1 |
କିନ୍ତୁ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ଯ ନଷ୍ଟ ସମ୍ବନ୍ଧୀଯ ଆଦେଶ ମାନିଲେ ନାହିଁ। ସଠାେରେ ଜଣେ ୟିହକ୍ସ୍ଟଦା ଗୋଷ୍ଠୀବର୍ଗୀଯ ଲୋକ ଥିଲେ, ଯାହାର ନାମ ଆଖନ୍। ସେ କର୍ମିର ପକ୍ସ୍ଟତ୍ର ଥିଲା ଏବଂ କର୍ମି ଜିମୀର ପକ୍ସ୍ଟତ୍ର ଥିଲା। ଯାହା ଧ୍ବଂଶ କରିବାର ଥିଲା, ସେଥିରକ୍ସ୍ଟ କିଛି ଆଖନ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋରଧିତ ହେଲେ।
|
3 |
ଏହାପରେ ଲୋକମାନେ ଯିହାଶୂେୟ ନିକଟକକ୍ସ୍ଟ ଫରେି ଆସିଲେ। ସମାନେେ କହିଲେ, "ଅଯ ବହକ୍ସ୍ଟତ୍ ଦୁର୍ବଳ, ସମାନଙ୍କେୁ ପରାସ୍ତ କରିବା ପାଇଁ ସମସ୍ତ ଲୋକମାନଙ୍କୁ ପଠାଇବା ନାହିଁ। ସଠାେକକ୍ସ୍ଟ ମାତ୍ର ଦକ୍ସ୍ଟଇ ତିନିହଜାର ଲୋକ ୟକ୍ସ୍ଟଦ୍ଧ ତରିବା ପାଇଁ ପଠାନ୍ତକ୍ସ୍ଟ। ସଠାେରେ ସମସ୍ତ ସୈନ୍ଯ ନିଯୋଜିତର ଆବଶ୍ଯକତା ନାହିଁ। ସଠାେରେ ଖକ୍ସ୍ଟବ୍ କମ୍ ଲୋକ ଆମ୍ଭମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ଅଛନ୍ତି।"
|
11 |
ଇଶ୍ରାୟେଲୀୟ ଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଛନ୍ତି। ମୁ ସମାନଙ୍କେୁ ଯେଉଁ ନିଯମ ମାନିବାକକ୍ସ୍ଟ ଦଇେଥିଲି, ସମାନେେ ତାହାକକ୍ସ୍ଟ ଅମାନ୍ଯ କରୁଛନ୍ତି। ସମାନେେ କିଛି ଜିନିଷ ଆଣିଛନ୍ତି, ଯାହାକକ୍ସ୍ଟ ମୁ ଧ୍ବଂସ କରିବାକୁ କହିଥିଲି। ସମାନେେ ମାଠାେରକ୍ସ୍ଟ ଏହା ଗ୍ଭରେି କରିଛନ୍ତି। ତା'ପରେ ସମାନେେ ଏହାକକ୍ସ୍ଟ ଅସ୍ବୀକାର କଲେ। ଆଉ ସଗେୁଡିକୁ ନିଜର ସାମଗ୍ରି ସହିତ ରଖିଲେ।
|
12 |
ସହେି କାରଣରକ୍ସ୍ଟ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ଫରେି ଆସିଛନ୍ତି। ସମାନେେ ଅପରାଧ କରିଥିବାରକ୍ସ୍ଟ ଓ ଧ୍ବଂସ କାର୍ୟ୍ଯକକ୍ସ୍ଟ ନିନ୍ଦା କରିଥିବାରକ୍ସ୍ଟ ସମାନେେ ପରାସ୍ତ ହେଲେ। ତୁମ୍ଭମାନେେ ତୁମ୍ଭମାନଙ୍କ ପାଖ ରେ ଥିବା ସହେି ଲକ୍ସ୍ଟଟ୍ ବସ୍ତକ୍ସ୍ଟକକ୍ସ୍ଟ ଧ୍ବଂସ ନ କଲା ପର୍ୟ୍ଯନ୍ତ ମୁ ତକ୍ସ୍ଟମ୍ଭ ସଙ୍ଗ ରେ ରହିପାରିବି ନାହିଁ, ଯେଉଁଗକ୍ସ୍ଟଡିକ ଧ୍ବଂସ କରିବା ପାଇଁ ମୁ ନିର୍ଦ୍ଦେଶ ଦଇେଥିଲି।
|
13 |
"ବର୍ତ୍ତମାନ ୟାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କକ୍ସ୍ଟହ, 'ନିଜକକ୍ସ୍ଟ ପବିତ୍ର କାର୍ୟ୍ଯ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି ମୁ ନଷ୍ଟ କରିବା ପାଇଁ କହିଥିବା ଲକ୍ସ୍ଟସ୍ଖନ ଦ୍ରବ୍ଯକକ୍ସ୍ଟ ତୁମ୍ଭମାନେେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତକ୍ସ୍ଟ ନଷ୍ଟ ନ କରିବା ୟାଏଁ ଶତୃମାନଙ୍କ ଉପରେ ଜଯଲାଭ କରିପାରିବ ନାହିଁ।
|
14 |
"'ପ୍ରଭାତ ରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଠିଆ ହବେ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହବେେ। ସଦାପ୍ରଭୁ ସମାନଙ୍କେ ମଧ୍ଯରକ୍ସ୍ଟ ଗୋଟିଏ ପରିବାରବର୍ଗଙ୍କକ୍ସ୍ଟ ବାଛିବେ। ଏହାପରେ ସହେି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହବେ। ସଦାପ୍ରଭୁ ସହେି ପରିବାରବର୍ଗରକ୍ସ୍ଟ ଗୋଟିଏ ଗୋଷ୍ଠୀକକ୍ସ୍ଟ ବାଛିବେ ଏବଂ ସମାନେେ ସଦାପ୍ରଭୁଙ୍କ ଆଗ ରେ ଛିଡା ହବେେ। ତା'ପରେ ସହେି ଗୋଷ୍ଠୀରୁ ସେ ଗୋଟିଏ ପରିବାରକକ୍ସ୍ଟ ବାଛିବେ। ତା'ପରେ ସେ ସହେି ପରିବାରର ପ୍ରେତ୍ୟକକ ଲୋକଙ୍କକ୍ସ୍ଟ ନିରୀକ୍ଷଣ କରିବେ।
|