15 |
କିନ୍ତୁ ସମାନେେ ସହେି ଗ୍ଭତକ୍ସ୍ଟର୍ୟ୍ଯ ପ୍ରଶ୍ନ ଦିନ ଦିନ ରେ ବାହାର କରି ପାରିଲେ ନାହିଁ। ଚତକ୍ସ୍ଟର୍ଥ ଦିନ ରେ ସମାନେେ ଶାମ୍ଶୋନଙ୍କର ସ୍ତ୍ରୀଙ୍କକ୍ସ୍ଟ କହିଲେ, ଗ୍ଭତକ୍ସ୍ଟର୍ୟ୍ଯ ପ୍ରଶ୍ନର ଉତ୍ତର ଜଣିବା ପାଇଁ ତୁମ୍ଭେ ସ୍ବାମୀଙ୍କକ୍ସ୍ଟ କକ୍ସ୍ଟହ, ନ ହେଲେ ଆମ୍ଭମାନେେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବକ୍ସ୍ଟ। "ତୁମ୍ଭେ ଆମ୍ଭମାନଙ୍କୁ ଗରୀବ କରିବା ପାଇଁ ନିଯନ୍ତ୍ରଣ କଲ କି?"
|
16 |
ଶାମ୍ଶାେନ୍ର ସ୍ତ୍ରୀ ତା'ର ସ୍ବାମୀଙ୍କ ନିକଟକକ୍ସ୍ଟ ଗଲା ଏବଂ ସଠାେରେ ଅତିଶଯ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, "ତୁମ୍ଭେ ମାେତେ ଘୃଣା କର! ତୁମ୍ଭେ ମାେତେ ଭଲ ପାଅ ନାହିଁ! ତୁମ୍ଭେ ମାରେ ଲୋକମାନଙ୍କୁ ଏକ ପ୍ର ହଳେିକା ଶକ୍ସ୍ଟଣାଇଲ, ଯାହାକି ମାେତେ ତୁମ୍ଭେ ବକ୍ସ୍ଟଝାଇ ନାହଁ।" ଶାମ୍ଶାେନ୍ ତାଙ୍କୁ ଉତ୍ତର ଦେଲେ, "ମୁ ମାରେ ପିତା ମାତାଙ୍କୁ କହିନାହିଁ, ତକ୍ସ୍ଟମ୍ଭଙ୍କକ୍ସ୍ଟ କାହିଁକି ମୁ କହିବି?"
|
19 |
ଶାମ୍ଶାେନ୍ ଏଥି ରେ ବହକ୍ସ୍ଟତ ରାଗିଗଲେ। ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କ ଆତ୍ମା ବହକ୍ସ୍ଟତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକକ୍ସ୍ଟ ୟାଇ ସଠାେରେ ତିରିଶ ଜଣଙ୍କକ୍ସ୍ଟ ହତ୍ଯା କଲେ। ସେ ସମାନଙ୍କେର ବସ୍ତ୍ର ନଇେ ପ୍ର ହଳେିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ୟୋଡା ବସ୍ତ୍ର ଦେଲେ। କିନ୍ତୁ ତା'ର କୋରଧ ପ୍ରଜ୍ଜୋଳିତ ହବୋରକ୍ସ୍ଟ, ସେ ଆପଣାର ପିତୃଗୃହକକ୍ସ୍ଟ ଗ୍ଭଲିଗଲେ।
|