7 |
ତୁମ୍ଭମାନଙ୍କ ବିଷୟ ରେ ମାରେ ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମାେ ହୃଦୟ ରେ ସ୍ଥାନ ପାଇଛ। ତୁମ୍ଭମାନେେ ପରମେଶ୍ବରଙ୍କ କୃପା ରେ ମାରେ ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘ ରେ ଅଛି, ଯେତବେେଳେ ମୁଁ ସୁସମାଚାରର ପକ୍ଷ ସମର୍ଥନ କରୁଛି ଓ ଯେତବେେଳେ ମୁଁ ସୁସମାଚାରର ସତ୍ଯ ପ୍ରମାଣିତ କରୁଛି, ସେତବେେଳେ ମଧ୍ଯ ତୁମ୍ଭମାନେେ ମାେ ସହିତ ପରମେଶ୍ବରଙ୍କ ଅନୁଗ୍ରହର ସହଭାଗୀ ଅଟ।
|
18 |
ଯଦି ସମାନେେ ମାେ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ଯ କଥା ହେଲା ଯେ ସମାନେେ ଖ୍ରୀଷ୍ଟଙ୍କ ବିଷୟ ରେ କହୁଛନ୍ତି। ମୁଁ ମଧ୍ଯ ଚା ହେଁ ଯେ ସମାନେେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକମାନଙ୍କୁ କୁହନ୍ତୁ। ସମାନେେ ଭଲ ଉଦ୍ଦେଶ୍ଯ ରଖି ସପରେି କରନ୍ତୁ। କିନ୍ତୁ ଉଦ୍ଦେଶ୍ଯ ଭଲ ହେଉ ବା ମନ୍ଦ, ପ୍ରଚାର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ। ମୁଁ ଆନନ୍ଦିତ ହେଉଥିବି ମଧ୍ଯ।
|