13 |
ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚ଼ା ହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାକୁ ବାଧା ପାଇଛି। ତୁମ୍ଭମାନଙ୍କୁ ଆତ୍ମିକ ଭାବରେ ବଢ଼ିବା ରେ ସାହାୟ୍ଯ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୂଦୀମାନଙ୍କୁ ମୁଁ ଯେପରି ସାହାୟ୍ଯ କରିଥିଲି, ସହେିପରି ତୁମ୍ଭମାନଙ୍କୁ ମୁଁ ସାହାୟ୍ଯ କରିବାକୁ ଚା ହେଁ।
|
20 |
ପରମେଶ୍ବରଙ୍କ ବିଷୟ ରେ କେତକେ ତଥ୍ଯ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ବରତ୍ବ ତାହାଙ୍କୁ ପରମେଶ୍ବର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସଗେୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରା ଯାଇଛି। ଏଗୁଡ଼ିକ ପରମେଶ୍ବର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହାଇେ ଥାଏ। ସେଥିପାଇଁ ମନ୍ଦ କାର୍ୟ୍ଯ କରିବା ପାଇଁ ଲୋକମାନଙ୍କ ପାଖ ରେ କୌଣସି ବାହାନା ନାହିଁ।
|