11 |
"ତୁମ୍ଭମାନେେ ଯେତବେେଳେ ଏହି ମାଂସ ଭୋଜନ କରିବ, ସେତବେେଳେ ତୁମ୍ଭମାନେେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭମାନେେ ଭ୍ରମଣ ପାଇଁ ୟିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ୟୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତ ରେ ତୁମ୍ଭର ଆଶାବାଡି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାହିଁକି? କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।
|
27 |
ତୁମ୍ଭମାନେେ କହିବ, 'ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାର ପର୍ବୀଯ ବଳିଦାନ। କାରଣ? ଯେ ତବେଳେ ଆମ୍ଭେ ମିଶର ରେ ଥିଲୁ, ସଦାପ୍ରଭୁ ସେତବେେଳେ ଆମ୍ଭମାନଙ୍କୁ ଛାଡ କବଳେ ମିଶରବସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ଯା କଲା ବେଳେ ଆମ୍ଭମାନଙ୍କୁ ସୁରକ୍ଷା ହଇେଥିଲେ। ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହାଇେ ପ୍ରଣାମ କଲେ।"'
|