6 |
ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, "ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।
|
22 |
ଠିକ୍ ଏହାପରେ ବାରକ୍ ସୀଷରାକକ୍ସ୍ଟ ଖାଜେି ଖାଜେି ତମ୍ବୁ ନିକଟରେ ପହଁଞ୍ଚିଲା। ଯାୟେଲ ତମ୍ବୁରକ୍ସ୍ଟ ବାହାରକକ୍ସ୍ଟ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, "ଭିତରକକ୍ସ୍ଟ ଆସନ୍ତକ୍ସ୍ଟ, ମୁ ତୁମ୍ଭକୁ ଦଖାଇବେି ତୁମ୍ଭେ ଯେଉଁ ଲୋକକୁ ଖାଜେକ୍ସ୍ଟଅଛା" ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକକ୍ସ୍ଟ ପ୍ରବେଶ କଲା! ସଠାେରେ ସେ ତମ୍ବୁ ଖକ୍ସ୍ଟଣ୍ଟ ମକ୍ସ୍ଟଣ୍ତ ରେ ପଶି ମୃତକ୍ସ୍ଟ୍ଯବରଣ କରିଥିବା ସୀଷରାର ମୃତ ଶରୀର ପଡିଥିବାର ସେ ପାଇଲା।
|