29 |
"ବାବିଲ ବିରୁଦ୍ଧ ରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁ ରେ ଗୁଣ ଦବୋକୁ ଏକତ୍ରୀତ କର। ତାହା ବିରୁଦ୍ଧ ରେ ଚାରିଆଡ଼େ ଏକତ୍ରୀତ ହୁଅ। ତାହା ବିରୁଦ୍ଧ ରେ ଚାରିଆଡ଼େ ଛାଉଣୀ ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସା ରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା' ପ୍ରତି ସହେିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଓ ଇଶ୍ରାୟେଲର ଧର୍ମସ୍ବରୂପ ବିରୁଦ୍ଧ ରେ ନିଷ୍ଠୁର ହାଇେଅଛ।
|
44 |
ପୁଣି ସଦାପ୍ରଭୁ କହନ୍ତି, "ପୁଣି ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣଭୂମିରେ ଥିବା ସହେିମାନଙ୍କୁ ଭୟ ଦବୋ ପାଇଁ ଆସିବା ପରି ଆମ୍ଭେ ସମାନଙ୍କେୁ ହଠାତ୍, ସମାନଙ୍କେ ଦେଶରୁ ତଡ଼ିଦବୋ। କାହାକୁ ଆମ୍ଭେ ଏଠା ରେ ନିୟୁକ୍ତ କରିବା, କାରଣ ମାେ ପରି କହେି ନୁହଁନ୍ତି ? ସଠାେ ରେ ଆମ୍ଭକୁ ପ୍ରତି ରୋଧ କରିବା ପାଇଁ କିଏ ଅଛନ୍ତି ? ଆମ୍ଭ ସମ୍ମୁଖ ରେ ଠିଆ ହେଲାପରି ପାଳକ କିଏ ଅଛନ୍ତି ?"
|