58 |
ପୁଣି ସୈନ୍ଯାଧିପତି ସଦାପ୍ରଭୁ ଏହି କଥା କହନ୍ତି, "ବାବିଲର ପ୍ରଶସ୍ତ ସୁଦୃଢ଼ ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ ହବେ ଓ ତାହାର ଉଚ୍ଚ ଦ୍ବାରସବୁ ଅଗ୍ନି ରେ ଦଗ୍ଧ ହବେ। ବାବିଲର ଲୋକମାନେ କଠିନ ପରିଶ୍ରମ କରିବେ ଓ ନଗରକୁ ରକ୍ଷା କରିବାକୁ କ୍ଲାନ୍ତ ହବେେ। ମାତ୍ର ତାହା କିଛି ସାହାୟ୍ଯ କରିବ ନାହିଁ। ସମାନେେ ସହେି ଅଗ୍ନି ଶିଖା ରେ ଜାଳଣେି ସ୍ବରୂପ ଦଗ୍ଧ ହବେେ।"
|