16 |
ସେଥିପାଇଁ ମାରେ ପ୍ରଭୁ ସଦାପ୍ରଭୁ କୁହନ୍ତି, " ଦେଖ, ମୁଁ ସିୟୋନ ରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ଯବାନ କଣ ପ୍ରସ୍ତର। ଏହା ଉପ ରେ ସବୁକିଛି ଏହି ଗୁରୁତ୍ବପୂର୍ଣ୍ଣ ପର୍ବତ ଉପ ରେ ନିର୍ମିତ ହବେ। ଯେ କହେି ଏହି ପ୍ରସ୍ତର ଉପ ରେ ବିଶ୍ବାସ ରେଖ ସେ ହତାଶ ହବେ ନାହିଁ।
|