3 |
ସମାନେେ କହିଲେ, "ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ। ସେ ସବୁ ଦେଶଗୁଡିକ ହେଲେ, ଅଟାରୋତ୍, ଦୀବୋନ, ୟା ସରେ, ନିମ୍ରା ହିଷବୋନ, ଇଲିଯାଲୀ, ସିବମା, ନବୋ ଓ ବିଯୋନ।
|