5 |
ହେ ଶମରିଯା, ସଦାପ୍ରଭୁ ତୁମ୍ଭ ଦ୍ବାରା ପୂଜିତ ହେଉଥିବା ବାଛୁରୀ ମୂର୍ତ୍ତିକୁ ପ୍ରତ୍ଯାଖ୍ଯାନ କଲେ। ପରମେଶ୍ବର କହନ୍ତି, 'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପ ରେ ଅତ୍ଯନ୍ତ କୋର୍ଧାନ୍ବିତ।' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ତିତ ହବେେ। କେତକେ ଶ୍ରମିକ ସହେି ମୂର୍ତ୍ତି ନିର୍ମାଣ କରିଥିଲେ। ସମାନେେ କିନ୍ତୁ ଈଶ୍ବର ନୁହଁନ୍ତି। ଶମରିଯାର ବାଛୁରୀ ମୂର୍ତ୍ତିଗୁଡିକ ଖଣ୍ତ ବିଖଣ୍ତ ହାଇେ ଭାଙ୍ଗିୟିବ।
|