13 |
"କିନ୍ତୁ ଇଶ୍ରାୟେଲର ପୁତ୍ରଗଣ ମରୁଭୂମିରେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପଥରେ ଚାଲିଲେ ନାହିଁ ଓ ମାରେ ବ୍ଯବସ୍ଥା ସକଳ ଅଗ୍ରାହ୍ଯ କଲେ। ଯାହାକୁ ଯଦି ଜଣେ ମନୁଷ୍ଯ ଅନୁସରଣ କରେ, ତବେେ ସେ ବଞ୍ଚିବ। ଏବଂ ସମାନେେ ମାରେ ବିଶ୍ରାମଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ମାରେ କୋରଧ ଢ଼ାଳି ଦବେି ଓ ସମାନଙ୍କେୁ ବିନାଶ କରିବି।
|
21 |
କିନ୍ତୁ ଇଶ୍ରାୟେଲର ଲୋକମାନେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପାଳନ କଲେ ନାହିଁ କିମ୍ବା ମାରେ ବ୍ଯବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କହେି ମାରେ ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସମାନେେ ମାରେ ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମାରେ କୋରଧ ସମାନଙ୍କେ ଉପ ରେ ଢ଼ାଳି ଦବେି ଏବଂ ପୁରାମାତ୍ରା ରେ ମାରେ କୋପ ସମାନଙ୍କେ ବିରୁଦ୍ଧ ରେ ପ୍ରକାଶ କରିବି।
|