଗ୍ଭ ହେଁ ନାହିଁ।
|
4 |
ଏହାପରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, "ତଥାପି ବହକ୍ସ୍ଟତ ସୈନ୍ଯଗଣ ଅଛନ୍ତି। ସମାନଙ୍କେୁ ଜଳ ଭିତରକକ୍ସ୍ଟ ନିଅ, ମୁ ତକ୍ସ୍ଟମ୍ଭ ପାଇଁ ସମାନଙ୍କେୁ ପରୀକ୍ଷା କରିବି। ଯଦି ମୁ କକ୍ସ୍ଟ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ,' ' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍,' କକ୍ସ୍ଟନ୍ତକ୍ସ୍ଟ ଯଦି ମୁ କ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ ନାହିଁ,' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍ ନକ୍ସ୍ଟହଁ।"
|
5 |
ତେଣୁ ଗିଦ୍ଦିୟୋନ ସମାନଙ୍କେୁ ପାଣି ଭିତରକକ୍ସ୍ଟ ନଇଗେଲେ। ସଠାେରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, "ଏହି ଲୋକମାନଙ୍କୁ ଦକ୍ସ୍ଟଇଟି ଦଳ ରେ ବିଭକ୍ତ କର। ଯେଉଁମାନେ କକ୍ସ୍ଟକକ୍ସ୍ଟର ପରି ନିଜ ଜିଭ ରେ ଗ୍ଭକକ୍ସ୍ଟ ଗ୍ଭକକ୍ସ୍ଟ କରି ପାଣି ପିଇବେ, ସମାନଙ୍କେୁ ଗୋଟିଏ ଗୋଷ୍ଠୀ ରେ ଓ ଯେଉଁମାନେ ନଇଁପଡି ପାଣି ପିଅନ୍ତି, ସହେି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।"
|
19 |
ତେଣୁ ଗିଦ୍ଦିୟୋନ ଏବଂ ତାଙ୍କ ସହିତ ଥିବା 100 ସୈନିକ ଛାଉଣୀ ପାଖ ରେ ପହନ୍ଚିଲେ। ସେତବେେଳେ ମିଦିଯନୀଯମାନେ ସମାନଙ୍କେର ନୂତନ ପ୍ରହରୀମାନଙ୍କୁ ପରିବର୍ତ୍ତନ କରୁଥିଲେ। ଏହା ମଧ୍ଯ ରାତ୍ରି ସମୟ ଥିଲା। ଏହି ସମୟରେ ଗିଦ୍ଦିୟୋନ ଓ ତା'ର ଲୋକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇବାକକ୍ସ୍ଟ ଲାଗିଲେ ଓ ସମାନଙ୍କେର ଜାରଗୁଡିକୁ ଭାଙ୍ଗି ଚକ୍ସ୍ଟରମାର କରି ପକାଇଲେ।
|
25 |
ଇଫ୍ରଯିମର ଲୋକମାନେ ମିଦିଯନର ଦକ୍ସ୍ଟଇ ନତେୃବର୍ଗଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ସେବ୍ ଓ ଓ ରବେ ଥିଲେ। ଇଫ୍ରଯିମ ଲୋକମାନେ ଓ ରେବ୍କକ୍ସ୍ଟ, ଓ ରବେ-ଶୈଳ ନିକଟରେ ହତ୍ଯା କଲେ। ସମାନେେ ସେବ୍କକ୍ସ୍ଟ ସବରେ ଦ୍ରାକ୍ଷାକକ୍ସ୍ଟଣ୍ତ ନିକଟରେ ହତ୍ଯା କଲେ। ସମାନେେ ମିଦିଯନୀଯକକ୍ସ୍ଟ ନିରନ୍ତର ଘଉଡାଇବାକକ୍ସ୍ଟ ଲାଗିଲେ ଏବଂ ସେ ଓ ରବେ ଓ ସବରେ ମସ୍ତକକକ୍ସ୍ଟ ଗିଦ୍ଦିୟୋନକକ୍ସ୍ଟ ଆଣିଲେ। ସହେି ସମୟରେ ଗିଦ୍ଦିୟୋନ ୟର୍ଦ୍ଦନ ନଦୀର ଆରପାରି ରେ ଥିଲେ।
|