23 |
ତେଣୁ ସମାନେେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ଯା ରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ଯା ପର୍ୟ୍ଯନ୍ତ ମାଶାଙ୍କେ ବ୍ଯବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସମାନଙ୍କେୁ ବିଶ୍ବାସ କରାଇବା ପାଇଁ ଚେ଼ଷ୍ଟା କଲେ।
|
27 |
ହଁ, ଏଠା ରେ ଏହି ଲୋକମାନଙ୍କର ମନ କଠାେର ହାଇେ ଯାଇଛି। ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାଁନ୍ତି। ଏମାନେ ସତ୍ଯ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି। ନ ହେଲେ ହୁଏତ ସମାନେେ ସମାନଙ୍କେ ଆଖି ରେ ଦେଖି ପାରନ୍ତେ, କାନ ରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ। ଏହାଦ୍ବାରା, ସମାନେେ ମନ ଫରୋଇ ମାେ' ନିକଟକୁ ଆସନ୍ତେ ଓ ମୁଁ ସମାନଙ୍କେୁ ସୁସ୍ଥ କରନ୍ତି।' ୟିଶାଇୟ 6 :9-10
|