2 |
ସଦାପ୍ରଭୁ ମାେତେ କହିଲେ, 'ଓଗ୍କକ୍ସ୍ଟ ଭୟ କର ନାହିଁ, ମୁ ନିଷ୍ପତ୍ତି ନଇେଛି ଯେ ତାକକ୍ସ୍ଟ ତୁମ୍ଭମାନଙ୍କ ଆଗ ରେ ସମର୍ପଣ କରିବି। ମୁ ମଧ୍ଯ ତାଙ୍କର ସମସ୍ତ ଲୋକମାନଙ୍କୁ ଓ ଦେଶସବୁ ତୁମ୍ଭକୁ ଦବେି। ଅମ୍ ମାରେୀଯ ରାଜା ସିୟୋନ ୟିଏକି ସଷବୋ ରେ ରାଜତ୍ବ କରୁଥିଲେ, ସହେିପରି ତାହା ପ୍ରତି ମଧ୍ଯ କରିବ।'
|