1 |
ସେ କହିଲେ, ମୁଁ ମାରେ ପ୍ରଭୁଙ୍କୁ ୟଜ୍ଞବଦେୀ ଉପ ରେ ଦଣ୍ତାଯମାନ ହବୋର ଦେଖିଲି। ସେ କହିଲେ, "ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ବାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପ ରେ ପକାଅ। ଯଦି ଏଥିରୁ କହେି ବଞ୍ଚିବ ଆମ୍ଭେ ତାକୁ ଖଡ୍ଗ ରେ ଚ୍ଛଦନେ କରିବା। ଦୌଡି ୟାଇଥିବା ଲୋକ ମଧ୍ଯ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।
|
14 |
ଆମ୍ଭେ ଇଶ୍ରାୟେଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସମାନଙ୍କେୁ ସମାଙ୍କେର ଭୂମିକୁ ଫରୋଇ ଆଣିବା। ସମାନେେ ଧ୍ବଂସ ବିଧ୍ବଂସ ନଗରଗୁଡିକୁ ପୁନଃନିର୍ମାଣ କରିବେ ଏବଂ ସହେି ନଗରୀ ରେ ବାସ କରିବେ। ସମାନେେ ଦ୍ରାକ୍ଷାବୃକ୍ଷ କ୍ଷତେ ରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସଠାେକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସମାନେେ ମଧ୍ଯ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ଯକୁ ଭକ୍ଷଣ କରିବେ।
|