ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ମାଥିଉଲିଖିତ ସୁସମାଚାର 15:33
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
Notes
No Verse Added
History
ମାଥିଉଲିଖିତ ସୁସମାଚାର 15:33 (08 33 pm)
ଆମ ବିଷୟରେ
Contact Us
ମାଥିଉଲିଖିତ ସୁସମାଚାର 15:33
1
କେତକେ
ଫାରୂଶୀ
ଓ
ଯିହୂଦୀ
ଧର୍ମଶାସ୍ତ୍ରୀ
ଯୀରୁଶାଲମରୁ
ଯୀଶୁଙ୍କ
ନିକଟକୁ
ଆସି
ପଚାରିଲେ,
2
"ତୁମ୍ଭ
ଶିଷ୍ଯମାନେ
ପୂର୍ବପୁରୁଷଙ୍କ
ପ୍ରଦତ୍ତ
ନୀତିନିୟମଗୁଡିକୁ
କାହିଁକି
ମାନୁ
ନାହାଁନ୍ତି?
ତୁମ୍ଭ
ଶିଷ୍ଯମାନେ
ଖାଇବା
ପୂର୍ବରୁ
କାହିଁକି
ହାତ
ଧୋଉ
ନାହାଁନ୍ତି।"
3
ଯୀଶୁ
କହିଲେ,
"ତୁମ୍ଭେ
ନିଜର
ପରମ୍ପରାଗତ
ରୀତି
ନୀତି
ପାଳିବାକୁ
ଯାଇ
ପରମେଶ୍ବରଙ୍କ
ଆଦେଶ
କାହିଁକି
ଲଙ୍ଘନ
କରୁଛି?
4
ପରମେଶ୍ବର
କହିଛନ୍ତି:
'ତୁମ୍ଭେ
ପିତାମାତାଙ୍କୁ
ସମ୍ମାନ
ଦିଅ,
କିନ୍ତୁ
ଯେଉଁଲୋକ
ପିତାମାତାଙ୍କୁ
ଅପମାନିତ
କରେ,
ତାକୁ
ବଧ
କରାୟିବା
ଉଚିତ।'
5
କିନ୍ତୁ
ତୁମ୍ଭେ
ଯେଉଁଭଳି
ଶିକ୍ଷା
ଦେଉଛ,
ତା'ଫଳ
ରେ
ଜଣେ
ଲୋକ
ତାର
ପିତାମାତାଙ୍କୁ
କହି
ପାରିବ,
'ମୁଁ
ତୁମ୍ଭକୁ
ସାହାୟ୍ଯ
କରି
ପାରିବିନାହିଁ।
କାରଣ
ମାରଯାେରା
ସବୁ
ଅଛି
ସଗେୁଡିକୁ
ମୁଁ
ପରମେଶ୍ବହଙ୍କୁ
ଉତ୍ସର୍ଗ
କରିବି।'
6
ଏହିଭଳି
ତୁମ୍ଭେ
ସେ
ଲୋକଙ୍କୁ
ତା
ପିତାମାତାଙ୍କୁ
ସମ୍ମାନ
ନ
ଦବୋ
ପାଇଁ
ହିଁ
ଶିକ୍ଷା
ଦେଉଛ।
ଏହିପରି
ନିଜର
ପରମ୍ପରାଗତ
ନୀତିନିୟମଗୁଡିକୁ
ସମ୍ମାନ
ଦଇେଛି
ଓ
ପରମେଶ୍ବରଙ୍କ
ଆଦେଶକୁ
ଅବମାନନା
କରୁଛ।
7
ତୁମ୍ଭେ
ସବୁ
କପଟୀ।
ୟିଶାଇୟ
ତୁମ୍ଭମାନଙ୍କ
ବିଷୟ
ରେ
ଠିକ୍
ଭାବରେ
ଏହି
ଭବିଷ୍ଯଦ୍ବାଣୀ
କହିଥିଲେ।
8
ଏମାନେ
କବଳେ
ମୁହଁ
ରେ
ମାରେ
ଆଦର
କରନ୍ତି।
କିନ୍ତୁ
ସମାନଙ୍କେ
ମନକଥା
ମାଠାରୁେ
ବହୁତ
ଦୂର
ରେ
ରହିଥାଏ।
9
ସମାନେେ
ମାେତେ
ଯେଉଁ
ଉପାସନା
କରନ୍ତି,
ତାହା
ମୂଲ୍ଯହୀନ।
ସମାନେେ
ଯେଉଁ
ସବୁ
ବିଷୟ
ଶିକ୍ଷା
ଦିଅନ୍ତି
ତାହା
କବଳେ
ମଣିଷ
ତିଆରି
ବିଧିବିଧାନ।"'
ୟିଶାଇୟ
29
:13
10
ଯୀଶୁ
ସମବତେ
ହାଇେଥିବା
ଲୋକମାନଙ୍କୁ
ଡାକିଲେ।
ସେ
ସମାନଙ୍କେୁ
କହିଲେ,
"ମୁଁ
ଯାହା
କହୁଛି
ତାହା
ଶୁଣ
ଓ
ବୁଝ।
11
ମଣିଷ
ମୁହଁ
ଭିତରକୁ
ଯାଇଥିବା
ବିଷୟ
ୟୋଗୁ
ଅପବିତ୍ର
ହାଇଯୋଏ
ନାହିଁ
ବରଂ
ତାର
ମୁହଁରୁ
ବାହାରୁଥିବା
ବିଷୟ
ୟୋଗୁ
ସେ
ଅପବିତ୍ର
ହାଇେଥାଏ।"
12
ଯୀଶୁଙ୍କ
ଶିଷ୍ଯମାନେ
ତାହାଙ୍କ
ପାଖକୁ
ଆସି
ତାହାଙ୍କୁ
କହିଲେ,
"ଏସବୁ
କରିବା
ଫଳ
ରେ
ଫାରୂଶୀମାନେ
ତୁମ୍ଭ
ଉପରେ
ରାଗିଯାଇଅଛନ୍ତି
ବୋଲି
ତୁମ୍ଭେ
ଜାଣିଛ
ତ?"
13
ଯୀଶୁ
କହିଲେ,
"
ଯେଉଁ
ଚାରା
ମାରେ
ସ୍ବର୍ଗୀୟ
ପିତା
ନିଜେ
ଲଗଇେ
ନାହାଁନ୍ତି,
ସଗେୁଡିକୁ
ସମୂଳେ
ଉପାଡି
ଦିଆୟିବ।
14
ସମାନଙ୍କେୁ
ଛାଡି
ଦିଅ।
ସମାନେେ
ତ
ଅନ୍ଧମାନଙ୍କର
ଅନ୍ଧ
ନେତା।
ଯଦି
ଜଣେ
ଅନ୍ଧ
ଆଉ
ଗୋଟିଏ
ଅନ୍ଧକୁ
ରାସ୍ତା
ଦଖାେଏ,
ତବେେ
ଉଭୟ
ଖାତ
ଭିତ
ରେ
ଖସି
ପଡିବେ।"
15
ଏକଥା
ଶୁଣି
ପିତର
କହିଲେ,
"ଏହି
କାହାଣୀର
ଅର୍ଥ
ଆମ୍ଭକୁ
ବୁଝା
16
ଯୀଶୁ
କହିଲେ,
"ଏବେ
ବି
କ'2ଣ
ତୁମ୍ଭ
ବୁଝିବା
ରେ
ଅସୁବିଧା
ଅଛି?
17
ତୁମ୍ଭେ
କ'ଣ
ଜାଣିନ
ଯେ,
ଯେଉଁଖାଦ୍ୟ
ଜଣେ
ଲୋକର
ପାଟି
ଭିତରକୁ
ଯାଏ,
ତାହା
ପଟେ
ଭିତରକୁ
ଯାଏ
ଓ
ପରିଶଷେ
ରେ
ଦହରେୁ
ବାହାରିଯାଏ।
18
କିନ୍ତୁ
ଜଣେ
ଲୋକ
ଯେଉଁ
ମନ୍ଦ
କଥା
ପାଟି
ରେ
କ
ହେ,
ତାହା
ପ୍ରକୃତ
ରେ
ତା'ର
ମନ
ଭିତରୁ
ଆସିଥାଏ।
ଏହା
ଲୋକକୁ
ଅପବିତ୍ର
କରିଥାଏ।
19
କାରଣ
ଖରାପ
ଭାବନା,
ହତ୍ଯା,
ବ୍ଯଭିଚାର,
ୟୋନାଚାର,
ଚୋରୀ,
ମିଥ୍ଯାସାକ୍ଷ୍ଯ
ଓ
ନିନ୍ଦା
ଆଦି
ଖରାପ
ବିଷୟଗୁଡିକ
ପ୍ରଥମେ
ମଣିଷର
ମନ
ଭିତ
ରେ
ସୃଷ୍ଟି
ହୂଏ।
20
ଏଗୁଡିକ
ମଣିଷକୁ
ଅପବିତ୍ର
କରି
ଦିଅନ୍ତି।
କିନ୍ତୁ
ଖାଇବା
ପୂର୍ବରୁ
ହାତ
ନ
ଧୋଇବ
ଘଟଣା
ମଣିଷକୁ
ଅପବିତ୍ର
କରି
ପା
ରେ
ନାହିଁ।"
21
ଯୀଶୁ
ସେ
ସ୍ଥାନଛାଡି
ସୋର
ଓ
ସୀଦୋନ
ଅଞ୍ଚଳକୁ
ଚାଲିଗଲେ।
22
ସହେି
ଅଞ୍ଚଳର
ଜମେ
କିଣାନୀଯା
ସ୍ତ୍ରୀ
ଆସି
ବଡପାଟି
କରି
କହିଲା,
"
ହେ
ପ୍ରଭୁ!
ହେ
ଦାଉଦଙ୍କ
ପୁତ୍ର!
ମାେ
ପ୍ରତି
ଦୟା
କରନ୍ତୁ।
ମାେ
ଝିଅ
ଦହେ
ରେ
ଗୋଟିଏ
ଭୂତ
ପଶି
ରହିଛି।
ମାେ
ଝିଅ
ଭାରି
କଷ୍ଟ
ପାଉଛି।"
23
ଯୀଶୁ
ତାକୁ
ପଦେ
ହେଲେ
କିଛି
କହିଲେ
ନାହିଁ।
ତେଣୁ
ଶିଷ୍ଯମାନେ
ଯୀଶୁଙ୍କ
ନିକଟକୁ
ଆସିଲେ
ଓ
ଅନୁରୋଧ
କଲେ,
"
ସେ
ଆମ୍ଭ
ପେଛ
ପେଛ
ପାଟି
କରି
ଆସୁଛି।
ତାକୁ
ଚାଲି
ୟିବାକୁ
କହି
ଦିଅନ୍ତୁ।"
24
ଯୀଶୁ
କହିଲେ,
"ପରମେଶ୍ବର
ମାେତେ
କବଳେ
ଇଶ୍ରାୟେଲର
ହଜିଯାଇଥିବା
ଲୋକ(ଯିହୂଦୀ)ମାନଙ୍କ
ପାଇଁ
ପଠାଇଛନ୍ତି।"
25
ତା'ପରେ
ସେ
ସ୍ତ୍ରୀ
ଯୀଶୁଙ୍କ
ନିକଟକୁ
ପୁଣି
ଥରେ
ଆସିଲା।
ସେ
ଯୀଶୁଙ୍କୁ
ପ୍ରଣାମ
କରି
କହିଲା,
"
ହେ
ପ୍ରଭୁ!
ମାେତେ
ସାହାୟ୍ଯ
କରନ୍ତୁ।"
26
ଯୀଶୁ
କହିଲେ,
"ପିଲାମାନଙ୍କ
ଖାଦ୍ଯନଇେ
କୁକୁରଗୁଡିକୁ
ଦଇଦେବୋ
ଠିକ୍
କାମ
ହବେନାହିଁ।"
27
ସହେି
ସ୍ତ୍ରୀ
କହିଲା,
"ହଁ
ପ୍ରଭୁ,
ଏହା
ଠିକ୍
କଥା।
କିନ୍ତୁ
ସମାନଙ୍କେ
ମାଲିକମାନଙ୍କର
ଖାଇବା
ଟବେୁଲ
ଉପରୁ
ଖସି
ପଡୁଥିବା
ଖାଦ୍ୟ
କଣିକାସବୁ
କୁକୁରଗୁଡୁକ
ଖାଇଥାନ୍ତି।"
28
ତା'ପରେ
ଯୀଶୁ
କହିଲେ,
"
ହେ
ନାରୀ!
ତୁମ୍ଭର
ଗଭୀର
ବିଶ୍ବାସ
ରହିଛି।
ତୁମ୍ଭେ
ମାଠାରୁେ
ଯାହା
ଚାହିଁଛ,
ମୁଁ
ତାହା
କରି
ଦବେି।"
ଏହା
କହିବା
ମାତ୍
ରେ
ସହେି
ସ୍ତ୍ରୀର
ଝିଅଟି
ସଂମ୍ପୁର୍ଣ୍ଣ
ରୂପା
ଭଲ
ହାଇଗେଲା।
29
ତାପରେ
ଯୀଶୁ
ସେ
ସ୍ଥାନ
ଛାଡି
ଚାଲିଗଲେ
ଓ
ଗାଲୀଲୀ
ହ୍ରଦ
କୂଳ
ରେ
ଯାଇ
ପହନ୍ଚିଲେ।
ସେ
ଗୋଟିଏ
ପାହାଡ଼
ଉପରକୁ
ଯାଇ
ସଠାେରେ
ବସିଲେ।
30
ଅନକେ
ସଂଖ୍ଯା
ରେ
ଲୋକମାନେ
ତାହାଙ୍କ
ପାଖକୁ
ଆସିଲେ।
ସମାନେେ
ଅନକେ
ଅନ୍ଧ,
ମୂକ
ବଧିର,
େଛାଟା
ଅପାଙ୍ଗ
ଓ
ଅନ୍ୟ
ରୋଗୀମାନଙ୍କୁ
ଯୀଶୁଙ୍କ
ପାଖକୁ
ଆଣିଲେ।
ଯୀଶୁ
ସମାନଙ୍କେୁ
ସୁସ୍ଥ
କରି
ଦେଲେ।
31
ଲୋକେ
ଦେଖିଲେ
ଯେ,
ଯେଉଁ
ଲୋକ
କଥା
କହିପାରୁନଥିଲା
ସେ
କଥା
କହି
ପାରୁଛି,
ଅପଙ୍ଗ
ଲୋକେ
ପୁଣି
ସବଳ
ହାଇେଛନ୍ତି;
େଛାଟାମାନେ
ଚାଲି
ପାରୁଛନ୍ତି,
ଅନ୍ଧମାନେ
ପୁଣି
ଦେଖି
ପାରୁଛନ୍ତି,
ଏସବୁ
ଦେଖି
ସମାନେେ
ବହୁତ
ଆଶ୍ଚର୍ୟ୍ଯ
ହାଇଗେଲେ।
ସମାନେେ
ଇଶ୍ରାୟେଲର
ପରମେଶ୍ବରଙ୍କ
ମହିମା
ଗାନ
କଲେ।
32
ଯୀଶୁ
ତାହାଙ୍କର
ଶିଷ୍ଯମାନଙ୍କୁ
ଡାକି
କହିଲେ,
"ମୁଁ
ଏ
ଲୋକମାନଙ୍କ
ପାଇଁ
ବଡ଼
ଦୁଃଖିତ।
ସମାନେେ
ସୋ
ସାଙ୍ଗ
ରେ
ତିନି
ଦିନ
ହେଲା
ରହିଲଣେି।
କିନ୍ତୁ
ଏବେ
ସମାନଙ୍କେର
ଖାଇବାକୁ
କିଛି
ନାହିଁ।
ସମାନେେ
ଏଠାରୁ
ଭୋକିଲା
ଚାଲିୟିବାଟା
ମୁଁ
ଆଦୌ
ଚାହୁଁନି।
ସେସାନେ
ଘରକୁ
ଗଲା
ବେଳେ
ମୂର୍ଚ୍ଛା
ହାଇେ
ଯାଇ
ପାରନ୍ତି।"
33
ଯୀଶୁଙ୍କ
ଶିଷ୍ଯମାନେ
କହିଲେ,
"ଆମ୍ଭେ
ଏତେ
ଲୋକଙ୍କ
ପାଇଁ
ଏତେ
ଖାଦ୍ୟ
ଏଭଳି
ସ୍ଥାନ
ରେ
କେଉଁଠାରୁ
ପାଇବା?
ଆମ୍ଭେ
ନଗର
ଠାରୁ
ବହୁତ
ଦୂର
ରେ
ଅଛୁ।"
34
ଯୀଶୁ
ପଚାରିଲେ,
ତୁମ୍ଭ
ପାଖ
ରେ
କେତେ
ଖଣ୍ଡ
ରୋଟୀ
ଅଛି?"
35
ଯୀଶୁ
ଲୋକମାନଙ୍କୁ
ଭୂଇଁ
ଉପରେ
ବସିବାକୁ
କହିଲେ:
36
ସେ
ସାତଖଣ୍ଡ
ରୋଟୀ
ଓ
ମାଛତକ
ନେଲେ।
ତା'ପରେ
ସେ
ପରମେଶ୍ବରଙ୍କୁ
ଖାଦ୍ୟ
ପାଇଁ
ଧନ୍ଯବାଦ
ଦେଲେ।
ଯୀଶୁ
ସଗେୁଡିକୁ
େଛାଟ
େଛାଟ
ଖଣ୍ଡ
କଲେ
ଓ
ତାହାଙ୍କ
ଶିଷ୍ଯମାନଙ୍କୁ
ଦେଲେ।
ଶିଷ୍ଯମାନେ
ଲୋକମାନଙ୍କୁ
ଖାଦ୍ୟ
ବାଣ୍ଟିଲେ।
37
ସମସ୍ତେ
ଖାଇଲେ
ଓ
ସନ୍ତଷେ
ଲାଭ
କଲେ।
ତା'ପରେ
ଶିଷ୍ଯମାନେ
ବଳକା
ଖାଦ୍ୟକୁ
ସାତଟି
ଟୋକଇେ
ରେ
ଭର୍ତ୍ତି
କଲେ।
38
ସଠାେରେ
ପ୍ରାୟ
ଚ଼ାରି
ହାଜାର
ପୁରୁଷ
ଖାଇଥିଲେ।
ସମାନଙ୍କେ
ଛଡା
ସ୍ତ୍ରୀ
ଓ
ପିଲାମାନେ
ମଧ୍ଯ
ଖାଇଥିଲେ।
39
ସମାନେେ
ଖାଇ
ସାରିବା
ପରେ
ଯୀଶୁ
ସମାନଙ୍କେୁ
ଘରକୁ
ଫରେିୟିବା
ପାଇଁ
କହିଲେ।
ସମାନଙ୍କେୁ
ବିଦାୟ
କରିସାରି
ଯୀଶୁ
ଡ଼ଙ୍ଗା
ରେ
ବସି
ମଗ୍ଦାନ୍
ଅଞ୍ଚଳକୁ
ଗଲେ।
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References