21 |
ଅତଏବ ବୁଝିବା ଦରକାର ଯେ, ପରମେଶ୍ବର ଅତି ଦୟାଳୁ, କିନ୍ତୁ ସେ ଅତି କଠାେର ମଧ୍ଯ ହାଇପୋରିବେ। ପରମେଶ୍ବରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେ ମାନେ ତାହାଙ୍କ ଅନୁଗ୍ର ରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷ ରେ ଯଦି ତୁମ୍ଭମାନେେ ତାହାଙ୍କୁ ଅନୁସରଣ ନ କର ତା' ହେଲେ ତୁମ୍ଭମାନେେ ମଧ୍ଯ କଟାଯାଇ ଫିଙ୍ଗି ଦିଆୟିବ।
|
24 |
ଭାଇ ଓ ଭଉଣୀମାନେ, ଏହି ନିଗୂଢ ସତ୍ଯ ବିଷୟ ରେ ତୁମ୍ଭମାନେେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଚା ହେଁ ନାହିଁ । ଏହି ସତ୍ଯ ତୁମ୍ଭମାନଙ୍କୁ ଜାଣିବା ରେ ସାହାୟ୍ଯ କରିବ ଯେ, ତୁମ୍ଭମାନେେ ସର୍ବଜ୍ଞ ନୁହଁ। ଏହି କଥା ସତ୍ଯ ଯେ, ଇଶ୍ରାୟେଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ଯ କରାଯାଇଛି। ଯେତବେେଳେ ପୂର୍ଣ ସଂଖ୍ଯକ ଅଣଯିହୂଦୀ ପରମେଶ୍ବରଙ୍କ ନିଜ ଲୋକ ହାଇେ ଯିବେ, ତା ହେଲେ ଏହି ସ୍ଥିତି ରେ ପରିବର୍ତ୍ତନ ଘଟିବ।
|