20 |
ସଦାପ୍ରଭୁ ତାହାକକ୍ସ୍ଟ କ୍ଷମା କରିବାକୁ ସମ୍ମତ ହବେେ ନାହିଁ। ମାତ୍ର ତତ୍କ୍ଷଣାତ ସହେି ଲୋକପ୍ରତି ସଦାପ୍ରଭୁଙ୍କ କୋରଧ ଓ ଅନ୍ତଜର୍ବାଳା ସଧୂମ ହାଇେ ଉଠିବ। ପକ୍ସ୍ଟଣି ଏହି ପୁସ୍ତକକରେ ଲିଖିତ ସମସ୍ତ ଶାପ ତାହା ପାଇଁ ଛପି ରହିବ, ଆଉ ସଦାପ୍ରଭୁ ଆକାଶ ମଣ୍ତଳ ତଳକ୍ସ୍ଟ ତାହାର ନାମ ଲୋପ କରିବ। ଏବଂ ଏହି ବ୍ଯବସ୍ଥାପୁସ୍ତକ ଲିଖିତ ନିଯମର ସମସ୍ତ ଶାପ ଅନକ୍ସ୍ଟସା ରେ ସଦାପ୍ରଭୁ ତାହାକକ୍ସ୍ଟ ଇଶ୍ରାୟେଲର ସମସ୍ତ ଗୋଷ୍ଠୀଯ ମଧ୍ଯରକ୍ସ୍ଟ ଅମଙ୍ଗଳ ନିମନ୍ତେ ପୃଥକ କରିବେ।
|