2 |
ୟିରୁଶାଲମ ୟିବା ପାଇଁ ପରଲମଶ୍ବରସମାଲତ ପ୍ରକାଶ କରିଥିବାରୁ ମୁଁସସଠାକୁ ଯାଇଥିଲି। ବିଶ୍ବାସୀସଲାକମାନଙ୍କ ମଧିଅଲର ଥିବା ନଲତୃସ୍ଥାନୀୟସଲାକମାନଙ୍କ ପାଖକୁ ମୁଁ ଗଲି।ସଯଲତଲବଲଳ ଆମ୍ଲଭମାଲନ ଏକାନ୍ତସର ଥିଲୁ,ସସଲତଲବଲଳସସମାନଙ୍କୁ ମୁଁ ପ୍ରଚାର କରୁଥିବା ସୁସମାଚାର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଚାର ଶୁଣାଇ ସାରି ଥିଲି। ଏହାଦ୍ବାରା ମୁଁ ଇଚ୍ଛା କଲିସଯ, ମୁଁସଯଉଁ କାମ ପୂର୍ବରୁ କରି ସାରିଥିଲି ଓ ଏଲବ ଯାହା କରୁଛି,ସଯପରିସସ ସବୁ ବିଫଳ ନ ହୁଏ।
|
9 |
ଯାକୁବ, ପିତର ଓସଯାହନସନତା ରୂଲପ ପରିଗଣିତସହଉଥିଲଲ।ସସମାଲନସଦଖିଲଲସଯ, ପରଲମଶ୍ବରସମାଲତ ଏହି ବିଶଲଷ ଅନୁଗ୍ରହ ପ୍ରଦାନ କରିଛନ୍ତି।ସସଥିପାଇଁସସମାଲନ ବର୍ଣ୍ଣବବା ଓସମାଲତ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲଲ। ଯାକୁବ, ପିତର ଓସଯାହନ କହିଲଲ, "ପାଉଲ ଓ ବର୍ଣ୍ଣବବା, ତୁମ୍ଲଭମାଲନ ଅଣଯିହୂଦୀମାନଙ୍କ ପାଖକୁ ୟିବା କଥାସର ଆମ୍ଲଭମାଲନ ରାଜି ଅଛୁ। ମାତ୍ର ଆମ୍ଲଭମାଲନ ଯିହୂଦୀମାନଙ୍କ ପାଖକୁ ୟିବୁ।"
|
12 |
ସଯଲତଲବଲଳ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲଲ,ସସ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲଲ ଓ ସଂମ୍ପର୍କ ରଖିଥିଲଲ। ମାତ୍ରସଯଲତଲବଲଳ ଯାକୁବଙ୍କ ନିକଟରୁସକଲତକ ଯିହୂଦୀଲଲାକ ଆସିଲଲ,ସସମାଲନ ଆସିଲା ପଲର ପିତର ଅଣଯିହୂଦୀଲଲାକଙ୍କ ସହିତ ଖିଆପିଆ ବନ୍ଦ କରିସଦଲଲ, ଓସସମାନଙ୍କଠାରୁ ଦୂରସର ରହିଲଲ। ସୁନ୍ନତସହବା କଥାସର ବିଶ୍ବାସ କରୁଥିବାସଲାକମାନଙ୍କ ଭୟସର ପିତର ଏପରି ଆଚରଣ କଲଲ।
|
14 |
ଏହି ଯିହୂଦୀମାଲନ ଯାହାୟାହା କଲଲ, ମୁଁସଦଖିଲି।ସସମାଲନ ସୁସମାଚାର ସତ୍ଯର ପାଳନ କରୁ ନ ଥିଲଲ।ସତଣୁ ସମସ୍ତ ଅନ୍ୟ ଯିହୂଦୀମାଲନ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି : "ପିତର ! ତୁମ୍ଲଭ ଜଲଣ ଯିହୂଦୀ ! କିନ୍ତୁ ତୁମ୍ଲଭ ଜଲଣ ଯିହୂଦୀଙ୍କ ଭଳି ଜୀବନ ଯାପନ କରୁ ନାହଁ। ତୁମ୍ଲଭ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଲଭ ଅଣଯିହୂଦୀମାନଙ୍କୁ, ଯିହୂଦୀଲଲାକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ଯ କରୁଛ ?"
|
16 |
ଆମ୍ଲଭ ଜାଣୁସଯ ନିୟମପାଳନ ଦ୍ବାରାସକହି ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିବା ଦ୍ବାରା ଜଲଣ ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ।ସସଥିପାଇଁ ଆମ୍ଲଭ ପରଲମଶ୍ବରଙ୍କ ନିକଟଲର ଧାର୍ମିକସହବା ପାଇଁ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିଅଛୁ। ଆମ୍ଲଭ ନିୟମ ପାଳନ ପାଇଁ ନୁଲହଁ ବରଂ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ ରଖିଥିବାରୁ ପରଲମଶ୍ବରଙ୍କ ପ୍ରତି ଧାର୍ମିକସହାଇଛୁ। କଲବଳ ବ୍ଯବସ୍ଥା ପାଳନ ଦ୍ବାରାସକୗଣସିସଲାକ ଧାର୍ମିକସହାଇପାସର ନାହିଁ।
|