13 |
ସହେି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବା ରେ ଓ ଘଉଡାଇ ଦବୋ ରେ ତୁମ୍ଭର ପକ୍ଷ ହବେେ ନାହିଁ। ଏହି ଲୋକମାନେ ତକ୍ସ୍ଟମ୍ଭ ପାଇଁ ଏକ ଫାଶ ପରି ହବେେ। ସମାନେେ ତକ୍ସ୍ଟମ୍ଭ ପିଠି ପାଇଁ ଗ୍ଭବକ୍ସ୍ଟକ୍ ପରି ଓ ତକ୍ସ୍ଟମ୍ଭ ଆଖି ପାଇଁ କଣ୍ଟା ପରି ହବେେ। ଯେପର୍ୟ୍ଯନ୍ତ ତୁମ୍ଭେ ସହେି ଉତ୍ତମ ଦେଶ ଛାଡିବା ପାଇଁ ବାଧ୍ଯ ନ ହାଇେଛ, ଯାହା ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଇେଥିଲେ।
|
14 |
" ମାରେ ମୃତକ୍ସ୍ଟ୍ଯ ସମୟ ନିକଟ ହେଲାଣି। ତୁମ୍ଭମାନେେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦଇେଛନ୍ତି। ଏବଂ ତକ୍ସ୍ଟମ୍ଭ ପାଇଁ କ'ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦଇେଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତକ୍ସ୍ଟମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକକ୍ସ୍ଟ ସବୁ ଦଇେଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି।
|
16 |
ଏହିପରି ଭାବରେ ଘଟିବ ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ସଙ୍ଗ ରେ କରିଥିବା ଚକ୍ସ୍ଟକ୍ତିର ଖିଲାପ କର। ତୁମ୍ଭେ ପାଇଥିବା ସମସ୍ତ ଭୂମି ହରାଇବ ଯଦି ତୁମ୍ଭେ ଅନ୍ୟ ଲୋକମାନଙ୍କର ପ୍ରଭକ୍ସ୍ଟଙ୍କକ୍ସ୍ଟ ଉପାସନା କର ବା ଅନ୍ୟ ଦବେତାମାନଙ୍କୁ ସବୋ କର, ତବେେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କୋପଦୃଷ୍ଟି ପକାଇବେ। ଏହାପରେ ତୁମ୍ଭକୁ ସଦାପ୍ରଭୁ ଦଇେଥିବା ଭଲ ଭୂମିକକ୍ସ୍ଟ ହରାଇବାକକ୍ସ୍ଟ ପଡିବ।"
|