ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ମାଥିଉଲିଖିତ ସୁସମାଚାର 10
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
Notes
No Verse Added
History
ପ୍ରଥମ ବଂଶାବଳୀ 26:3 (08 47 am)
ମାଥିଉଲିଖିତ ସୁସମାଚାର 10:0 (08 47 am)
ଆମ ବିଷୟରେ
Contact Us
ମାଥିଉଲିଖିତ ସୁସମାଚାର 10
1
ଯୀଶୁ
ତାହାଙ୍କର
ବାରଜଣ
ଶିଷ୍ଯଙ୍କୁ
ପାଖକୁ
ଡକାଇଲେ।
ସେ
ଭୂତମାନଙ୍କୁ
ତଡିଦବୋ
ପାଇଁ
ଓ
ସବୁ
ପ୍ରକାର
ରୋଗ
ଏବଂ
ଅସୁସ୍ଥତା
ଭଲ
କରିଦବୋ
ପାଇଁ
ଶିଷ୍ଯମାନଙ୍କୁ
ଶକ୍ତି
ପ୍ରଦାନ
କଲେ।
2
ସହେି
ବାରଜଣ
ଶିଷ୍ଯଙ୍କ
ନାମ
ଏହିଭଳି:
ଶିମାନେ(ଯାହାଙ୍କୁ
ପିତର
ବୋଲି
କୁହାୟାଏ),
ତାହାଙ୍କ
ଭାଇ
ଆନ୍ଦ୍ରିୟ,
ଜବଦେିଙ୍କ
ପୁଅ
ଯାକୁବ
ଓ
ତାହାଙ୍କ
ଭାଇ
ଯୋହନ।
3
ଫିଲିପ୍ପ
ଓ
ବାର୍ଥଲମୀ,
ଥୋମା
ଓ
କରଆଦାୟକାରୀ
ମାଥିଉ,
ଆଲଫିଙ୍କ
ପୁତ୍ର
ଯାକୁବ
ଓ
ଥଦ୍ଦୟ,
4
ଉଦ୍ୟୋଗୀ
ଶିମାନେ
ଓ
ଈଷ୍କରୀଯୋଥ
ୟିହୂଦା।
ଏହି
ଈଷ୍କରିଯୋଥ
ୟିହୂଦା
ପରେ
ଯୀଶୁଙ୍କ
ପ୍ରତି
ବିଶ୍ବାସଘାତକତା
କରିଥିଲା।
5
ଏହି
ବାରଜଣ
ଶିଷ୍ଯଙ୍କୁ
ଯୀଶୁ
ପଠାଇବା
ବେଳେ
ଏହି
ଆଜ୍ଞା
ଦେଲେ:
"କୌଣସି
ଅଣଯିହୂଦୀ
ଅଞ୍ଚଳକୁ
ୟିବନାହିଁ
କି
ଶମିରୋଣର
କୌଣସି
ନଗର
ରେ
ପ୍ରବେଶ
କରିବନାହିଁ।
6
ବରଂ
ତୁମ୍ଭେ
ଇଶ୍ରାୟେଲ
ଲୋକମାନଙ୍କ
ପାଖକୁ
ୟିବ।
ସମାନେେ
ହଜିଯାଇଥିବା
ମଷେ
ଭଳି।
7
ତୁମ୍ଭମାନେେ
ପ୍ରଚାର
କର,
'ସ୍ବର୍ଗରାଜ୍ଯ
ନିକଟ
ହାଇେ
ଗଲାଣି।'
8
ତୁମ୍ଭେ
ରୋଗୀକୁ
ସୁସ୍ଥ
କର।
ମୃତକୁ
ପୁର୍ନଜୀବିତ
କର,
କୁଷ୍ଠ
ରୋଗ
ସୁସ୍ଥ
କର,
ଭୂତମାନଙ୍କୁ
ତଡିଦିଅ।
ତୁମ୍ଭେ
ବିନା
ମୂଲ୍ଯ
ରେ
ଆଶୀର୍ବାଦ
ଓ
ଶକ୍ତି
ପାଇଛ।
ତେଣୁ
ଅନ୍ୟକୁ
ତାହା
ବିନା
ମୂଲ୍ଯ
ରେ
ଦାନ
କର।
9
ତୁମ୍ଭେ
ତୁମ୍ଭମାନଙ୍କ
ସାଙ୍ଗ
ରେ
ସୁନା,
ରୂପା
କିମ୍ବା
ତମ୍ବା
ନିଅନାହିଁ।
10
ଯାତ୍ରା
ବେଳେ
ଝୁଲା
ନିଅନାହିଁ।
ପିନ୍ଧିଥିବା
ପୋଷାକ
ଓ
ୟୋତା
ଛଡା
ଅଧିକା
ପୋଷାକ
ବା
ୟୋତା
କି
ବାଡି
ନିଅନାହିଁ।
ଜଣେ
ସବେକ
କବଳେ
ନିହାତି
ଆବଶ୍ଯକୀୟ
ପଦାର୍ଥ
ନବୋ
ଉଚିତ।
11
"କୌଣସି
ନଗର
ବା
ଗାଁ
ରେ
ପ୍ରବେଶ
କଲା
ବେଳେ
ସଠାେରେ
ଯୋଗ୍ଯ
ଲୋକଟିକୁ
ବାଛି
ବାହାର
କର।
ସହେି
ନଗର
ବା
ଗାଁ
ନ
ଛାଡିବା
ପର୍ୟ୍ଯନ୍ତ
ସହେି
ସ୍ଥାନ
ରେ
ରୁହ।
12
କୌଣସି
ଘ
ରେ
ପ୍ରବେଶ
କଲାଭଳେେ
ସହେି
ପରିବାର
ରେ
ଲୋକଙ୍କୁ
'ତୁମ୍ଭ
ପ୍ରତି
ଶାନ୍ତ
ହେଉ'
ବୋଲି
କହି
ଆଶୀର୍ବାଦ
କର।
ଯଦି
ସେ
ପିବାରର
ଲୋକେ
ଯୋଗ୍ଯ,
ତବେେ
ସେ
ପରିବାର
ପ୍ରତି
ତୁମ୍ଭର
ଶାନ୍ତ
ରହିବ।
13
ଯଦି
ସେ
ପରିବାର
ଲୋକେ
ଅୟୋଗ୍ଯ
ତବେେ
ତୁମ୍ଭର
ଶାନ୍ତି
ତୁମ୍ଭ
ନିକଟକୁ
ଫରେିଆସିବ।
14
ଯଦି
କହେି
ହେଲେ
ତୁମ୍ଭର
ସ୍ବାଗତ
କରୁ
ନାହାଁନ୍ତି,
କିମ୍ବା
ତୁମ୍ଭର
ଉପଦେଶ
ଶୁଣୁ
ନାହାଁନ୍ତି,
ତବେେ
ସେ
ଘର
ବା
ନଗର
ଛାଡିଦିଅ।
ତୁମ୍ଭ
ପାଦ
ରେ
ଲାଗିଥିବା
ଧୂଳି
ମଧ୍ଯ
ସହେିଠା
ରେ
ଝାଡିଦିଅ।
15
ମୁଁ
ତୁମ୍ଭକୁ
ସତ୍ଯ
କହୁଛି,
ଯେଉଁ
ଦିନ
ନ୍ଯାୟ
ହବେ,
ସେ
ଦିନ
ସହେି
ନଗରର
ଲୋକଙ୍କ
ଅବସ୍ଥା
ସଦୋମ
ଓ
ଗ
ମାରୋ
ନଗରର
ଲୋକଙ୍କ
ଅବସ୍ଥା
ଅପାକ୍ଷା
ଅଧିକ
ଖରାପ
ହବେ।
16
"ସାବଧାନ,
ଗଧିଆମାନଙ୍କ
ଭିତ
ରେ
ମଷେମାନଙ୍କୁ
ଛାଡିବା
ଭଳି
ମୁଁ
ତୁମ୍ଭମାନଙ୍କୁ
ବାହାରକୁ
ପଠାଉଛି।
ତୁମ୍ଭେ
ସାପ
ଭଳି
ଚତୁର
ହୁଅ।
କପୋତ
ଭଳି
ନିରୀହ
ହୁଅ।
17
କିନ୍ତୁ
ଲୋକଙ୍କ
ପ୍ରତି
ସାବଧାନ
ରୁହ।
ତୁମ୍ଭକୁ
ସମାନେେ
ବାନ୍ଧି
କରି
ତାହାଙ୍କର
ସ୍ଥାନୀୟ
ବିଚାରାଳୟ
ହାତ
ରେ
ଦଇେ
ଦବେେ
ଓ
ତାହାଙ୍କର
ପ୍ରାର୍ଥନାଗୃହ
ରେ
ତୁମ୍ଭକୁ
ଛାଟ
ରେ
ପିଟିବେ।
18
ତୁମ୍ଭେ
ମାରେ
ଶିଷ୍ଯ
ହାଇେଥିବା
ଯୋଗୁଁ
ତୁମ୍ଭକୁ
ଶାସକ
ଓ
ରାଜାଙ୍କ
ଆଗକୁ
ନିଆୟିବ।
ଅଣଯିହୂଦୀ
ତଥା
ସମାନଙ୍କେ
ଆଗ
ରେ
ତୁମ୍ଭେ
ମାେ
ବିଷୟ
ରେ
ସାକ୍ଷୀ
ହବେ।
19
ସମାନେେ
ତୁମ୍ଭକୁ
ବାନ୍ଧି
ନବୋ
ବେଳେ
କ'ଣ
କହିବ
ଓ
କିପରି
କହିବ,
ସେ
ବିଷୟ
ରେ
ଚିନ୍ତାକରି
କିଛି
ବ୍ଯସ୍ତ
ହୁଅନାହିଁ।
କାରଣ
ତୁମ୍ଭକୁ
ସେତବେେଳେ
କ'ଣ
କହିବାକୁ
ହବେ
ତାହା
ଜଣଇେ
ଦିଆୟିବ।
20
ମନରେଖ
କହିବା
ଲୋକ
କବେେ
ହେଲେ
ତୁମ୍ଭେ
ନୁହଁ,
ତୁମ୍ଭର
ପରମପିତାଙ୍କ
ଆତ୍ମା
ହିଁ
ତୁମ୍ଭ
ଭିତରୁ
କହିବେ।
21
"ଭାଇ
ତା
ନିଜ
ଭାଇକ,ୁ
ବାପା-ମାଆ
ନିଜ
ପିଲାପିଲିଙ୍କୁ
ମରଣ
ମୁହଁକୁ
ଠଲେି
ଦବେେ।
ପିଲାମାନେ
ନିଜ
ବାପା-ମାଆଙ୍କ
ବରୁଦ୍ଧ
ରେ
ଠିଆ
ହବେେ
ଓ
ତାହାଙ୍କୁ
ମାରି
ପକାଇବେ।
22
ମାରେ
ଅନୁଗାମୀ
ହାଇେଥିବା
ୟୋଗୁ
ଲୋକେ
ତୁମ୍ଭକୁ
ଘୃଣା
କରିବେ।
କିନ୍ତୁ
ଯେଉଁଲୋକ
ଶଷେ
ପର୍ୟ୍ଯନ୍ତ
ଦୃଢଭାବରେ
ତିଷ୍ଠି
ରହି
ପାରିବ,
ସେ
ଉଦ୍ଧାର
ପାଇବ।
23
ଗୋଟିଏ
ନଗର
ରେ
ସମାନେେ
ତୁମ୍ଭକୁ
ଯାତନା
ଦେଲେ
ତୁମ୍ଭେ
ଅନ୍ୟ
ନଗରକୁ
ପଳାଅ।
ମୁଁ
ତୁମ୍ଭକୁ
ସତ୍ଯ
କହୁଛି
ଇଶ୍ରାୟେଲ
ସମସ୍ତ
ନଗରୀ
ରେ
ତୁମ୍ଭର
ଭ୍ରମଣ
ସରିବା
ପୂର୍ବରୁ
ମନୁଷ୍ଯ
ପୁତ୍ର
ପୁନର୍ବାର
ଆସିବେ।
24
"ଶିଷ୍ଯ
ନିଜ
ଗୁରୁଠାରୁ
ବଡ
ନୁହେଁକି
କୌଣସି
ସବେକ
ତା
ମାଲିକଠାରୁ
ବଡ
ନୁହେଁ
ା
25
ଜଣେ
ଶିଷ୍ଯ
ତା'
ଗୁରୁ
ଭଳି
ହବୋ
ରେ
ଓ
ଜଣେ
ସବେକ
ତା'
ମାଲିକ
ଭଳି
ହବୋ
ରେ
ସନ୍ତାଷେ
ଲାଭ
କରିବା
ଦରକାର।
ଘରର
ମୁଖ୍ଯଙ୍କୁ
ଯଦି
ବାଆଲ୍ଜିବୂଲ
କହି
ଡକାଯାଏ
ତବେେ
ଘରର
ଅନ୍ୟ
ସଦସ୍ଯମାନଙ୍କୁ
ନିଶ୍ଚୟ
ଅଧିକ
ଖରାପ
ନାମ
ରେ
ଡକାୟିବ।
26
"
ତେଣୁ
ସହେି
ଲୋକମାନଙ୍କୁ
ଭୟ
କର
ନାହିଁ।
ଯାହା
ଗୁପ୍ତ
ରେ
ଅଛି
ତାହା
ଦିନେ
ନା
ଦିନେ
ପ୍ରକାଶ
ପାଇବ,
ଏବଂ
ସବୁ
ଗୋପନ
କଥା
ଜଣା
ପଡିବ।
27
ମୁଁ
ଗୋପନ
ରେ
ତୁମ୍ଭକୁ
ଯାହା
ସବୁ
କହୁଛି,
ତୁମ୍ଭେ
ତାହାକୁ
ପ୍ରକାଶ୍ଯ
ଦିବା
ଲୋକରେ
କୁହ।
ମୁଁ
ତୁମ୍ଭକୁ
ଆସ୍ତେ
ଆସ୍ତେ
ଯାହା
କହୁଛି,
ତୁମ୍ଭେ
ଘର
ଛାତ
ଉପରେ
ଚିତ୍କାର
କରି
ତାହା
କୁହ।
28
ଲୋକଙ୍କୁ
ଭୟ
କର
ନାହିଁ।
ସମାନେେ
କବଳେ
ତୁମ୍ଭର
ଶରୀରକୁ
ମାରି
ପାରିବେ।
ମାତ୍ର
ତୁମ୍ଭର
ଆତ୍ମାକୁ
ମାରି
ପାରିବେ
ନାହିଁ।
ତୁମ୍ଭେ
କବଳେ
ପରମେଶ୍ବରଙ୍କୁ
ଭୟ
କର।
ସେ
କବଳେ
ତୁମ୍ଭର
ଶରୀର
ଓ
ଆତ୍ମା
ଉଭୟକୁ
ନଷ୍ଟ
କରି
ଦଇେ
ପାରିବେ।
ସେ
ଶରୀର
ଓ
ଆତ୍ମା
ଉଭୟକୁ
ନର୍କକୁ
ପଠଇେ
ପାରିବେ।
29
ଗୋଟିଏ
ପଇସା
ମୂଲ୍ଯ
ରେ
ଦୁଇଟି
ଘରଚଟିଆ
ବିକ୍ରି
ହୁଅନ୍ତି।
କିନ୍ତୁ
ତୁମ୍ଭ
ପରମ-ପିତାଙ୍କ
ବିନା
ଅନୁମତି
ରେ
ସେଥିରୁ
ଗୋଟିଏ
ହେଲେ
ମଧ୍ଯ
ତଳେ
ପଡିବ
ନାହିଁ।
30
ତୁମ୍ଭ
ମୁଣ୍ଡ
ରେ
କତେୋଟି
ବାଳ
ଅଛି,
ସେ
କଥା
ମଧ୍ଯ
ପରମେଶ୍ବର
ଜାଣନ୍ତି।
31
ତେଣୁ
ଭୟଭୀତ
ହୁଅନାହିଁ।
ତୁମ୍ଭେ
ଅନକେ
ଘରଚଟିଆଙ୍କ
ଅପେକ୍ଷା
ଅଧିକ
ମୂଲ୍ଯବାନ।
32
"ଯଦି
କହେି
ଲୋକ
ସମସ୍ତଙ୍କ
ଆଗ
ରେ
ଠିଆ
ହାଇେ
କୁ
ହେ
ଯେ,
ସେ
ମାେତେ
ବିଶ୍ବାସ
କରେ
ତବେେ
ମୁଁ
ମଧ୍ଯ
ସ୍ବର୍ଗ
ରେ
ରହୁଥିବା
ମାରେ
ପରମପିତାଙ୍କ
ଆଗ
ରେ
କହିବି
ଯେ
ସେ
ମାରେ
ନିଜ
ଲୋକ।
33
କିନ୍ତୁ
ଯେଉଁ
ଲୋକ
ସମସ୍ତଙ୍କ
ଆଗ
ରେ
ଠିଆ
ହାଇେ
କୁ
ହେ
ଯେ
ସେ
ମାେତେ
ବିଶ୍ବାସ
କରେ
ନାହିଁ,
ତବେେ
ମୁଁ
ମଧ୍ଯ
ସ୍ବର୍ଗ
ରେ
ରହୁଥିବା
ମାରେ
ପରମପିତାଙ୍କ
ଆଗ
ରେ
କହିବି
ଯେ
ସେ
ଲୋକ
ମାେ
ନିଜ
ଲୋକ
ନୁହେଁ।
34
"ତୁମ୍ଭେ
ଭାବନାହିଁ
ଯେ
ମୁଁ
ପୃଥିବୀ
ରେ
ଶାନ୍ତି
ଆଣିବା
ପାଇଁ
ଆସିଛି।
କିନ୍ତୁ
ଖଡ୍ଗ
ଆଣିବା
ପାଇଁ
ଆସିଛି।
35
ଏପରି
ଘଟଣା
ଘଟଇେବା
ପାଇଁ
ମୁଁ
ଆସିଛି:
'ପୁଅ
ତା
ବାପା
ବିରୁଦ୍ଧ
ରେ,
ଝିଅ
ତା
ମା
ବିରୁଦ୍ଧ
ରେ
ଓ
ବୋହୁ
ତା
ଶାଶୁ
ବିରୁଦ୍ଧ
ରେ
ଠିଆ
ହବେ।
ନିଜ
ଘରର
ଲୋକେ
ହିଁ
ନିଜ
ଲୋକଙ୍କ
ଶତୃ
ହବେେ।'
36
37
"
ଯେଉଁ
ଲୋକ
ମାେ
ଅପେକ୍ଷା
ତା
ବାପା
ମାଆଙ୍କୁ
ଅଧ୍କ
ଭଲ
ପାଏ,
ତବେେ
ସେ
ମାରେ
ଅନୁଗାମୀ
ହବୋର
ଯୋଗ୍ଯ
ନୁହେଁ।
ଯେଉଁ
ଲୋକ
ମାେ
ଅପେକ୍ଷା
ତା
ପୁଅ
ଓ
ଝିଅଙ୍କୁ
ଅଧିକ
ଭଲ
ପାଏ,
ସେ
ମାରେ
ଅନୁଗାମୀ
ହବୋର
ଯୋଗ୍ଯ
ନୁହେଁ।
38
ଯେଉଁ
ଲୋକ
ତାକୁ
ଦିଆଯାଇଥିବା
ଦୁଃଖ,
କଷ୍ଟରୂପକ
କୃଶ
ବୋହି
ମାରେ
ଅନୁସରଣ
କରନୋହିଁ,
ସେ
ମାେତେ
ପାଇବାକୁ
ଯୋଗ୍ଯ
ନୁହେଁ।
39
ଯେଉଁ
ଲୋକ
ମାେ
ଅପେକ୍ଷା
ତା
ନିଜ
ଜୀବନକୁ
ଅଧିକ
ଭଲ
ପାଏ
ସେ
ବାସ୍ତବଜୀବନ
ହରାଇ
ବସିବ।
କିନ୍ତୁ
ଯେଉଁ
ଲୋକ
ମାେ
ସକାେଶ
ଜୀବନ
ହରାଏ,
ସେ
ବାସ୍ତବ
ଜୀବନ
ପାଇପାରିବ।
40
"
ଯେଉଁ
ଲୋକ
ତୁମ୍ଭକୁ
ସ୍ବୀକାର
କରେ,
ସେ
ମାେତେ
ମଧ୍ଯ
ସ୍ବୀକାର
କରେ,
ଯେଉଁ
ଲୋକ
ମାେତେ
ସ୍ବୀକାର
କରେ,
ସେ
ମାେତେ
ପଠାଇଥିବା
ପରମେଶ୍ବରଙ୍କକୁ
ମଧ୍ଯ
ସ୍ବୀକାର
କରେ।
41
ଯାଉଁ
ଲୋକ
ପରମେଶ୍ବରଙ୍କ
ଭବିଷ୍ଯଦ୍ବକ୍ତାଙ୍କୁ
ଭଟେି
ତାହାଙ୍କୁ
ସ୍ବାଗତ
କରେ,
ତବେେ
ସେ
ଭବିଷ୍ଯଦ୍ବକ୍ତାର
ପୁରସ୍କାର
ପାଇବ।
ଯେଉଁ
ଲୋକ
ଜଣେ
ଧାର୍ମିକ
ଲୋକକୁ
ଧାର୍ମିକ
ଲୋକ
ରୂପେ
ସ୍ବୀକାର
କରେ
ତବେେ
ସେ
ଧାର୍ମିକ
ଲୋକର
ପୁରସ୍କାର
ପାଇବ।
42
"ଯଦି
କହେି
ଲୋକ
ମାରେ
ଏହି
େଛାଟ
ଓ
ସରଳ
ଶିଷ୍ଯମାନଙ୍କ
ମଧ୍ଯରୁ
କାହାରିକୁ
ମାରେ
ଶିଷ୍ଯ
ବୋଲି
କହି
ସାହାର୍ୟ୍ଯ
କରେ,
ତବେେ
ସେ
ନିଶ୍ଚୟ
ତାର
ପୁରସ୍କାର
ପାଇବ।
ସେ
ଯଦି
ମାେ
ଶିଷ୍ଯମାନଙ୍କୁ
କାହାକୁ
କବଳେ
ଗିନାଏ
ଥଣ୍ଡା
ପାଣି
ଦଇେଥାଏ,
ତଥାପି
ସେ
ତାର
ପୁରସ୍କାର
ପାଇବ।"
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References