42 |
ବିନ୍ଯାମୀନୀଯ ସୈନ୍ଯମାନେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ । ସମାନେେ ରିେମ୍ମାନ ଶୈଳ ନିକଟକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନୀଯ 5,000 ସୈନିକଙ୍କକ୍ସ୍ଟ ରାସ୍ତା ଉପରେ ହତ୍ଯାକଲେ। ଏବଂ ସମାନେେ ପଳାଯନକାରୀ ବିନ୍ଯାମୀନୀଯ ସୈନ୍ଯମାନଙ୍କୁ ଗିଦିଯୋନ ଗୋଡ଼ାଇ ଥିଲେ। ସଠାେରେ ଇଶ୍ରାୟେଲର ସୈନ୍ଯମାନେ ଆହକ୍ସ୍ଟରି 2,000 ବିନ୍ଯାମୀନର ୈସନ୍ଯମାନଙ୍କୁ ହତ୍ଯା କଲେ।
|