5 |
ଧନୀଲୋକମାନଙ୍କୁ ଦେଖ! ଆମ୍ଭମାନେେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭମାନେେ ଆପଣା ପୁତ୍ର ଓ କନ୍ଯାଗଣଙ୍କୁ ଦାସ ହବୋପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ଯରୁ ଅନକେ ତାଙ୍କର କନ୍ଯାଗଣଙ୍କୁ ଦାସୀ ଭାବରେ ବିକ୍ରଯ କରିସାରିଲଣେି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭମାନେେ ଆମ୍ଭ କ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାର ରେ ଅଛି।"
|