9 |
"ମାତ୍ର ନିରୂପିତ ପର୍ବଦିନମାନଙ୍କ ରେ ଯେତବେେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତବେେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ବାର ପଥଦଇେ ଆସିବ, ସେ ଦକ୍ଷିଣ ଦ୍ବାର ପଥଦଇେ ବାହାରି ୟିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ବାର ପଥ ଦଇେ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ବାର ପଥଦଇେ ବାହାରି ୟିବ। ମାତ୍ର କହେି ଯେଉଁ ଦ୍ବାର ଦଇେ ଆସିବେ ସହେି ଦ୍ବାର ଦଇେ ଫରେିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦଇେ ବାହାରି ୟିବ।
|
12 |
"ପୁଣି ଅଧିପତି ଯେତବେେଳେ ସ୍ବେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଅବା ମଙ୍ଗଳାର୍ଥକ ବଳି ସ୍ବେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତବେେଳେ ତାଙ୍କ ପାଇଁ ପୂର୍ବଦ୍ବାର ଫିଟାୟିବ। ଏବଂ ସେ ବିଶ୍ରାମ ଦିନ ରେ ଯେପରି କରନ୍ତି ସହେିପରି ଆପଣା ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା'ପ ରେ ସେ ବାହାରି ଯିବେ ଓ ବାହାରି ଗଲାପ ରେ ଦ୍ବାର ବନ୍ଦ କରାୟିବ।
|