20 |
ଅଯର ଲୋକମାନେ ପଛକକ୍ସ୍ଟ ବକ୍ସ୍ଟଲି ଦେଖିଲେ ସମାନଙ୍କେର ନଗର ନିଆଁ ରେ ଜଳକ୍ସ୍ଟଅଛି। ସମାନେେ ଦେଖିଲେ ଧୂଁଆ ଧାର ଆକାଶକକ୍ସ୍ଟ ଛକ୍ସ୍ଟଉଁଛି, ତେଣୁ ସମାନେେ ସମାନଙ୍କେର ଶକ୍ତି ଓ ସାହସ ହରାଇଲେ। ସମାନେେ ଆଉ ଇଶ୍ରାୟେଲ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇଲେ ନାହିଁ। ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡ଼ନ୍ତିକ୍ସ୍ଟଥିବା ଇଶ୍ରାୟେଲର ସୈନ୍ଯମାନେ ମଧ୍ଯ ଆଉ ଆଗଇେଲେ ନାହିଁ। ସମାନେେ ବକ୍ସ୍ଟଲି ପଡିଲେ ଓ ଅଯର ୈସନ୍ଯମାନଙ୍କୁ ଗୋଡ଼ାଇଲେ। ଅଯର ସୈନ୍ଯମାନଙ୍କ ପାଇଁ ଦୌଡି ପଳାଇବାକକ୍ସ୍ଟ ଆଉ ନିରାପଦ ସ୍ଥାନ ନଥିଲା।
|
33 |
ଇଶ୍ରାୟେଲର ସମସ୍ତ ଲୋକମାନେ, ସମାନଙ୍କେ ପ୍ରାଚୀନବର୍ଗ, ନତେୃବର୍ଗ, ସମାନଙ୍କେର ବିଗ୍ଭରକର୍ତ୍ତାଗଣ, ବିଦେଶୀଗଣ ଓ ଦେଶବାସୀ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ଛିଡା ହେଲ। ସମାନଙ୍କେ ମଧ୍ଯରକ୍ସ୍ଟ ଅର୍ଦ୍ଧକେ ଏବଲ ପର୍ବତ ଆଗ ରେ ଓ ଅର୍ଦ୍ଧକେ ଗରିଷମ ପର୍ବତ ଆଗ ରେ ଛିଡା ହେଲ। ସଦାପ୍ରଭୁଙ୍କ ପବିତ୍ର ନିଯମ ସିନ୍ଦକ୍ସ୍ଟକବାହୀ ଲବେୀୟ ଯାଜକମାନଙ୍କ ସମ୍ମକ୍ସ୍ଟଖ ରେ ସମାନେେ ଠିଆ ହେଲେ। ସମାନେେ ଏପରି କଲେ କାରଣ ସଦାପ୍ରଭୁଙ୍କର ସବେକ ମାଶାେ ଇଶ୍ରାୟେଲୀୟମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଏପରି କରିବାକୁ ଆଜ୍ଞା ଦଇେଥିଲେ।
|