1 |
ସଦାପ୍ରଭୁଙ୍କର ଦୂତ ଗିଲ୍ଗଲ୍ର ନଗରରକ୍ସ୍ଟ ବୋଖୀମକକ୍ସ୍ଟ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତଙ୍କ ଇଶ୍ରାୟେଲବାସୀଙ୍କକ୍ସ୍ଟ ନିମ୍ନଲିଖିତ ବାର୍ତ୍ତା ଦେଲେ, "ମୁ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ଆଣିଲି। ମୁ ଯେଉଁ ଭୂମି ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି, ତାହା ମୁ ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁ କହିଲିକ ଯେ, ମୁ ତୁମ୍ଭମାନଙ୍କ ସହିତ ଚକ୍ସ୍ଟକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ।
|
14 |
ସଦାପ୍ରଭୁ ଇଶ୍ରାୟେଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ବର ଲକ୍ସ୍ଟସ୍ଖନକାରୀମାନଙ୍କୁ ସମାନଙ୍କେ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଲକ୍ସ୍ଟସ୍ଖନ କଲେ। ସଦାପ୍ରଭୁ ସମାନଙ୍କେର ଚତକ୍ସ୍ଟଃପାଶର୍ବ ରେ ଥିବା ଶତୃମାନଙ୍କୁ ସାହାୟ୍ଯ କଲେ, ସମାନଙ୍କେୁ ହରାଇବାକକ୍ସ୍ଟ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କ ବିରକ୍ସ୍ଟଦ୍ଧରକ୍ସ୍ଟ ନିଜକକ୍ସ୍ଟ ରକ୍ଷା କରିପାରିଲେ ନାହିଁ।
|
15 |
ଯେତବେେଳେ ଇଶ୍ରାୟେଲବାସୀମାନେ ୟକ୍ସ୍ଟଦ୍ଧକକ୍ସ୍ଟ ବାହାରିଲେ, ସେତବେେଳେ ସମାନେେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସମାନଙ୍କେ ପାଶର୍ବ ରେ ନ ଥିଲେ। ସମାନଙ୍କେୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସମାନେେ ତାଙ୍କ ଚତକ୍ସ୍ଟଃପାଶର୍ବ ରେ ଥିବା ଦବେତାମାନଙ୍କୁ ପୂଜା କରନ୍ତି, ତବେେ ସମାନେେ ୟକ୍ସ୍ଟଦ୍ଧ ରେ ହାରିବେ। ଅତଯବ, ଲୋକମାନେ ଅତିଶଯ ଅସକ୍ସ୍ଟବିଧା ଭୋଗ କଲେ।
|
19 |
କିନ୍ତୁ ଏହାପରେ ପ୍ରେତ୍ୟକକ ବିଗ୍ଭରକର୍ତ୍ତାଙ୍କ ମୃତକ୍ସ୍ଟ୍ଯପରେ, ଇଶ୍ରାୟେଲର ଲୋକମାନେ ପକ୍ସ୍ଟଣିଥରେ ଦକ୍ସ୍ଟର୍ନୀତିଗ୍ରସ୍ଥ ହେଲେ। ସମାନେେ ସମାନଙ୍କେର ପୂର୍ବପୁରୁଷଙ୍କଠାରକ୍ସ୍ଟ ଅତି ମନ୍ଦ ବ୍ଯବହାର କଲେ। ସମାନେେ ମିଥ୍ଯାବାଦୀ ଦବେତାଙ୍କୁ ଅନକ୍ସ୍ଟସରଣ କଲେ ଓ ପୂଜା ଆରଧନା କଲେ। ସମାନେେ ସମାନଙ୍କେର ମନ୍ଦ ବିଗ୍ଭର କିମ୍ବା ସମାନଙ୍କେର ଜିଦିଖୋର ବଦଳାଇଲେ ନାହିଁ।
|