ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଯାତ୍ରା ପୁସ୍ତକ 14:8
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
Notes
No Verse Added
History
ଯାତ୍ରା ପୁସ୍ତକ 14:8 (05 57 am)
ଆମ ବିଷୟରେ
Contact Us
ଯାତ୍ରା ପୁସ୍ତକ 14:8
1
ଏହାପରେ
ସଦାପ୍ରଭୁ
ମାଶାଙ୍କେୁ
କହିଲେ,
2
"ଇଶ୍ରାୟେଲର
ଲୋକମାନଙ୍କୁ
କୁହ,
ସମାନେେ
ପୀହହୀରୋତକୁ
ଫରେି
ୟାଆନ୍ତୁ
ଏବଂ
ସାମନା
ରେ
ଛାଉଣୀ
ପକାନ୍ତୁ।
ସମାନଙ୍କେୁ
କୁହ,
ସମାନେେ
ମିଗ୍ଦୋଲ
ଓ
ସମୁଦ୍ର
ମଧିଅରେ
ଏବଂ
ବାଲ୍ସଫୋନ୍
ଆଗ
ରେ
ଛାଉଣୀ
ସ୍ଥାପନ
କରନ୍ତୁ।
3
ତହିଁରେ
ଫାରୋ
ଭାବିବେ
ଯେ,
ଇଶ୍ରାୟେଲର
ଲୋକମାନେ
ମରୁଭୂମି
ମଧିଅରେ
ବାଟବଣା
ହାଇେଅଛନ୍ତି।
4
ମୁଁ
ଫାରୋଙ୍କୁ
ପୁଣି
ଜିଦ୍ଖୋର
କରିବି
ଏବଂ
ଯେପରି
ସେ
ତୁମ୍ଭମାନଙ୍କୁ
ଗୋଡ଼ାଇବେ।
କିନ୍ତୁ
ମୁଁ
ଫାରୋ
ଏବଂ
ତାଙ୍କର
ସୈନ୍ଯମାନଙ୍କୁ
ପରାସ୍ତ
କରିବି।
ଏହା
ମାରେ
ସମ୍ମାନ
ବଢାଇବ।
ତାହାହେଲେ
ମିଶର
ଲୋକମାନେ
ଜାଣିବେ
ଯେ
ମୁଁ
ହେଉଛି
ସଦାପ୍ରଭୁ।"
ସମାନେେ
ତାଙ୍କ
ଆଜ୍ଞା
ଅନୁସାରେ
କାର୍ୟ୍ଯ
କଲେ।
5
ମିଶରର
ରାଜା
ଖବର
ପାଇଲେ
ଯେ
ଇଶ୍ରାୟେଲୀୟ
ଲୋକମାନେ
ପଳାଇଛନ୍ତି।
ସେ
ଯେତବେେଳେ
ଏହା
ଶୁଣିଲେ,
ସେ
ଏବଂ
ତାଙ୍କର
ଅଧିକାରୀ
ତାଙ୍କର
ମଦ
ପରିବର୍ତ୍ତନ
କଲେ।
ସମାନେେ
କହିଲେ,
"ଆମ୍ଭମାନେେ
କ'ଣ?
କାହିଁକି
ଆମ୍ଭମାନେେ
ଇଶ୍ରାୟେଲର
ଲୋକମାନଙ୍କୁ
ୟିବାକୁ
ଦବେୁ?
ଆମ୍ଭେ
ଆମ୍ଭର
ଦାସମାନଙ୍କୁ
ହରାଇଅଛୁ।"
6
ତେଣୁ
ଫାରୋ
ତାଙ୍କର
ରଥ
ଓ
ଲୋକମାନଙ୍କୁ
ସାଙ୍ଗ
ରେ
ନେଲେ।
7
ଫାରୋ
ମିଶରର
ଅନ୍ଯାନ୍ଯ
ସୈନ୍ଯ
ଓ
ରଥ
ସହିତ
600
ଜଣ
ନିପୁଣ
ସୈନ୍ଯ
ଏବଂ
ସମାନଙ୍କେର
ରଥଗୁଡ଼ିକ
ନେଲେ
ଏବଂ
ପ୍ରେତ୍ୟକକ
ରଥରେ
ଜଣେ
ଅଧିକାରୀ
ରହିଲେ।
8
ଇଶ୍ରାୟେଲୀୟ
ଲୋକମାନେ
ବିଜଯୀ
ଭାବରେ
ବାସ
କରୁଥିଲେ।
କିନ୍ତୁ
ଯେ
ହତେୁ
ସଦାପ୍ରଭୁ
ଫାରୋଙ୍କୁ
ଜିଦ୍ଖୋର
କଲେ,
ସେ
ଇଶ୍ରାୟେଲୀୟମାନଙ୍କ
ପେଛ
ପେଛ
ଗୋଡ଼ାଇଲେ।
9
ମିଶରୀଯମାନେ
ଇଶ୍ରାୟେଲୀୟମାନଙ୍କ
ପଛ
ରେ
ଗୋଡ଼ାଇଲେ।
ଫାରୋଙ୍କର
ସମସ୍ତ
ଅଶ୍ବ,
ରଥ,
ତାଙ୍କର
ରଥା
ରୋହୀ
ଏବଂ
ତାଙ୍କର
ସୈନ୍ଯ
ସମାନଙ୍କେୁ
ଗୋଡ଼ାଇଲେ
ଆବଂ
ସମୁଦ୍ର
ପାଖ
ରେ
ବାଲ-ସଫୋନ
ଆଡକୁ
ମୁଖ
କରିଥିବା
ପୀହହୀରୋତ
ଛାଉଣୀ
ନିକଟରେ
ଭଟେିଲେ।
10
ଇଶ୍ରାୟେଲୀୟମାନେ
ଦେଖିଲେ,ଫାରୋ
ଏବଂ
ତାଙ୍କର
ସୈନ୍ଯମାନେ
ସମାନଙ୍କେ
ଆଡକୁ
ଆସୁଛନ୍ତି।
ସମାନେେ
ତାଙ୍କୁ
ଦେଖି
ଅତ୍ଯନ୍ତ
ଭୟଭିତ
ହାଇଗେଲେ।
ସମାନେେ
ସଦାପ୍ରଭୁଙ୍କୁ
ଡାକିଲେ।
11
ସମାନେେ
ମାଶାଙ୍କେୁ
କହିଲେ,
"କାହିଁକି
ତୁମ୍ଭେ
ଆମ୍ଭମାନଙ୍କୁ
ମିଶରରୁ
ବାହାର
କରି
ଆଣିଲ?
ଆମ୍ଭକୁ
ଏହି
ମରୁଭୂମିକୁ
କ'ଣ
ମରିବାକୁ
ଆଣିଲ?
ଆମ୍ଭମାନେେ
ମିଶର
ରେ
ଶାନ୍ତି
ରେ
ମରିପାରିଥାନ୍ତୁ।
ଯେ
ହତେୁ
ମିଶର
ରେ
ବହୁ
ପରିମାଣର
କବର
ଅଛି।
12
ଆମ୍ଭମାନେେ
କ'ଣ
ମିଶର
ରେ
କହିନଥିଲୁ
ଏହିପରି
ଘଟିବ
ବୋଲି?
ମିଶର
ରେ
ଆମ୍ଭମାନେେ
ତୁମ୍ଭକୁ
କହିଲୁ,
'ଆମ୍ଭକୁ
ବିବ୍ରତ
କରନାହିଁ।
ଆମ୍ଭକୁ
ଏହିଠା
ରେ
ରହି
ମିଶରୀଯମାନଙ୍କର
ଦାସ
ହବୋକୁ
ଦିଅ।'
ମରୁଭୂମିରେ
ମୃତ୍ଯୁବରଣ
କରିବା
ଅପେକ୍ଷା
ମିଶରବାସୀଙ୍କର
ଦାସକର୍ମ
କରିବା
ଭଲ
ହବେ।"
13
କିନ୍ତୁ
ମାଶାେ
ସମାନଙ୍କେୁ
କହିଲେ,
"ଭୟ
କର
ନାହିଁ।
ଦୌଡି
ପଳାଇବାର
ଆବଶ୍ଯକ
ନାହିଁ।
ଏହିଠା
ରେ
ଧିରସ୍ଥିର
ହାଇେ
ଛିଡା
ହୁଅ।
ସଦାପ୍ରଭୁ
ତୁମ୍ଭମାନଙ୍କୁ
ଆଜି
ରକ୍ଷା
କରିବେ।
ତୁମ୍ଭମାନେେ
ମିଶରବାସୀମାନଙ୍କୁ
ଆଉ
ପୁନ୍ନରାଯ
ଦେଖିବ
ନାହିଁ।
14
ଏବଂ
ତୁମ୍ଭମାନଙ୍କୁ
କିଛି
କରିବାକୁ
ପଡିବ
ନାହିଁ।
ତୁମ୍ଭମାନେେ
ଏଠା
ରେ
ଶାନ୍ତି
ରେ
ଛିଡା
ହୁଅ।
ସଦାପ୍ରଭୁ
ତୁମ୍ଭମାନଙ୍କ
ପାଇଁ
ୟୁଦ୍ଧ
କରିବେ।"
15
ଏହାପରେ
ସଦାପ୍ରଭୁ
ମାଶାଙ୍କେୁ
କହିଲେ,
"ତୁମ୍ଭମାନେେ
କାହିଁକି
ମାେ
ପାଖ
ରେ
କ୍ରନ୍ଦନ
କରୁଛ?
ଇଶ୍ରାୟେଲୀୟମାନଙ୍କୁ
କୁହ
ସମାନେେ
ଆଗକୁ
ମାଡି
ଚାଲନ୍ତୁ।
16
ତୁମ୍ଭର
ଆଶାବାଡିକୁ
ସୂଫ
ସମୁଦ୍ର
ଉପରେ
ବୁଲାଅ,
ତାହା
ବିଭକ୍ତ
ହବେ,
ଯାହା
ଫଳ
ରେ
ଇଶ୍ରାୟେଲର
ଲୋକମାନେ
ସମୁଦ୍ର
ମଧିଅରେ
ଶୁଖିଲା
ପଥରେ
ୟାଇ
ପାରିବେ।
17
ମୁଁ
ମିଶରୀଯମାନଙ୍କୁ
ଜିଦ୍ଖୋର
କରିବି,
ଯେଉଁଥି
ରେ
ସମାନେେ
ତୁମ୍ଭମାନଙ୍କ
ପଛ
ରେ
ଗୋଡାଇବେ।
ମୁଁ
ତୁମ୍ଭକୁ
ଦଖାଇବେି,
କିପରି
ମୁଁ
ଫାରୋ,
ତାଙ୍କର
ଅଶ୍ବାରୋହୀ
ସୈନ୍ଯ,
ରଥା
ରୋହୀ
ସୈନ୍ଯମାନଙ୍କଠାରୁ
ଶକ୍ତିଶାଳୀ।
18
ଏହାପରେ
ମିଶରବାସୀ
ଜାଣିବେ
ଯେ,
ମୁଁ
ହେଉଛି
ସଦାପ୍ରଭୁ
ପରମେଶ୍ବର।
ସମାନେେ
ମାେତେ
ସମ୍ମାନ
କରିବେ
ଯେତବେେଳେ
ମୁଁ
ଫାରୋ
ଏବଂ
ତା'ର
ରଥା
ରୋହୀମାନଙ୍କୁ
ଏବଂ
ଅଶ୍ବାରୋହୀ
ସୈନ୍ଯମାନଙ୍କୁ
ପରାସ୍ତ
କରିବି।"
19
ଏହାପରେ
ସଦାପ୍ରଭୁଙ୍କର
ଦୂତ
ୟିଏକି
ଇଶ୍ରାୟେଲୀୟ
ସୈନ୍ଯମାନଙ୍କ
ଆଗ
ରେ
ଥିଲେ,
ସମାନଙ୍କେ
ପଛକୁ
ଗଲେ।
ତେଣୁ
ଘନମେଘ
ସହେି
ଲୋକମାନଙ୍କ
ସମ୍ମୁଖ
ରେ
ଗତିକରି
ପଛ
ପଟକୁ
ଗଲା।
20
ଏହି
ପ୍ରକା
ରେ
ଘନମେଘ
ଇଶ୍ରାୟେଲୀୟ
ସୈନ୍ଯ
ଓ
ମିଶରୀଯ
ସୈନ୍ଯମାନଙ୍କ
ମଧିଅରେ
ରହିଲା।
ଇଶ୍ରାୟେଲୀୟ
ଲୋକମାନଙ୍କ
ସମ୍ମୁଖ
ରେ
ଆଲୋକବର୍ତ୍ତିକା
ଓ
ମିଶର
ଲୋକମାନଙ୍କ
ସମ୍ମୁଖ
ରେ
ଅନ୍ଧକାରଚ୍ଛନ୍ନ
ହାଇେ
ରହିଲା।
ଯେଉଁଥି
ପାଇଁ
ସହେି
ରାତ୍ର
ରେ
ମିଶରବାସୀ
ଇଶ୍ରାୟେଲୀୟମାନଙ୍କ
ପାଖକୁ
ଆସି
ପାରିଲେ
ନାହିଁ।
21
ମାଶାେ
ତାଙ୍କର
ଆଶାବାଡି
ସୂଫ
ସମୁଦ୍ର
ଉପରେ
ବୁଲାଇବାରୁ
ସଦାପ୍ରଭୁ
ପୂର୍ବଦିଗରୁ
ରାତିସାରା
ପ୍ରଚଣ୍ଡ
ବଗେ
ରେ
ପବନ
ସମୁଦ୍ର
ଉପରେ
ବୁହାଇଲେ।
ପାଣି
ଦୁଇ
ଭାଗ
ହାଇଗେଲା
ଏବଂ
ସମୁଦ୍ର
ମଧ୍ଯ
ଶୁଷ୍କ
ଭୂମିରେ
ପରିଣତ
ହାଇଗେଲା।
22
ଇଶ୍ରାୟେଲୀୟମାନେ
ଶୁଷ୍କ
ଭୂମିରେ
ସମୁଦ୍ର
ମଧ୍ଯ
ଦଇେ
ଗଲେ।
ସମୁଦ୍ରର
ଜଳଭାଗ
ଦୁଇଟି
କାନ୍ଥ
ପରି
ସମାନଙ୍କେର
ବାମପଟେ
ଓ
ଦକ୍ଷୀଣ
ପଟେ
ରହିଲା।
23
ମିଶରୀଯମାନେ
ସମାନଙ୍କେ
ପଛ
ରେ
ଗୋଡ଼ାଇଲେ।
ଏହାପରେ
ଫାରୋଙ୍କର
ସମସ୍ତ
ଅଶ୍ବ
ଓ
ରଥ
ସମାନଙ୍କେୁ
ସମୁଦ୍ର
ପର୍ୟ୍ଯନ୍ତ
ଅନୁସରଣ
କଲେ।
24
ପ୍ରଭାତ
ରେ
ସଦାପ୍ରଭୁ
ମେଘସ୍ତମ୍ଭ
ଓ
ଆଲୋକ
ସ୍ତମ୍ଭ
ଦଇେ
ମିଶ୍ରୀଯ
ସୈନ୍ଯମାନଙ୍କୁ
ଦେଖିଲେ
ଏବଂ
ସଦାପ୍ରଭୁ
ମିଶରୀଯ
ସୈନ୍ଯମାନଙ୍କୁ
ଦ୍ବନ୍ଦ
ରେ
ପକାଇଲେ।
25
ରଥର
ଚକଗୁଡିକ
ରଥରୁ
ବାହାରିୟିବାରୁ,
ସମାନଙ୍କେୁ
ରଥଗୁଡିକ
ଆଗଇେ
ନବୋକୁ
ବହୁତ
କଷ୍ଟ
ହେଲା।
ମିଶରୀଯ
ଲୋକମାନେ
ଚିତ୍କାର
କଲେ,
"ଚାଲ
ଏଠାରୁ
ପଳାଇ
ୟିବା!
ସଦାପ୍ରଭୁ
ଇଶ୍ରାୟେଲୀୟ
ଲୋକମାନଙ୍କ
ପାଇଁ
ଆମ୍ଭ
ବିରୁଦ୍ଧ
ରେ
ୟୁଦ୍ଧ
କରୁଛନ୍ତି।"
26
ଏହାପରେ
ସଦାପ୍ରଭୁ
ମାଶାଙ୍କେୁ
କହିଲେ,
"ସମୁଦ୍ର
ଉପରେ
ତୁମ୍ଭର
ହସ୍ତ
ବିସ୍ତାର
କର।
ଏଥି
ରେ
ସମୁଦ୍ର
ଜଳ
ମାଡିୟାଇ
ମିଶରର
ରଥା
ରୋହୀ
ଓ
ଅଶ୍ବାରୋହୀମାନଙ୍କୁ
ବୁଡାଇ
ଦବେ।"
27
ତେଣୁ
ମାଶାେ
ତାଙ୍କର
ହସ୍ତ
ସମୁଦ୍ର
ଉପରେ
ବିସ୍ତାର
କଲେ।
ଏହାପରେ
ଠିକ୍
ସୂର୍
େଯ୍ଯାଦଯ
ପୂର୍ବରୁ
ସମୁଦ୍ର
ପୂର୍ବପରି
ସମାନ
ହାଇଗେଲା।
ମିଶରୀଯମାନେ
ଦୌଡି
ପଳାଇବାକୁ
ଚେଷ୍ଟା
କରନ୍ତେ
ସଦାପ୍ରଭୁ
ସମାନଙ୍କେୁ
ସମୁଦ୍ର
ରେ
ନିକ୍ଷପେ
କଲେ।
28
ସମୁଦ୍ର
ତା'ର
ପୂର୍ବ
ଅବସ୍ଥାକୁ
ଆସିବାରୁ
ସମସ୍ତ
ରଥଗୁଡିକ,
ଅଶ୍ବାରୋହୀମାନଙ୍କୁ
ଆଚ୍ଛାଦିତ
କଲା।
ଇଶ୍ରାୟେଲୀୟମାନଙ୍କ
ପଛ
ରେ
ଗୋଡଉଥିବା
ଫାରୋଙ୍କର
ସମଗ୍ର
ସୈନ୍ଯବାହୀନି
ସମୁଦ୍ର
ରେ
ବୁଡିଗଲେ।
କହେି
ଜଣେ
ହେଲବି
ସୈନ୍ଯ
ବଞ୍ଚିଲେ
ନାହିଁ।
29
ମାତ୍ର
ଇଶ୍ରାୟେଲର
ଲୋକମାନେ
ଶୁଷ୍କ
ଭୂମିରେ
ଗମନ
କଲେ।
ସମୁଦ୍ରର
ଜଳ
ସମାନଙ୍କେର
ବାମ
ଓ
ଡାହାଣ
ପାଶର୍ବ
ରେ
କାନ୍ଥପରି
ଛିଡା
ହାଇେ
ରହିଲା।
30
ତେଣୁ
ସହେିଦିନ,
ସଦାପ୍ରଭୁ
ଇଶ୍ରାୟେଲୀୟମାନଙ୍କୁ
ମିଶରୀଯମାନଙ୍କଠାରୁ
ରକ୍ଷା
କଲେ।
ଏବଂ
ସେଥିପାଇଁ
ଇଶ୍ରାୟେଲର
ଲୋକମାନେ
ମିଶରୀଯମାନଙ୍କର
ମୃତ
ଦହକେୁ
ସୂଫ
ସମୁଦ୍ର
କୂଳ
ରେ
ଥିବାର
ଦେଖିଲେ।
31
ସହେିଦିନ
ଇଶ୍ରାୟେଲୀୟମାନେ
ଦେଖିଛନ୍ତି
ସଦାପ୍ରଭୁଙ୍କର
ସହେି
ମହାନ୍
ଶକ୍ତି
ଯେତବେେଳେ
ସେ
ମିଶରୀଯମାନଙ୍କୁ
ପରାସ୍ତ
କଲେ।
ତେଣୁ
ଲୋକମାନେ
ସଦାପ୍ରଭୁଙ୍କୁ
ଭୟ
କଲେ
ଓ
ସମ୍ମାନ
ଦେଲେ।
ସମାନେେ
ସଦାପ୍ରଭୁ
ଓ
ତାଙ୍କର
ଦସେ
ମାଶାଙ୍କେଠା
ରେ
ବିଶ୍ବାସ
ରଖିଲେ।
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References