7 |
ଯେତବେେଳେ ସମାନେେ ପଚାରିବେ, 'ତୁମ୍ଭେ କାହିଁକି ଦୀର୍ଘନିଃଶ୍ବାସ ଛାଡ଼ୁଛ ?' ସେତବେେଳେ ତୁମ୍ଭେ କହିବ, 'ସମ୍ବାଦ ସକାେଶ, ତାହା ଆସୁଅଛି। ସେଥି ରେ ସମସ୍ତଙ୍କ ଆତ୍ମା ଭୟ ରେ ତରଳି ୟିବ ଓ ସମସ୍ତଙ୍କ ହସ୍ତ ଭୟ ରେ ଦୁର୍ବଳ ହବେ। ପ୍ରେତ୍ୟକକ ମନୁଷ୍ଯର ଆତ୍ମା ହତ ଉତ୍ସାହିତ ହବେ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହବେ।' ଏବଂ ଦେଖ, ସହେି ସମୟ ଆସୁଅଛି ଓ ତାହା ସିଦ୍ଧ ହବେ।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
|