3 |
ତା'ପ ରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମାରେକେଶ ଧରିଲେ। ତା'ପ ରେ ପବନ ମାେତେ ଉଠାଇ ନଲୋ, ପୃଥିବୀ ଓ ଆକାଶର ମଧ୍ଯବର୍ତ୍ତୀ ସ୍ଥାନ ରେ ରଖି ଦଲୋ। ଏବଂ ପରମେଶ୍ବରଙ୍କର ଦର୍ଶନକ୍ରମେ ୟିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ବାର ନିକଟକୁ ମାେତେ ଆଣିଲେ। ସଠାେ ରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ବରଙ୍କର କୋରଧର କାରଣ ହେଲା।
|
17 |
ତା'ପ ରେ ପରମେଶ୍ବର ମାେତେ କହିଲେ, " ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହିସବୁ ଦେଖିଲ ? ଏହିପରି ଘୃଣ୍ଯ କର୍ମମାନ କରିବା କ'ଣ ଯିହୁଦାର ଭବିଷ୍ଯତ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ। ବାସ୍ତବ ରେ ସମାନେେ ଦେଶକୁ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କୋର୍ଧିତ କରି ରଖିଛନ୍ତି। ଆଉ ଦେଖ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦବୋ ପାଇଁ ସମାନେେ ନାସିକା ରେ ନାକଫୁଲ ପିନ୍ଧିଛନ୍ତି।
|