5 |
ତେଣୁ ପଲେଷ୍ଟୀୟ ନତେୃବର୍ଗମାନେ ସହେି ସ୍ତ୍ରୀ ନିକଟକକ୍ସ୍ଟ ଆସି ତାହାକକ୍ସ୍ଟ କହିଲେ, "ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ ସେ କେଉଁଠାରକ୍ସ୍ଟ ବଳ ପାଉଛି, ତୁମ୍ଭେ ଚତକ୍ସ୍ଟରତାର ସହ ତାଙ୍କ ପାଖରକ୍ସ୍ଟ ଏହି ଗକ୍ସ୍ଟଲ୍ଗ ରହସ୍ଯ ଆଦାଯ କର। ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ, ତାକକ୍ସ୍ଟ କିପରି କାବକ୍ସ୍ଟ କରି ହବେ। ଯାହାଫଳ ରେ ଆମ୍ଭେ ଯେ କୌଣସି ପ୍ରକା ରେ ବନ୍ଦି କରି ପାରିବକ୍ସ୍ଟ। ଯଦି ତୁମ୍ଭେ ଏହା କରିପାରିବ ତବେେ ତୁମ୍ଭକୁ ଆମ୍ଭେ ପ୍ରେତ୍ୟକକ 1,100 ଲଖାଏଁେ ରେ ୗପ୍ୟ ମକ୍ସ୍ଟଦ୍ରା ଦବେକ୍ସ୍ଟ।"
|
9 |
ସେ ସମୟରେ କେତକେ ଲୋକ ପରବର୍ତ୍ତୀ କଠାେରୀ ରେ ଲକ୍ସ୍ଟଚି ରହିଲେ। ତେଣୁ ସେ ସମାନଙ୍କେୁ କହିଲା, "ଶାମ୍ଶାେନ୍! ବର୍ତ୍ତମାନ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଛନ୍ତି!" କିନ୍ତୁ ଶାମ୍ଶାେନ୍ ଅନ୍ଯାଯ ରେ ଧନକ୍ସ୍ଟର ଗକ୍ସ୍ଟଣକକ୍ସ୍ଟ ଛିଣ୍ତାଇ ଦେଲେ। ଅଗ୍ନି ଝାସ ପାଇଥିବା ଦଉଡି ଛିଣ୍ତିଗଲା। ଏହିପରି ସମାନେେ ତାଙ୍କର ବଳର ଗକ୍ସ୍ଟଲ୍ଗ ରହସ୍ଯ ଜାଣି ପାରିଲେ ନାହିଁ।
|
25 |
ଅତି ଆନନ୍ଦିତ ହାଇେ ସମାନେେ କହିଲେ, "ଶାମ୍ଶାେନ୍ଙ୍କକ୍ସ୍ଟ ତା'ର କୋଠରୀକକ୍ସ୍ଟ ଆଣ, ସେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ କୌତକ୍ସ୍ଟକ କରିବ।" ତେଣୁ ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ କାରାଗାରରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସେ ସମାନଙ୍କେ ଆଗ ରେ ତାହା କଲା ଓ ସମାନେେ ତା'ର ପରିହାସ କଲେ। ଆଉ ସମାନେେ ତାକକ୍ସ୍ଟ ଦାଗୋନ୍ ମନ୍ଦିରର ଦକ୍ସ୍ଟଇ ସ୍ତମ୍ଭ ମଧିଅରେ ଠିଆ କରାଇଲେ।
|
28 |
ଏହାପରେ ଶାମ୍ଶାେନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, " ହେ ସର୍ବଶକ୍ତିମାନ ସଦାପ୍ରଭୁ! ମାେତେ ଭକ୍ସ୍ଟଲି ୟାଅ ନାହିଁ। ପ୍ରଭକ୍ସ୍ଟ, ଦୟାକରି ମାେତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳ ରେ ମୁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦଇପୋରିବି ଏବଂ ଏକ ମକ୍ସ୍ଟଷ୍ଟିଘାତ ରେ ମୁ ସମାନଙ୍କେଠାରକ୍ସ୍ଟ ପ୍ରତି ଶାଧେ ନବେି। ଯେଉଁମାନେ ମାରେ ଦକ୍ସ୍ଟଇ ଆଖି ଉପାଡି ଦଇେଛନ୍ତି।"
|
30 |
ପକ୍ସ୍ଟଣି ଶାମ୍ଶାେନ୍ କହିଲେ, "ପଲେଷ୍ଟୀୟମାନଙ୍କ ସହିତ ମାରେ ପ୍ରାଣ ଯାଉ।" ଏହାକହି ସେ ସ୍ତମ୍ଭଗକ୍ସ୍ଟଡିକ ତାଙ୍କର ସମସ୍ତବଳ ଖଟାଇ ପଲେି ଦେଲେ। ଛାତଟି ପଡିଗଲା ଓ ସଠାେରେ ଏକତ୍ରୀତ ହାଇେଥିବା ସମସ୍ତ ଲୋକ ମୃତକ୍ସ୍ଟ୍ଯବରଣ କଲେ। ଏହିପରି ତାହାର ଜୀବନ କାଳ ରେ ହତ୍ଯା କରିଥିବା ଲୋକମାନଙ୍କର ସଂଖ୍ଯା ଅପେକ୍ଷା ତାହାର ମରଣ କାଳର ହତ୍ଯା କରିଥିବା ଲୋକମାନଙ୍କର ସଂଖ୍ଯା ଅଧିକ ଥିଲା।
|