1 |
ସଦାପ୍ରଭୁ ସହେି ଭୂମିର ରହିବା ପାଇଁ ସହେି ଜାତିକକ୍ସ୍ଟ ଅନକ୍ସ୍ଟମତି ଦେଲେ। ସେ ଇଶ୍ରାୟେଲର ଲୋକମାନଙ୍କୁ ଏହିପରି ପରୀକ୍ଷା କଲେ। ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରକ୍ସ୍ଟ କହେି ଜଣେ ସହେି ସମୟରେ ହରାଇବାକକ୍ସ୍ଟ କିଣାନ ଦେଶର ୟକ୍ସ୍ଟଦ୍ଧ ରେ ଲଢାଇ କରିନଥିଲେ। ତେଣୁ ସଦାପ୍ରଭୁ ସହେି ଭୂମିରକ୍ସ୍ଟ ଅନ୍ୟ ଜାତିକକ୍ସ୍ଟ କାହାକକ୍ସ୍ଟ ବିତାଡିତ କରି ନଥିଲେ। ସଦାପ୍ରଭୁ ଏହିପରି କଲେ, ଇଶ୍ରାୟେଲକକ୍ସ୍ଟ ଶିଖାଇଲେ ଯେଉଁମାନେ କିଣାନ ଦେଶ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ନଥିଲେ। ସଦାପ୍ରଭୁ ଭୂମିକକ୍ସ୍ଟ ପରିତ୍ଯାଗ କରି, ଏହି ଜାତିର ସୂଚି ଅଟେ।
|
15 |
ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କକ୍ସ୍ଟ ପଠାଇଲେ। ସହେି ଲୋକ ଜଣଙ୍କ ଥିଲେ ଏହୂଦ୍। ଏହକ୍ସ୍ଟଦ୍ ଥିଲେ ବିନ୍ଯାମିନୀଯ ପରିବାରବର୍ଗର ଗରୋର ପକ୍ସ୍ଟତ୍ର। ତାଙ୍କର ବାମହାତ ରେ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହାଇେଥିଲେ। ଇଶ୍ରାୟେଲ ଲୋକମାନେ ତାଙ୍କଦ୍ବାରା ମାୟୋବୀଯର ରାଜା ଇଲ୍ଲୋନଙ୍କ ନିକଟକକ୍ସ୍ଟ ଭଟେି ପଠାଇଲେ।
|