ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଗଣନା ପୁସ୍ତକ 26:48
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
53
54
55
56
57
58
59
60
61
62
63
64
65
Notes
No Verse Added
History
ଗଣନା ପୁସ୍ତକ 26:48 (07 56 am)
ଆମ ବିଷୟରେ
Contact Us
ଗଣନା ପୁସ୍ତକ 26:48
1
ମହାମାରୀ
ପରେ,
ସଦାପ୍ରଭୁ
ମାଶାେ
ଓ
ହାରୋଣର
ପୁତ୍ର
ଯାଜକ
ଇଲିଯାସରକୁ
କହିଲେ,
2
"ଇଶ୍ରାୟେଲର
ପୁରୁଷ
ଲୋକମାନଙ୍କ
ମଧ୍ଯରୁ
ନିଜ
ନିଜ
ପିତୃଗୃହାନୁସା
ରେ
କୋଡିଏ
ବର୍ଷରୁ
ଉର୍ଦ୍ଧ
ଲୋକମାନଙ୍କୁ
ସୈନ୍ଯ
ଶ୍
ରଣେୀଭୁକ୍ତ
କରିବାକୁ
ଗଣନା
କର।"
3
ମାଶାେ
ଓ
ଇଲିଯାସର
ଯାଜକ
ଯିରିହାରେ
ନିକଟସ୍ଥିତ
ୟର୍ଦ୍ଦନ
ସମୀପର
ଇଶ୍ରାୟେଲର
ଲୋକମାନଙ୍କୁ
ମାଯାେବ
ପଦା
ରେ
ଏହା
କହିଲେ।
4
"
ସମାନେେ
କହିଲେ,
ଯେଉଁ
ପୁରୁଷମାନେ
କୋଡିଏ
ବର୍ଷ
କିମ୍ବା
ଅଧିକ
ତୁମ୍ଭେ
ସହେି
ସମସ୍ତଙ୍କୁ
ଗଣନା
କର,
ଠିକ୍
ଯେପରି
ସଦାପ୍ରଭୁ
ମାଶାଙ୍କେୁ
ଆଦେଶ
କରିଥିଲେ,
ଯେତବେେଳେ
ଲୋକମାନେ
ମିଶରଠାରୁ
ବାହାରି
ଆସିଲେ।"
5
ରୁବନେ
ଇଶ୍ରାୟେଲ
ପ୍ରଥମ
ପୁତ୍ର।
ରୁବନରେ
ପୁତ୍ରଗଣ
ଓ
ଗୋଷ୍ଠୀଗୁଡିକ
ହେଲ,
ହାନୋକରୁ
ହାନୋକ
ଗୋଷ୍ଠୀ
ଓ
ପଲ୍ଲୂଠାରୁ
ପଲ୍ଲୂ
ଗୋଷ୍ଠୀ
ଥିଲେ।
6
ହିଷ୍ରୋଣଠାରୁ
ହିଷ୍ରୋଣୀଯ
ପରିବାର;
କର୍ମ୍ମୀଠାରୁ
କର୍ମ୍ମୀଯ
ପରିବାର।
7
ଏମାନେ
ହେଲେ
ରୁବନରେ
ପରିବାରବର୍ଗ,
ଗଣନା
ପରେ
ଏମାନଙ୍କର
ସଂଖ୍ଯା
ହେଲା
43
,730
8
ପଲ୍ଲର
ସନ୍ତାନ
ଇଲୀଯାବ।
9
ଆଉ
ଇଲୀଯାବର
ତିନିପୁତ୍ର
ଯଥା:
ନମୂଯଲେ,
ଦାଥନ୍
ଓ
ଅବୀରାମ।
କୋରହର
ଦଳୀଯ
ଲୋକମାନେ
ଯେତବେେଳେ
ସଦାପ୍ରଭୁଙ୍କ
ପ୍ରତିକୂଳ
ରେ
ବିବାଦ
କଲେ,
ସେତବେେଳେ
ଦାଥନ୍
ଓ
ଅବୀରାମ
ଦୁଇ
ଅଧିପତି
ମାଶାେ
ଓ
ହାରୋଣଙ୍କ
ବିରୁଦ୍ଧ
ରେ
ୟାଇଥିଲେ।
10
ସେତବେେଳେ
ପୃଥିବୀ
ସମାନଙ୍କେୁ
ଓ
କୋରହକୁ
ସଂପୂର୍ଣ୍ଣଭାବେ
ପରିବେଷ୍ଟନ
କଲା।
ଏହାପରେ
ସମାନେେ
ନଷ୍ଟ
ହେଲେ।
ପୁଣି
ଅଗ୍ନି
250
ଲୋକଙ୍କୁ
ସଂପୂର୍ଣ୍ଣଭାବେ
ପରିବେଷ୍ଟନ
କଲା।
ଏହା
ଏକ
ସଙ୍କତେ
ଚିହ୍ନ
ସ୍ବରୂପ
ଥିଲା।
11
କିନ୍ତୁ
କୋରହର
ଅନ୍ୟ
ପରିବାର
ଅନ୍ୟ
ଲୋକମାନେ
ହତ
ହେଲେ
ନାହିଁ।
12
ଏହି
ପୁରୁଷମାନେ
ହେଲେଶିମିଯୋନର
ପରିବାରବର୍ଗ।
ନମୂଯଲଠାରୁେ
ନମୂଯଲେୀଯ
ଗୋଷ୍ଠୀ
ଏବଂ
ୟାମୀନଠାରୁ
ୟାମୀନୀଯ
ଗୋଷ୍ଠୀ
ଏବଂ
ୟାଖୀନଠାରୁ
ୟାଖୀନୀଯ
ଗୋଷ୍ଠୀ।
13
ସରହଠାରୁେ
ସରହେୀଯ
ଗୋଷ୍ଠୀ;
ଶୌଲଠାରୁ
ଶୌଲୀଯ
ଗୋଷ୍ଠୀ,
14
ଶିମିଯୋନୀଯ
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
22,200
ଥିଲା।
15
ଗାଦ
ପରିବାରବର୍ଗର
ଏହି
ସନ୍ତାନଗଣ
ହେଲେ:
ସିଫୋନଠାରୁ
ସିଫୋନୀଯ
ଗୋଷ୍ଠୀ;
ହଗିଠାରୁ
ହଗୀଯ
ଗୋଷ୍ଠୀ;
ଶୂନିଠାରୁ
ଶୂନୀଯ
ଗୋଷ୍ଠୀ;
16
ଓଷ୍ତିଠାରୁ
ଉଷ୍ଟୀଯ
ଗୋଷ୍ଠୀ;
ଏରିଠାରୁ
ଏରୀଯ
ଗୋଷ୍ଠୀ।
17
ଅରୋଦିଠାରୁ
ଅରୋଦୀଯ
ଗୋଷ୍ଠୀ;
ଅ
ରଲିଠାରୁେ
ଅ
ରେଲୀଯ
ଗୋଷ୍ଠୀ;
18
ଗାଦ
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
19
20
ଏହି
ସକଳ
ସନ୍ତାନଗଣ
ହେଲେ
ପରେସ
ଗୋଷ୍ଠୀ:ହିଷ୍ରୋଣଠାରୁ
ହିଷ୍ରୋଣୀଯ
ଗୋଷ୍ଠୀ;
ହାମୂଲଠାରୁ
ହାମୂଲୀଯ
ଗୋଷ୍ଠୀ।
21
ଯିହୁଦାର
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
76,500
ଥିଲେ।
22
ଇଷାଖର
ପରିବାରବର୍ଗର
ପରିବାରଗୁଡିକ
ହେଲେ:
ତାେଲୟଠାରୁ
ତୋଲଯୀଯ
ଗୋଷ୍ଠୀ;
ପୂଯଠାରୁ
ପୂଯୀଯ
ଗୋଷ୍ଠୀ।
23
ୟାଶୂବଠାରୁ
ୟାଶୁବୀଯ
ଗୋଷ୍ଠୀ;
ଶିମ୍ରୋଣଠାରୁ
ଶିମ୍ରୋଣୀଯ
ଗୋଷ୍ଠୀ।
24
ଇଷାଖର
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
64,300
ଥିଲେ।
25
ସବୁଲୂନ
ପରିବାରବର୍ଗର
ପରିବାରଗୁଡିକ
ହେଲେ:
ସରଦେଠାରୁ
ସରଦେୀଯ
ଗୋଷ୍ଠୀ;
ଏଲୋନଠାରୁ
ଏଲୋନୀଯ
ଗୋଷ୍ଠୀ,
ୟହଲଲଠାରୁେ
ୟହଲଲେୀଯ
ଗୋଷ୍ଠୀ।
26
ସବୁଲୂନ
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
60,500
ହେଲେ।
27
ଯୋଷଫଙ୍କେ
ଦୁଇପୁତ୍ର
ହେଲେ
ମନଃଶି
ଓ
ଇଫ୍ରଯିମ।
ଏମାନେ
ପ୍ରେତ୍ୟକକ
ଏକ
ଏକ
ପରିବାରବର୍ଗ
ହେଲେ।
28
ମନଃଶି
ପରିବାରଗୁଡିକ
ହେଲେ:
ମାଖୀରଠାରୁ
ମାଖୀରୀଯ
ଗୋଷ୍ଠୀ
ମାଖୀରର
ପୁତ୍ର
ଗିଲିଯଦ,
ଗିଲିଯଦଠାରୁ
ଗିଲିଯଦୀଯ
ଗୋଷ୍ଠୀ।
29
ଗିଲିଯଦ
ପରିବାରବର୍ଗ
ହେଲେ:
ଈଯଷେରଠାରୁ
ଈଯେଷ୍ରୀଯ
ଗୋଷ୍ଠୀ;
ହେଲକଠାରୁ
ହେଲକୀଯ
ଗୋଷ୍ଠୀ:
30
ଅସ୍ରୀଯଲଠାରୁେ
ଅସ୍ରୀଯଲେୀଯ
ଗୋଷ୍ଠୀ;
ଶେଖମଠାରୁ
ଶେଖମୀଯ
ଗୋଷ୍ଠୀ;
31
ଶମୀଦଠାରୁ
ଶମୀଦାଯୀଯ
ଗୋଷ୍ଠୀ;
ହଫରଠାରୁେ
ହଫରେୀଯ
ଗୋଷ୍ଠୀ।
32
ସହେି
ହଫରେର
ପୁତ୍ର
ସଲଫାଦର
ପୁତ୍ର
ନ
ଥିଲା,
କବଳେ
ପାଞ୍ଚଟି
କନ୍ଯା
ଥିଲା।
ସମାନେେ
ହେଲେ
ମହଲା,
ନୋଯା,
ହଗାଲା,
ମଲ୍କା
ଓ
ତିର୍ସା
33
ମନଃଶି
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
52,700
ଥିଲେ।
34
ଇଫ୍ରଯିମ
ପରିବାରବର୍ଗର
ଗୋଷ୍ଠୀଗୁଡିକ
ହେଲେ:
ଶୂଥଲହଠାରୁ
ଶୂଥଲହୀଯ
ଗୋଷ୍ଠୀ,
ବେଖରଠାରୁ
ବେଖ୍ରୀଯ
ଗୋଷ୍ଠୀ,
ତହନଠାରୁ
ତହନୀଯ
ଗୋଷ୍ଠୀ।
35
ଏମାନେ
ଶୂଥଲହର
ବଂଶଧର
ଥିଲେ।
ଏରଣଠାରୁ
ଏରଣୀଯ
ଗୋଷ୍ଠୀ।
36
ଇଫ୍ରଯିମର
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
32,500
ଥିଲେ।
ଏମାନେ
ସମାନଙ୍କେର
ନିଜ
ନିଜ
ବଂଶ
ଅନୁସାରେ
ଯୋଷଫେର
ସନ୍ତାନ।
37
ବାନ୍ଯାମୀନର
ପରିବାରବର୍ଗ
ହେଲେ:
ବଲୋଠାରୁ
ବଲୋଯୀଯ
ଗୋଷ୍ଠୀ;
ଅସବଲଠାରୁେ
ଅସବଲେୀଯ
ଗୋଷ୍ଠୀ
ଏବଂ
ଅହୀରାମଠାରୁ
ଅହୀରାମୀଯ
ଗୋଷ୍ଠୀ।
38
ଶୂଫମ୍ଠାରୁ
ଶୂଫମୀଯ
ଗୋଷ୍ଠୀବର୍ଗ;
ହୂଫମଠାରୁ
ହୂଫମୀଯ
ଗୋଷ୍ଠୀ।
39
ବଲୋର
ସନ୍ତାନ
ଅର୍ଦ
ଓ
ନାମାନ
ହେଲେ:
ଅର୍ଦଠାରୁ
ଅର୍ଦୀଯ
ଗୋଷ୍ଠୀ;
ନାମାନଠାରୁ
ନାମାନୀଯ
ଗୋଷ୍ଠୀ।
40
ବିନ୍ଯାମୀନ
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
45,600
ଥିଲେ।
41
ଦାନ
ପରିବାରବର୍ଗର
ପରିବାରଗୁଡିକ
ହେଲେ:
ଶୂହମଠାରୁ
ଶୂହମୀଯ
ଗୋଷ୍ଠୀ,
42
ଶୂହମୀଯ
ଗୋଷ୍ଠୀରୁ
ଦାନ
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
ହେଲେ
64,400
43
ଆଶରେ
ପରିବାରବର୍ଗର
ପରିବାରଗୁଡିକ
ହେଲେ:
ୟିମ୍ନଠାରୁ
ୟିମ୍ନୀଯ
ଗୋଷ୍ଠୀ;
ୟିସବିଠାରୁ
ୟିସବୀଯ
ଗୋଷ୍ଠୀ;
ବରିଯଠାରୁ
ବରିଯୀଯ
ଗୋଷ୍ଠୀ।
44
ବରିଯର
ପରିବାରଗୁଡିକ
ହେଲେ
ଏହିମାନେ:
ହବରଠାରୁେ
ହବରେୀଯ
ଗୋଷ୍ଠୀ;
ମଲକୀଯଲଠାରୁେ
ମଲକୀଯଲେୀଯ
ଗୋଷ୍ଠୀ।
45
ଆଶରରେ
ମଧ୍ଯ
ଏକ
କନ୍ଯା
ଥିଲା,
ତା'ର
ନାମ
ସାରହ।
46
ଆଶରରେ
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
ଥିଲା
47
ଯେତ୍ସରଠାରୁ
ଯେତ୍ସରୀଯ
ଗୋଷ୍ଠୀ,
ଶିଲ୍ଲମଠାରୁେ
ଶିଲ୍ଲମେୀଯ
ଗୋଷ୍ଠୀ।
48
ନପ୍ତାଲି
ପରିବାରବର୍ଗର
ପୁରୁଷମାନଙ୍କ
ସଂଖ୍ଯା
45,400
ଥିଲା।
49
ଇଶ୍ରାୟେଲୀୟ
ପୁରୁଷମାନଙ୍କ
ସଂଖ୍ଯା
6,01,730
ଥିଲା।
50
ଅନନ୍ତର
ସଦାପ୍ରଭୁ
ମାଶାଙ୍କେୁ
କହିଲେ,
51
"ନାମ
ସଂଖ୍ଯା
ଅନୁସାରେ
ସମାନଙ୍କେ
ମଧିଅରେ
ଅଧିକାର
ପାଇଁ
ଦେଶ
ବିଭକ୍ତ
ହବେ।
52
ଯାହାର
ବଡ
ଗୋଷ୍ଠୀ
ତାକୁ
ଅଧିକ
ଭୂମି
ଦବେ
ଓ
ଯାହାର
େଛାଟ
ଗୋଷ୍ଠୀ
ତାକୁ
ଅଳ୍ପ
ଭୂମି
ଦବେ।
ପ୍ରେତ୍ୟକକ
ଗୋଷ୍ଠୀକୁ
ତା'ର
ଆକାର
ଅନୁସାରେ
ଭୂମି
ଦିଆୟିବା
ଉଚିତ୍।
53
ତୁମ୍ଭେ
ଗୁଳାବାଣ୍ଟ
ଦ୍ବାରା
ଦେଶ
ଭାଗ
କରିବା
ଉଚିତ୍।
ସମାନେେ
ନିଜ
ନିଜ
ପରିବାରବର୍ଗର
ନାମ
ଅନୁସାରେ
ଭାଗ
ପାଇବା
ଉଚିତ୍।
54
ଉଭୟ
େଛାଟ
ଓ
ବଡ
ଗୋଷ୍ଠୀଗଣ
ଲୋକସଂଖ୍ଯା
ଅନୁସାରେ
ଗୁଳାବାଣ୍ଟ
କରି
ସମାନଙ୍କେର
ଭୂମି
ନିର୍ଦ୍ଧାରଣ
କରାୟିବା
ଉଚିତ୍।"
55
ସମାନେେ
ମଧ୍ଯ
ଲବେୀର
ପରିବାରବର୍ଗଙ୍କୁ
ଗଣନା
କଲେ।
ଲବେୀୟ
ପରିବାରବର୍ଗଗୁଡିକ
ହେଲେ:
ଗେର୍ଶୋନଠାରୁ
ଗେର୍ଶୋନୀଯ
ଗୋଷ୍ଠୀ;
କାହାତଠାରୁ
କାହାତୀଯ
ଗୋଷ୍ଠୀ;
ମରାରିଠାରୁ
ସରାରୀଯ
ଗୋଷ୍ଠୀ।
56
ଏହିସବୁ
ଗୋଷ୍ଠୀଗୁଡିକ
ମଧ୍ଯ
ଲବେୀୟ
ପରିବାରବର୍ଗର
ଅର୍ନ୍ତଭୁକ୍ତ
ଅଟେ।
ଲିବନୀଯ
ଗୋଷ୍ଠୀ,
ହିବ୍ରୋଣୀଯ
ଗୋଷ୍ଠୀ,
ମହଲୀଯ
ଗୋଷ୍ଠୀ,
ମୂଶୀଯ
ଗୋଷ୍ଠୀ
ଏବଂ
କୋରହୀଯ
ଗୋଷ୍ଠୀ।
57
ସହେି
ଅମ୍ରମର
ସ୍ତ୍ରୀ
ୟୋକବଦେ
।
ସେ
ମିଶର
ଦେଶ
ରେ
ଲବେୀର
ପରିବାରବର୍ଗରୁ
ଜନ୍ମ
ହାଇେ
ଥିଲା।
ଅମ୍ରମ
ଔରସ
ରେ
ୟୋକବଦଠାରୁେ
ମାଶାେ,
ହାରୋଣ
ଓ
ସମାନଙ୍କେର
ଭଉଣୀ
ମରିଯମ
ଜନ୍ମ
ହାଇେଥିଲେ।
58
ହାରୋଣଠାରୁ
ନାଦବ୍,
ଅବୀହୂ,
ଇଲିଯାସର
ଓ
ଈଥାମର
ଜନ୍ମ
ହେଲେ।
59
କିନ୍ତୁ
ନାଦବ୍
ଓ
ଅବୀହୂ
ସଦାପ୍ରଭୁଙ୍କ
ସମ୍ମୁଖ
ରେ
ମୃତ୍ଯୁବରଣ
କଲେ,
ଯେତବେେଳେ
ସମାନେେ
ଅଗ୍ନି
ଅର୍ପଣ
କଲେ
ଓ
ତାହା
ଗୃହିତ
ହାଇେ
ନାହିଁ।
60
ଲବେୀୟମାନଙ୍କର
ସମୁଦାଯ
ଏକ
ମାସର
ପୁରୁଷ
ଓ
ବଯଜେଷ୍ଠ
ସଂଖ୍ଯା
23,000
ହେଲା।
କିନ୍ତୁ
ସମାନଙ୍କେୁ
ଇଶ୍ରାୟେଲର
ଲୋକ
ବୋଲି
ଗଣନା
କରାଗଲା
ନାହିଁ
କାରଣ
ଇଶ୍ରାୟେଲର
ଲୋକମାନଙ୍କର
ପରି
ସମାନଙ୍କେୁ
ଭୂମି
ଦିଆଗଲା
ନାହିଁ।
61
ଯିରୀହାେ
ନିକଟସ୍ଥ
ୟର୍ଦ୍ଦନ
ସୀମାର
ମାୟୋବ
ପଦା
ରେ
ଇଶ୍ରାୟେଲର
ଲୋକମାନଙ୍କୁ
ମାଶାେ
ଓ
ଯାଜକ
ଇଲିଯାସର
ଗଣନା
କଲେ।
62
ମାତ୍ର
ସୀନଯ
ମରୁଭୂମିରେ
ଇଶ୍ରାୟେଲ
ଲୋକମାନଙ୍କର
ଗଣନାକାରୀ
ମାଶାେ
ଓ
ହାରୋଣ
ଯାଜକ
ଦ୍ବାରା
ଯେଉଁମାନେ
ଗଣିତ
ହାଇେଥିଲେ,
ସମାନଙ୍କେ
ମଧ୍ଯରୁ
ଜଣେ
ଏମାନଙ୍କ
ମଧିଅରେ
ନ
ଥିଲା।
ସହେି
ଲୋକମାନେ
ସମସ୍ତେ
ମୃତ୍ଯୁବରଣ
କରିଥିଲେ।
63
କାରଣ
ସଦାପ୍ରଭୁ
ସମାନଙ୍କେ
ବିଷଯ
ରେ
କହିଥିଲେ
ଯେ,
ସମାନେେ
ଅବଶ୍ଯ
ଏହି
ମରୁଭୂମିରେ
ମରିବେ।
କବଳେ
ସମାନଙ୍କେ
ମଧ୍ଯରୁ
ୟିଫୁନ୍ନିର
ପୁତ୍ର
କାଲେବ୍
ଓ
ନୂନର
ପୁତ୍ର
ଯିହାଶୂେୟ
ବଞ୍ଚି
ରହିଲେ,
ବାକି
ସମସ୍ତେ
ମଲେ।
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References