2 |
" ହେ ମନୁଷ୍ଯ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧିଅରେ ବାସ କରୁଅଛ। ସମାନଙ୍କେର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସମାନଙ୍କେ ପାଇଁ କରିଛୁ, ସମାନେେ ଦେଖି ପାରନ୍ତି ନାହିଁ। ସମାନଙ୍କେର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସମାନେେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସମାନେେ ବିଦ୍ରୋହୀ ବଂଶ।
|