4 |
ଆପଣମାନଙ୍କର ସଦାପ୍ରଭୁ ପରମେଶ୍ବର ଇଶ୍ରାୟେଲବାସୀଙ୍କକ୍ସ୍ଟ ଶାନ୍ତି ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯ ରକ୍ଷା କରିଛନ୍ତି। ତେଣୁ ତୁମ୍ଭମାନେେ ବର୍ତ୍ତମାନ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିପାରିବ। ସଦାପ୍ରଭୁଙ୍କର ସବେକ ମାଶାେ ୟର୍ଦ୍ଦନ ନଦୀର ପୂର୍ବ ପାଶର୍ବ ରେ ତୁମ୍ଭମାନଙ୍କୁ ଭୂମି ଦଇେଛନ୍ତି। ବର୍ତ୍ତମାନ ତୁମ୍ଭମାନେେ ସଠାେକକ୍ସ୍ଟ ତୁମ୍ଭମାନଙ୍କର ସ୍ବଗୃହକକ୍ସ୍ଟ ୟାଇପାର।
|
8 |
ସେ କହିଲେ, "ତୁମ୍ଭମାନେେ, ତୁମ୍ଭମାନଙ୍କର ବହକ୍ସ୍ଟତ ଧନ ସଐଦ ଓ ପଶକ୍ସ୍ଟଗଣ ସହିତ ଘରକକ୍ସ୍ଟ ୟାଅ। ତୁମ୍ଭମାନଙ୍କର ବହକ୍ସ୍ଟତ ଦାମି ସକ୍ସ୍ଟନାରୂପା ଅଳଙ୍କାର ଇତ୍ଯାଦି ଅଛି। ତୁମ୍ଭମାନଙ୍କର ବହକ୍ସ୍ଟତ ସକ୍ସ୍ଟନ୍ଦର ପୋଷାକ ମଧ୍ଯ ଅଛି। ଯେଉଁଗକ୍ସ୍ଟଡାକ କି ତୁମ୍ଭମାନେେ ତକ୍ସ୍ଟମ୍ଭ ଶତୃମାନଙ୍କଠାରକ୍ସ୍ଟ ଛଡାଇ ଆଣିଲେ। ଗୃହକକ୍ସ୍ଟ ଫରେିୟାଅ ଏବଂ ସଗେକ୍ସ୍ଟଡିକ ତୁମ୍ଭର ନିଜ ନିଜ ଭାତୃଗଣଙ୍କ ମଧିଅରେ ବାଣ୍ଟି ଦିଅ।"
|
9 |
ତେଣୁ ରୂବନ୍େ, ଗାଦ୍ ଓ ମନଃଶିର ଅର୍ଦ୍ଧକେ ବଂଶଧରର ଲୋକମାନେ ଇଶ୍ରାୟେଲ ବଂଶଧରଙ୍କଠାରକ୍ସ୍ଟ ବିଦାଯ ନେଲେ। କିଣାନ ଦେଶ ଅନ୍ତର୍ଗତ ଶୀଲୋଠା ରେ ସମାନେେ ଥିଲେ। ସମାନେେ ସେ ସ୍ଥାନ ଛାଡି ଗିଲିଯଦକକ୍ସ୍ଟ ଗଲେ। ସମାନେେ ସଠାେରକ୍ସ୍ଟ ତାଙ୍କ ସ୍ବଭୂମିକକ୍ସ୍ଟ ଗଲେ ଯାହାକି ମାଶାେ ସମାନଙ୍କେୁ ଦଇେଥିଲେ। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ମଧ୍ଯ ସେ ଭୂମି ଦବୋ ପାଇଁ ନିର୍ଦ୍ଦେଶ ଦଇେଥିଲେ।
|
11 |
କିନ୍ତୁ ଇଶ୍ରାୟେଲର ଅବଶିଷ୍ଟ ଲୋକ ଯେଉଁମାନେ କି ତଥାପି ଶିଲୋ ରେ ରହିଥିଲେ। ସମାନେେ ସେ ୟଜ୍ଞବଦେୀ କଥା ଶୁଣିବାକୁ ପାଇଲେ ଯେ, ଏହି ବଂଶଧରମାନେ ତାକକ୍ସ୍ଟ ନିର୍ମାଣ କରିଛନ୍ତି ବୋଲି। ସମାନେେ ମଧ୍ଯ ଏହି ୟଜ୍ଞବଦେୀଟି କିଣାନୀଯ ଦେଶର ସୀମା ଅନ୍ତର୍ଗତ ଗିଲିଯଦଠା ରେ କରାୟାଇଛି, ଶୁଣିବାକୁ ପାଇଲେ। ଏହା ୟର୍ଦ୍ଦନ ପାଖସ୍ଥ ଇଶ୍ରାୟେଲ ସନ୍ତାନଗଣଙ୍କ ଅଧିକୃତ ପାଶର୍ବ ରେ ଥିଲା।
|
19 |
"ଯଦି ତୁମ୍ଭର ଅଧିକାର ଦେଶ ତୁମ୍ଭମାନଙ୍କ ପାଇଁ ଉପାସନା କରିବାକୁ ଅନିଛକ୍ସ୍ଟକ ହକ୍ସ୍ଟଏ, ତବେେ ତୁମ୍ଭମାନେେ ଆମ୍ଭ ନିକଟକକ୍ସ୍ଟ ପଳାଇ ଆସ। ଯେଉଁ ସ୍ଥାନ ରେ ସଦାପ୍ରଭୁଙ୍କ ଆବାସ ବାସ କରେ ସଦାପ୍ରଭୁଙ୍କର ସହେି ଅଧିକାର ଦେଶକକ୍ସ୍ଟ ଆ ସେ। କିନ୍ତୁ ସଦାପ୍ରଭୁଙ୍କର ବିରକ୍ସ୍ଟଦ୍ଧାଚରଣ କର ନାହିଁ। କଦାପି ଅନ୍ୟ ଏକ ୟଜ୍ଞବଦେୀ ସ୍ଥାପନ କରନାହିଁ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଯେଉଁ ୟଜ୍ଞବଦେୀ ଅଛି ତା ଛଡା ଅନ୍ୟ ୟଜ୍ଞବଦେୀ ନିର୍ମାଣ ନ କର।
|
22 |
"ପରମେଶ୍ବର, ସଦାପ୍ରଭୁ ଆମ୍ଭର ପରମେଶ୍ବର! ସଦାପ୍ରଭୁ ହେଉଛନ୍ତି ଆମ୍ଭର ପରମେଶ୍ବର। ଏବଂ ସଦାପ୍ରଭୁ ଜାଣନ୍ତି ଆମ୍ଭେ ଏପରି କାହିଁକି କଲକ୍ସ୍ଟ। ଆମ୍ଭମାନେେ ମଧ୍ଯ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁ। ଆମ୍ଭମାନେେ କ'ଣ କରିଛକ୍ସ୍ଟ ତୁମ୍ଭମାନେେ ବିଗ୍ଭର କର। ଯଦି ତୁମ୍ଭେ ଏହା ବିଶ୍ବାସ କର କି ବିଗ୍ଭର କର ଆମ୍ଭମାନେେ କିଛି ଭୂଲ କରିଛକ୍ସ୍ଟ, ତବେେ ତୁମ୍ଭମାନେେ ଆମ୍ଭକକ୍ସ୍ଟ ହତ୍ଯା କରିପାର।
|
24 |
ତୁମ୍ଭମାନେେ କ'ଣ ବିଶ୍ବାସ କରୁଛ ଯେ ଆମ୍ଭମାନେେ ଏହି ୟଜ୍ଞବଦେୀ ରେ ଆମ୍ଭମାନେେ ହୋମ କି ଭକ୍ଷ୍ଯ ନବୈେଦ୍ଯ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ କ'ଣ ତିଆରି କରିଛକ୍ସ୍ଟ? ନାଁ ଆମ୍ଭେ ଏଥିପାଇଁ ଏହାକକ୍ସ୍ଟ ତିଆରି କରିନାହକ୍ସ୍ଟଁ। ତବେେ କିହିଁକି ତୁମ୍ଭମାନେେ ୟଜ୍ଞବଦେୀ ନିର୍ମାଣ କଲ? ଆମ୍ଭମାନେେ ଚିନ୍ତାଶୀଳ ହାଇେ ଓ ବିଗ୍ଭର କରି ଏହା କରିଅଛକ୍ସ୍ଟ। ଆସନ୍ତା ସମୟରେ କଜାେଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ସଙ୍ଗେ କି ସଐର୍କ।
|
25 |
ସଦାପ୍ରଭୁ ୟର୍ଦ୍ଦନ ସପୋରି ରେ ଆମ୍ଭକକ୍ସ୍ଟ ଭୂମି ଦଇେଛନ୍ତି। ଏହା ଅର୍ଥ ୟର୍ଦ୍ଦନ ନଦୀ ଆମ୍ଭମାନଙ୍କୁ ଅଲଗା କରିଅଛି। ଆମ୍ଭମାନେେ ଆଶଙ୍କା କରୁଅଛକ୍ସ୍ଟ ଯେ ଯେତବେେଳେ ତୁମ୍ଭମାନଙ୍କ ପିଲା ବଡ ହାଇେ ଦେଶ ଶାସନ କରିବେ ସମାନେେ ବିଶ୍ବାସ କରିବେ ନାହିଁ ଯେ କି ଆମ୍ଭେ ତୁମ୍ଭର ଲୋକ ବୋଲି। ସମାନେେ ଯେତବେେଳେ ବଡ ହାଇେ ଶାସନ କରିବେ, ସମାନେେ ଆମ୍ଭମାନଙ୍କୁ ଏପରି କହି ବି ପାରନ୍ତି, 'ତୁମ୍ଭେ, ରକ୍ସ୍ଟବନ୍େ, ଗାଦ , ଆମ୍ଭମାନଙ୍କର ଅଂଶ ନକ୍ସ୍ଟହଁ।' ଏହାପରେ ତୁମ୍ଭମାନଙ୍କର ସନ୍ତାନ ଆମ୍ଭମାନଙ୍କ ପିଲାଙ୍କକ୍ସ୍ଟ ସଠାେରେ ଉପାସନା କରିବାକୁ ମନା କରିପାରନ୍ତି।
|
27 |
ଏହାର ବାସ୍ତବ କାରଣ ହେଲା, ଆମ୍ଭମାନେେ ଏ ୟଜ୍ଞବଦେୀ ଆମ୍ଭମାନଙ୍କର ଭବିଷ୍ଯତ ବଂଶଧରଗଣଙ୍କ ପାଇଁ ତିଆରି କରିଛକ୍ସ୍ଟ କାରଣ ସମାନେେ ଏହା ଦେଖିଲାପରେ ଜାଣି ପାରିବେ ଯେ ତୁମ୍ଭମାନେେ ଯେଉଁ ସଦାପ୍ରଭୁଙ୍କ ଉପାସନା କରୁଅଛ ଆମ୍ଭମାନେେ ମଧ୍ଯ ସହେି ସଦାପ୍ରଭୁଙ୍କୁ ଉପାସନା କରୁଅଛକ୍ସ୍ଟ। ଏହି ୟଜ୍ଞବଦେୀ ତୁମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କ ପାଇଁ ଓ ଆମ୍ଭର ଭବିଷ୍ଯତ ବଂଶଧରମାନଙ୍କ ପାଇଁ ପ୍ରମାଣ ରହିବ ଯେ, ଆମ୍ଭମାନେେ ସଦାପ୍ରଭୁଙ୍କୁ ଉପାସନା କରୁ। ଆମ୍ଭେ ଶସ୍ଯ ନବୈେଦ୍ଯ, ସହଭାଗିତାର ନବୈେଦ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବକ୍ସ୍ଟ। ତେଣୁ ଭବିଷ୍ଯତ ରେ ତୁମ୍ଭମାନଙ୍କର ପିଲାମାନେ ଆମ୍ଭ ଲୋକମାନଙ୍କୁ କହିବେ ନାହିଁ ଯେ, ତୁମ୍ଭର ସଦାପ୍ରଭୁଙ୍କ ସହିତ କିଛି କରିବାର ନାହିଁ।
|
28 |
ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନଗଣ ଏହିପରି କହି ପାରନ୍ତି। ତୁମ୍ଭମାନେେ ଇଶ୍ରାୟେଲୀୟ ନକ୍ସ୍ଟହଁ। ଆମ୍ଭର ସନ୍ତାନଗଣ ହକ୍ସ୍ଟଏତ୍ କହିପାରିନ୍ତି, ' ଦେଖ! ଆମ୍ଭର ପୂର୍ବପୁରୁଷଗଣ ଆମ୍ଭମାନଙ୍କ ପାଇଁ ଏକ ୟଜ୍ଞବଦେୀ ନିର୍ମାଣ କରିଛନ୍ତି। ସହେି ୟଜ୍ଞବଦେୀ ଠିକ୍ ସଦାପ୍ରଭୁ ପରମେଶ୍ବରଙ୍କର ପବିତ୍ର ତକ୍ସ୍ଟମ୍ବୁ ସମ୍ମକ୍ସ୍ଟଖସ୍ଥିତ ତାଙ୍କ ୟଜ୍ଞବଦେୀ ପରି। ଏହି ୟଜ୍ଞବଦେୀ ହୋମ ଉତ୍ସର୍ଗ ପାଇଁ ବ୍ଯବହାର କରାୟାଏ ନାହିଁ। ଏହା କବଳେ ପ୍ରମାଣ ମାତ୍ର, ଯେ ଆମ୍ଭମାନେେ ମଧ୍ଯ ଇଶ୍ରାୟେଲର ଏକ ଅଂଶ।'
|
33 |
ଇଶ୍ରାୟେଲର ଲୋକମାନେ ଏକଥା ଶକ୍ସ୍ଟଣି ସନ୍ତକ୍ସ୍ଟଷ୍ଟ ହେଲେ। ସମାନେେ ବହକ୍ସ୍ଟତ ଖକ୍ସ୍ଟସି ହେଲେ ଏବଂ ସଦାପ୍ରଭୁଙ୍କୁ ମଧ୍ଯ ଧନ୍ଯବାଦ ଜଣାଇଲେ। ସମାନେେ ପକ୍ସ୍ଟନର୍ବାର ନିଷ୍ପତି ନେଲେ, ରକ୍ସ୍ଟବନ୍େ, ଗାଦ ଓ ମନଃଶିର ବଂଶ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ ନ କରିବା ପାଇଁ। ଏବଂ ସେ ସ୍ଥାନଙ୍କକ୍ସ୍ଟ ଧ୍ବଂସ କରିବା ପାଇଁ ଯେଉଁଠା ରେ ରକ୍ସ୍ଟବନ୍େ, ଗାଦ ଓ ମନଃଶିର ବଂଶର ଲୋକମାନେ ବାସ କରୁଛନ୍ତି।
|