ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ ଅଧ୍ୟାୟ 8

1 ବିନ୍ୟାମୀନ ଆପଣା ଜ୍ୟେଷ୍ଠ ବେଲା, ଦ୍ଵିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ; 2 ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା । 3 ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର ଓ ଗେରା ଓ ଅବୀହୂଦ 4 ଓ ଅବୀଶୟ ଓ ନାମାନ୍ ଓ ଆହୋହ 5 ଓ ଗେରା ଓ ଶଫୂଫନ୍ ଓ ହୂରମ୍ । 6 ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତକୁ ନିଆଯାଇ ଥିଲେ । 7 ଆଉ ସେ ନାମାନ୍, ଅହୀୟ ଓ ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦକୁ ଜାତ କଲା । 8 ପୁଣି ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ । 9 ପୁଣି ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍ ଓ ସିବୀୟ ଓ ମେଶା ଓ ମଲକମ୍ 10 ଓ ଯିୟୂଶ ଓ ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶପ୍ରଧାନ ଥିଲେ । 11 ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା । 12 ଆଉ ଇଲ୍ପାଲର ପୁତ୍ର ଏବର୍ ଓ ମିଶୀୟମ୍, ପୁଣି ସମସ୍ତ ଉପନଗର ସମେତ ଓନୋର ଓ ଲୋଦର ପତ୍ତନକାରୀ ଶେମଦ୍ 13 ଓ ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ । 14 ପୁଣି ବରୀୟର ପୁତ୍ର ଅହୀୟୋ ଓ ଶାଶକ୍ ଓ ଯିରେମୋତ୍ 15 ଓ ସବଦୀୟ ଓ ଅରାଦ୍ ଓ ଏଦର 16 ଓ ମୀଖାୟେଲ ଓ ଯିଶ୍ପା ଓ ଯୋହ; 17 ଆଉ ଇଲ୍ପାଲର ପୁତ୍ର ସବଦୀୟ ଓ ମଶୁଲ୍ଲମ୍ ଓ ହିଷ୍କି ଓ ହେବର 18 ଓ ଯିଷ୍ମରୟ ଓ ଯିଷ୍ଲୀୟ ଓ ଯୋବବ୍ । 19 ଆଉ ଶିମୀୟିର ପୁତ୍ର ଯାକୀମ୍ ଓ ସିଖ୍ରି ଓ ସବ୍ଦି 20 ଓ ଇଲୀ-ଐନୟ ଓ ସିଲ୍ଲଥୟ ଓ ଇଲୀୟେଲ 21 ଓ ଅଦାୟା ଓ ବରାୟା ଓ ଶିମ୍ରତ୍; 22 ଆଉ ଶାଶକ୍ର ପୁତ୍ର ଯିଶ୍ପନ୍ ଓ ଏବର ଓ ଇଲୀୟେଲ 23 ଓ ଅବଦୋନ୍ ଓ ସିଖ୍ରି ଓ ହାନନ୍ 24 ଓ ହନାନୀୟ ଓ ଏଲମ୍ ଓ ଅନ୍ତୋଥୀୟ 25 ଓ ଯିଫଦୀୟ ଓ ପନୁୟେଲ; 26 ଆଉ, ଯିରୋହମର ସନ୍ତାନ ଶମ୍ଶରୟ ଓ ଶହରୀୟ ଓ ଅଥଲୀୟ 27 ଓ ଯାରିଶୀୟ ଓ ଏଲୀୟ ଓ ସିଖ୍ରି; 28 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ । 29 ଆଉ ଗିବୀୟୋନର ପିତା ଯିୟେଲ ଗିବୀୟୋନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା । 30 ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍ ଓ କୀଶ୍ ଓ ବାଲ୍ ଓ ନାଦବ୍ 31 ଓ ଗଦୋର ଓ ଅହୀୟୋ ଓ ସଖର; 32 ପୁଣି ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା । ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ । 33 ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା ଓ ଶାଉଲ ଯୋନାଥନ ଓ ମଲ୍‍କୀଶୟ ଓ ଅବୀନାଦବ୍ ଓ ଇଶ୍ବାଲକୁ ଜାତ କଲେ । 34 ପୁଣି ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ ମୀଖାକୁ ଜାତ କଲା । 35 ମୀଖାର ପୁତ୍ର ପିଥୋନ୍ ଓ ମେଲକ୍ ଓ ତରେୟ ଓ ଆହସ । 36 ଆଉ, ଆହସ ଯିହୋୟାଦାକୁ ଜାତ କଲା, ପୁଣି ଯିହୋୟାଦା ଆଲେମତ୍ ଓ ଅସ୍ମାବତ୍ ଓ ସିମ୍ରିକି ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା । 37 ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ; 38 ପୁଣି ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ୍, ବୋଖରୁ ଓ ଇଶ୍ମାୟେଲ ଓ ଶିୟରୀୟ ଓ ଓବଦୀୟ ଓ ହାନନ୍ । ଏସମସ୍ତେ ଆତ୍ସେଲର ପୁତ୍ର । 39 ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ଵିତୀୟ ଯିୟୂଶ ଓ ତୃତୀୟ ଏଲୀଫେଲଟ୍ । 40 ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ । ଏସମସ୍ତେ ବିନ୍ୟାମୀନର ସନ୍ତାନ ।
1. ବିନ୍ୟାମୀନ ଆପଣା ଜ୍ୟେଷ୍ଠ ବେଲା, ଦ୍ଵିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ; 2. ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା । 3. ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର ଓ ଗେରା ଓ ଅବୀହୂଦ 4. ଓ ଅବୀଶୟ ଓ ନାମାନ୍ ଓ ଆହୋହ 5. ଓ ଗେରା ଓ ଶଫୂଫନ୍ ଓ ହୂରମ୍ । 6. ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତକୁ ନିଆଯାଇ ଥିଲେ । 7. ଆଉ ସେ ନାମାନ୍, ଅହୀୟ ଓ ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦକୁ ଜାତ କଲା । 8. ପୁଣି ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ । 9. ପୁଣି ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍ ଓ ସିବୀୟ ଓ ମେଶା ଓ ମଲକମ୍ 10. ଓ ଯିୟୂଶ ଓ ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶପ୍ରଧାନ ଥିଲେ । 11. ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା । 12. ଆଉ ଇଲ୍ପାଲର ପୁତ୍ର ଏବର୍ ଓ ମିଶୀୟମ୍, ପୁଣି ସମସ୍ତ ଉପନଗର ସମେତ ଓନୋର ଓ ଲୋଦର ପତ୍ତନକାରୀ ଶେମଦ୍ 13. ଓ ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ । 14. ପୁଣି ବରୀୟର ପୁତ୍ର ଅହୀୟୋ ଓ ଶାଶକ୍ ଓ ଯିରେମୋତ୍ 15. ଓ ସବଦୀୟ ଓ ଅରାଦ୍ ଓ ଏଦର 16. ଓ ମୀଖାୟେଲ ଓ ଯିଶ୍ପା ଓ ଯୋହ; 17. ଆଉ ଇଲ୍ପାଲର ପୁତ୍ର ସବଦୀୟ ଓ ମଶୁଲ୍ଲମ୍ ଓ ହିଷ୍କି ଓ ହେବର 18. ଓ ଯିଷ୍ମରୟ ଓ ଯିଷ୍ଲୀୟ ଓ ଯୋବବ୍ । 19. ଆଉ ଶିମୀୟିର ପୁତ୍ର ଯାକୀମ୍ ଓ ସିଖ୍ରି ଓ ସବ୍ଦି 20. ଓ ଇଲୀ-ଐନୟ ଓ ସିଲ୍ଲଥୟ ଓ ଇଲୀୟେଲ 21. ଓ ଅଦାୟା ଓ ବରାୟା ଓ ଶିମ୍ରତ୍; 22. ଆଉ ଶାଶକ୍ର ପୁତ୍ର ଯିଶ୍ପନ୍ ଓ ଏବର ଓ ଇଲୀୟେଲ 23. ଓ ଅବଦୋନ୍ ଓ ସିଖ୍ରି ଓ ହାନନ୍ 24. ଓ ହନାନୀୟ ଓ ଏଲମ୍ ଓ ଅନ୍ତୋଥୀୟ 25. ଓ ଯିଫଦୀୟ ଓ ପନୁୟେଲ; 26. ଆଉ, ଯିରୋହମର ସନ୍ତାନ ଶମ୍ଶରୟ ଓ ଶହରୀୟ ଓ ଅଥଲୀୟ 27. ଓ ଯାରିଶୀୟ ଓ ଏଲୀୟ ଓ ସିଖ୍ରି; 28. ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ । 29. ଆଉ ଗିବୀୟୋନର ପିତା ଯିୟେଲ ଗିବୀୟୋନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା । 30. ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍ ଓ କୀଶ୍ ଓ ବାଲ୍ ଓ ନାଦବ୍ 31. ଓ ଗଦୋର ଓ ଅହୀୟୋ ଓ ସଖର; 32. ପୁଣି ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା । ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ । 33. ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା ଓ ଶାଉଲ ଯୋନାଥନ ଓ ମଲ୍‍କୀଶୟ ଓ ଅବୀନାଦବ୍ ଓ ଇଶ୍ବାଲକୁ ଜାତ କଲେ । 34. ପୁଣି ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ ମୀଖାକୁ ଜାତ କଲା । 35. ମୀଖାର ପୁତ୍ର ପିଥୋନ୍ ଓ ମେଲକ୍ ଓ ତରେୟ ଓ ଆହସ । 36. ଆଉ, ଆହସ ଯିହୋୟାଦାକୁ ଜାତ କଲା, ପୁଣି ଯିହୋୟାଦା ଆଲେମତ୍ ଓ ଅସ୍ମାବତ୍ ଓ ସିମ୍ରିକି ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା । 37. ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ; 38. ପୁଣି ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ୍, ବୋଖରୁ ଓ ଇଶ୍ମାୟେଲ ଓ ଶିୟରୀୟ ଓ ଓବଦୀୟ ଓ ହାନନ୍ । ଏସମସ୍ତେ ଆତ୍ସେଲର ପୁତ୍ର । 39. ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ଵିତୀୟ ଯିୟୂଶ ଓ ତୃତୀୟ ଏଲୀଫେଲଟ୍ । 40. ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ । ଏସମସ୍ତେ ବିନ୍ୟାମୀନର ସନ୍ତାନ ।
  • ପ୍ରଥମ ବଂଶାବଳୀ ଅଧ୍ୟାୟ 1  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 2  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 3  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 4  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 5  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 6  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 7  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 8  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 9  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 10  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 11  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 12  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 13  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 14  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 15  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 16  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 17  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 18  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 19  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 20  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 21  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 22  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 23  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 24  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 25  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 26  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 27  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 28  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 29  
×

Alert

×

Oriya Letters Keypad References