ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଯିରିମିୟ 49:26
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
Notes
No Verse Added
History
ଯିରିମିୟ 49:26 (05 22 am)
ଆମ ବିଷୟରେ
Contact Us
ଯିରିମିୟ 49:26
1
ଅମ୍
ନୋନ
ସନ୍ତାନଗଣ
ବିଷଯ
ରେ
ସଦାପ୍ରଭୁ
ଏହି
କଥା
କହନ୍ତି,
"
ହେ
ଅମ୍
ନୋନୀଯ
ସନ୍ତାନଗଣ,
ତୁମ୍ଭମାନେେ
କ'ଣ
ଭାବୁଛ
ଇଶ୍ରାୟେଲର
ପୁତ୍ର
ନାହିଁ
?
ତାହାର
ଉତ୍ତରାଧିକାରୀ
କ'ଣ
କହେି
ନାହାଁନ୍ତି
?
ତବେେ
ମିଲକମ୍
କାହିଁକି
ଗାଦର
ଭୂମି
ଅଧିକାର
କରୁଅଛି
ଓ
ତାହାର
ଲୋକମାନେ
ତହିଁରେ
ନଗର
ସମୂହ
ରେ
ବାସ
କରୁଅଛନ୍ତି
?"
2
ଆଉ
ସଦାପ୍ରଭୁ
କହନ୍ତି,
"ସମୟ
ଆସିବ
ଯେତବେେଳେ
ଅମ୍ମାନରେ
ରବ୍ବା
ନଗର
ବିରୁଦ୍ଧ
ରେ
ୟୁଦ୍ଧର
ଧ୍ବନି
ଶୁଣାୟିବ।
ରବ୍ବା
ଧ୍ବଂସ
ପାଇବ
ଓ
ତାହା
ଏକ
ଜନଶୂନ୍ଯ
ଢ଼ିପି
ହବେ।
ତା'ର
ଚତୁର୍ଦ୍ଦିଗସ୍ଥ
ନଗରଗୁଡ଼ିକ
ଅଗ୍ନି
ରେ
ଦଗ୍ଧିଭୂତ
ହବେ।
ଯେଉଁମାନେ
ଇଶ୍ରାୟେଲ
ଉପ
ରେ
ଅଧିକାର
କରିଥିଲେ,
ଇଶ୍ରାୟେଲ
ସମାନଙ୍କେ
ଉପ
ରେ
ଅଧିକାର
କରିବ।
ଏହା
ସଦାପ୍ରଭୁ
କହନ୍ତି।"
3
"
ହେ
ହିଶବୋନ
ନିବାସୀଗଣ,
ତୁମ୍ଭମାନେେ
ଚିତ୍କାର
କର।
କାରଣ
ଅଯ
ଧ୍ବଂସ
ପାଇଲା।
ହେ
ରବ୍ବାର
କନ୍ଯାଗଣ,
ଚିତ୍କାର
କର।
ଚଟବସ୍ତ୍ର
ପରିଧାନ
କରି
ବିଳାପ
କର
ଓ
ପ୍ରାଚୀର
ମଧିଅରେ
ଏଣେ
ତଣେେ
ଦୌଡ଼,
କାରଣ
ମିଲକମର
ଯାଜକଗଣ
ଓ
ଅଧିପତିଗଣ
ଏକତ୍ର
ହାଇେ
ନିର୍ବାସନକୁ
ଯିବେ।
4
ତୁମ୍ଭମାନେେ
ତୁମ୍ଭମାନଙ୍କର
ଶକ୍ତି
ଓ
ଧନ
ସଦ
ଉପ
ରେ
ଦର୍ପ
କରୁଅଛ।
ଏଥିପାଇଁ
ତୁମ୍ଭମାନେେ
କହୁଅଛ
ଆମ୍ଭମାନଙ୍କ
ପାଖକୁ
କହେି
ଆସିବେ
ନାହିଁ।"
5
କିନ୍ତୁ
ସୈନ୍ଯାଧିପତି
ସଦାପ୍ରଭୁ
କହନ୍ତି,
"
ଦେଖ,
ଆମ୍ଭେ
ଚତୁର୍ଦ୍ଦିଗରୁ
ତୁମ୍ଭମାନଙ୍କ
ବିପକ୍ଷ
ରେ
ଭୟ
ଆଣିବା।
ତୁମ୍ଭମାନେେ
ଏଣତେଣେେ
ଧାବିତ
ହବେ,
ମାତ୍ର
ତୁମ୍ଭମାନଙ୍କୁ
ଏକତ୍ରୀତ
କରିବାକୁ
କହେି
ନ
ଥିବେ।"
6
ସଦାପ୍ରଭୁ
କହନ୍ତି,
"ଅମ୍ନୋନୀଯ
ସନ୍ତାନଗଣ
ବନ୍ଦୀ
ହାଇେ
ନିଆଯିବେ,
ମାତ୍ର
ସମୟ
ଆସିବ,
ଆମ୍ଭେ
ପୁନର୍ବାର
ସମାନଙ୍କେୁ
ବନ୍ଦୀତ୍ବ
ଅବସ୍ଥାରୁ
ଫରୋଇ
ଆଣିବା।"
7
ସୈନ୍ଯାଧିପତି
ସଦାପ୍ରଭୁ
ଇଦୋମ
ବିଷଯ
ରେ
ଏହି
କଥା
କହନ୍ତି,
"ତୈମନ
ରେ
ଆଉ
କ'ଣ
ଜ୍ଞାନ
ନାହିଁ
?
8
ହେ
ଦଦାନ୍
ନିବାସୀଗଣ,
ତୁମ୍ଭମାନେେ
ପଳାଅ।
ମୁଖ
ଫରୋଅ,
ଗଭୀର
ସ୍ଥାନ
ରେ
ବାସ
କର।
କାରଣ
ଆମ୍ଭେ
ଏଷୌରକୁ
ତା'ର
ଦୁଷ୍କର୍ମ
ଲାଗି
ଦଣ୍ଡ
ଦବୋ।
9
"ଦ୍ରାକ୍ଷାଫଳ
ସଂଗ୍ରହକାରୀମାନେ
ଦ୍ରାକ୍ଷାଫଳ
ସଂଗ୍ରହ
କଲା
ବେଳେ
କିଛି
ଫଳ
ଗଛ
ରେ
ଛାଡ଼ିଥାନ୍ତି।
ଯଦି
ଚୋରମାନେ
ରାତ୍ରି
ରେ
ଆସନ୍ତି,
ତବେେ
ସମାନେେ
ସମସ୍ତ
ନଇେପାରନ୍ତି
ନାହିଁ।
10
କିନ୍ତୁ
ଆମ୍ଭ
ସକାେଶ
ଏଷୌକୁ
ଶୂନ୍ଯ
କଲୁ
ଏବଂ
ତା'ର
ଗୁପ୍ତସ୍ଥାନ
ସବୁ
ପ୍ରକାଶକୁ
ଆଣିଲୁ।
ସେ
ଆପଣାକୁ
ଲୁଚାଇ
ରଖିପାରିବ
ନାହିଁ।
ତା'ର
ସନ୍ତାନଗଣ
ବିନଷ୍ଟ
ହବେେ
ଏବଂ
ଭ୍ରାତୃଗଣ
ଓ
ତାହାର
ପ୍ରତିବେଶୀଗଣ
ସଠାେ
ରେ
ରହିବେ
ନାହିଁ।
11
ତୁମ୍ଭେ
ଅନାଥମାନଙ୍କ
ବିଷଯ
ରେ
ବ୍ଯସ୍ତ
ହୁଅ
ନାହିଁ।
ଆମ୍ଭେ
ସମାନଙ୍କେୁ
ଜୀବିତ
ରଖିବା।
ତୁମ୍ଭମାନଙ୍କର
ବିଧବାମାନେ
ଆମ୍ଭ
ଉପ
ରେ
ନିର୍ଭର
କରିବେ।"
12
ମାତ୍ର
ସଦାପ୍ରଭୁ
କହନ୍ତି,
"
ଦେଖ,
ଯେଉଁମାନଙ୍କର
ସହେି
ପାତ୍ର
ରେ
ପାନ
କରିବାର
ନାହିଁ,
ସମାନେେ
ତହିଁରେ
ପାନ
କରିବେ।
କିନ୍ତୁ
ଇଦୋମ,
ତୁମ୍ଭେ
ପାନ
କରିବାର
ଯୋଗ୍ଯ
ଓ
ତୁମ୍ଭେ
ନିଶ୍ଚିତ
ପାନ
କରିବ।
ତୁମ୍ଭେ
ସର୍ବତୋଭାବେ
ଦଣ୍ଡିତ
ହବେ।
ତୁମ୍ଭେ
ଦଣ୍ଡରୁ
କବେେ
ରକ୍ଷା
ପାଇବ
ନାହିଁ।"
13
ଆଉ
ସଦାପ୍ରଭୁ
କହନ୍ତି,
"ଆମ୍ଭେ
ନିଜ
ନାମ
ରେ
ଶପଥ
କରିଅଛୁ,
ବସ୍ରା
ଧ୍ବଂସ
ପାଇବ।
ସହେି
ନଗର
ଏକ
ପ୍ରସ୍ତର
ଗଦା
ରେ
ପରିଣତ
ହବେ।
ତାହା
ଅନ୍ୟ
ଦୃଷ୍ଟି
ରେ
ବିସ୍ମଯ
ଓ
ନିନ୍ଦାର
ପାତ୍ର
ହବେ।
ସହେି
ନଗରଗୁଡ଼ିକ
ଚିରକାଳ
ଧ୍ବଂସସ୍ଥାନ
ହବେ।"
14
ମୁଁ
ସାଦପ୍ରଭୁଙ୍କଠାରୁ
ସମ୍ବାଦ
ଶୁଣିଅଛି
;
ପୁଣି
ଗୋଷ୍ଠୀଗଣ
ମଧିଅରେ
ଏହି
କଥା
କହିବା
ପାଇଁ
ଜଣେ
ଦୂତ
ପ୍
ରରେିତ
ହାଇେଅଛି।
ଯଥା
:
"ତୁମ୍ଭେ
ଏକତ୍ରୀତ
ହାଇେ
ତାହା
ବିରୁଦ୍ଧ
ରେ
ଆସ,
ଇଦୋମ
ବିରୁଦ୍ଧ
ରେ
ୟୁଦ୍ଧ
ପାଇଁ
ଅଗ୍ରସର
ହୁଅ।
15
"ଆଉ
ଦେଖ,
ଆମ୍ଭେ
ତୁମ୍ଭକୁ
ଗୋଷ୍ଠୀଗଣ
ମଧିଅରେ
କ୍ଷୁଦ୍ର
ଓ
ମନୁଷ୍ଯମାନଙ୍କ
ମଧିଅରେ
ଘୃଣା
ଯୋଗ୍ଯ
କରିଅଛୁ।
16
ହେ
ଇଦୋମ୍,
ତୁମ୍ଭେ
ଅନ୍ୟ
ଗୋଷ୍ଠୀଗଣ
ମଧିଅରେ
ନିଜକୁ
ମହାନ୍
ଭାବିଛ।
ତୁମ୍ଭର
ଗର୍ବ
ତୁମ୍ଭକୁ
ପ୍ରବଞ୍ଚନା
କରିଛି।
ତୁମ୍ଭେ
ଚତୁର୍ଦ୍ଦିଗସ୍ଥ
ପର୍ବତଶୃଙ୍ଗ
ମଧିଅରେ
ଓ
ଉଚ୍ଚ
ସ୍ଥାନ
ରେ
ରହି
ନିଜକୁ
ନିରାପଦ
ମନେ
କରିଛ।
ମାତ୍ର
ତୁମ୍ଭେ
ଉତ୍କ୍ରୋଶ
ପକ୍ଷୀପରି
ଉଚ୍ଚ
ସ୍ଥାନ
ରେ
ବାସ
କଲେ
ମଧ୍ଯ
ମୁଁ
ତୁମ୍ଭକୁ
ସଠାରୁେ
ତଳକୁ
ଓହ୍ଲାଇ
ଆଣିବି।"
ଏହା
ସଦାପ୍ରଭୁ
କହନ୍ତି।
17
"ଇଦୋମ
ଧ୍ବଂସ
ହବେ
ଓ
ଅନ୍ୟମାନଙ୍କ
ନିକଟରେ
ବିସ୍ମଯର
ପାତ୍ର
ହବେ।
ତାହା
ନିକଟ
ଦଇେ
ଗମନକାରୀ
ବିସ୍ମିତ
ହବେେ
ଓ
ତା'ର
ଦୂରାବସ୍ଥା
ଦେଖି
ଶୀସ୍
ଶବ୍ଦ
କରିବେ।
18
ସଦୋମ
ଓ
ହ
ମାରୋର
ଏବଂ
ନିକଟସ୍ଥ
ନଗରୀ
ଉତ୍ପାଟିତ
ହେଲାପରି
ତୁମ୍ଭର
ମଧ୍ଯ
ହବେ।
କୌଣସି
ଲୋକ
ସଠାେ
ରେ
ବାସ
କରିବ
ନାହିଁ
କିଅବା
କୌଣସି
ଶିଶୁ
ସଠାେ
ରେ
ଜନ୍ମ
ହବେ
ନାହିଁ।"
19
"ଏବଂ
ୟର୍ଦ୍ଦନର
ଘଞ୍ଚ
ବୁଦାରୁ
ଏକ
ସିଂହ
ଚିରସ୍ଥାଯୀ
ଚାରଣ
ଭୂମିରେ
ଥିବା
ସହେିମାନଙ୍କୁ
ଦୂରକରି
ଦବୋ
ପାଇଁ
ଆସିବା
ପରି,
ଆମ୍ଭେ
ହଠାତ୍
ସମାନଙ୍କେ
ସ୍ଥାନରୁ
ଇଦୋମକୁ
ଅନୁଧାବନ
କରିବା।
ଆଉ
ଆମ୍ଭର
ମନୋନୀତ
ଲୋକ
ତାହା
ଉପ
ରେ
ଶାସନ
କରିବା
ପାଇଁ
ଆମ୍ଭେ
ନିୟୁକ୍ତ
କରିବା।
କାରଣ
ମାେ
ପରି
କିଏ
ଅଛି
?
ଏପରି
ପାଳକ
କହେି
ଅଛି,
ୟିଏ
କି
ଆମ୍ଭ
ସମ୍ମୁଖ
ରେ
ଠିଆ
ହବେ
?"
20
ତେଣୁ
ସଦାପ୍ରଭୁ
ଇଦୋମ
ବିରୁଦ୍ଧ
ରେ
ଯେଉଁ
ମନ୍ତ୍ରଣା
ଓ
ତୈମନ
ନିବାସୀମାନଙ୍କ
ବିରୁଦ୍ଧ
ରେ
ଯେଉଁ
ସଂକଳ୍ପ
କରିଅଛନ୍ତି,
ତାହା
ଶୁଣ।
ଶତ୍ରୁମାନେ
ନିଶ୍ଚଯ
ସମାନଙ୍କେୁ
ଓ
ପଲର
ଛୁଆମାନଙ୍କୁ
ଟାଣି
ନଇେଯିବେ।
ଯାହା
ଘଟିଗଲା
ପ୍ରେତ୍ୟକକ
ବ୍ଯକ୍ତି
ସେଥି
ରେ
ଚକିତ
ହାଇଯେିବେ।
21
ଇଦୋମର
ପତନ
ଶବ୍ଦ
ରେ
ପୃଥିବୀ
କମ୍ପିତ
ହେଉଅଛି।
ସମାନଙ୍କେର
କ୍ରନ୍ଦନ
ଶବ୍ଦ
ଲୋହିତ
ସାଗର
ପର୍ୟ୍ଯନ୍ତ
ଶୁଣାଯାଉଛି।
22
ସେ
ସମୟରେ
ଏକ
ପକ୍ଷୀ
ଉଡ଼ି
ଉଡ଼ି
ଆସିବ,
ଆଉ
ବସ୍ରା
ଉପ
ରେ
ଆପଣା
ପକ୍ଷ
ବିସ୍ତାର
କରିବ।
ସେତବେେଳେ
ଇଦୋମର
ବୀର
ସୈନିକଗଣ
ଭୟଭୀତ
ହବେେ
ଓ
ପ୍ରସବକାଳୀନ
ବଦନୋଗ୍ରସ୍ତା
ସ୍ତ୍ରୀ
ପରି
ୟନ୍ତ୍ରଣା
ରେ
କ୍ରନ୍ଦନ
କରିବେ।
23
ଦମ୍ମେଶକ
ପାଇଁ
ଏହି
ବାର୍ତ୍ତା,
24
ଦମ୍ମେଶକ
ଦୁର୍ବଳ
ହାଇେଅଛି।
ଏହା
ରକ୍ଷା
ପାଇବା
ପାଇଁ
ଆଶା
କରୁଛି।
ସମାନଙ୍କେୁ
ଭୟ
ଆକ୍ରାନ୍ତ
କରିଅଛି,
ପ୍ରସବକାଳୀନ
ତୀବ୍ର
ବଦନୋଗ୍ରସ୍ତ
ସ୍ତ୍ରୀ
ପରି
ସମାନେେ
ଦୁଃଖ
ଓ
ୟନ୍ତ୍ରଣା
ଅନୁଭବ
କରୁଛନ୍ତି।
25
"ସୁଖମଯ
ଓ
'ଆନନ୍ଦଦାୟକ'
ଦମ୍ମେଶକ
ନଗର
କିପରି
ପରିତ୍ଯକ୍ତ
ହାଇେଛି।
26
ତେଣୁ
ସୈନ୍ଯାଧିପତି
ସଦାପ୍ରଭୁ
କହନ୍ତି,
ସହେି
ସମୟରେ
ତାହାର
ୟୁବକଗଣ
ତାହାର
ଛକରେ
ମୃତ
ହାଇେ
ପତିତ
ହବେେ।
ଆଉ
ସମସ୍ତ
ଯୋଦ୍ଧା
ମୃତ୍ଯୁବରଣ
କରିବେ।"
27
"ପୁଣି
ଆମ୍ଭେ
ଦମ୍ମେଶକର
ପ୍ରାଚୀର
ରେ
ଅଗ୍ନି
ଲଗାଇବା
ଓ
ତାହା
ବିନ୍ହଦର
ସୁଦୃଢ଼
ଅଟ୍ଟାଳିକାସବୁ
ଗ୍ରାସ
କରିବ।"
28
ବାବିଲର
ରାଜା
ନବୁଖଦନିତ୍ସର
ଦ୍ବାରା
ପରାଜିତ
କଦେଶର
ଓ
ହାତ୍ସୋରର
ରାଜା
ସମୂହ
ବିଷଯ
ରେ
ଏହି
ବାର୍ତ୍ତା।
29
ଲୋକମାନେ
ସମାନଙ୍କେର
ତମ୍ବୁ
ଓ
ପଶୁପଲକୁ
ନଇେଯିବେ।
ସମାନଙ୍କେର
ୟବନିକା,
ସମାନଙ୍କେର
ୟାବତୀଯ
ପାତ୍ର
ଓ
ଓଟ
ପଲକୁ
ସମାନେେ
ନିଜ
ପାଇଁ
ନଇେଯିବେ।
ଆଉ
'
ସମାନଙ୍କେ
ଚତୁର୍ଦ୍ଦିଗ
ରେ
ଆଶଙ୍କା
ବୋଲି'
ସମାନେେ
ଉଚ୍ଚସ୍ବର
ରେ
କହିବେ।
30
ସଦାପ୍ରଭୁ
କହନ୍ତି,
ହେ
ହାତ୍ସୋର
ନିବାସୀଗଣ,
ପଳାଯନ
କର।
ନିରାପଦ
ସ୍ଥାନ
ରେ
ଲୁଚି
ରୁହ।"
କାରଣ
"ବାବିଲର
ରାଜା
ନବୂଖଦନିତ୍ସର
ତୁମ୍ଭମାନଙ୍କ
ବିରୁଦ୍ଧ
ରେ
ମନ୍ତ୍ରଣା
କରିଅଛ।
ସେ
ତୁମ୍ଭମାନଙ୍କ
ବିରୁଦ୍ଧ
ରେ
ୟୁଦ୍ଧ
ପାଇଁ
ସଂକଳ୍ପ
କରିଅଛି।
31
"ସଦାପ୍ରଭୁ
କହନ୍ତି,
ଯେଉଁ
ଦେଶ
କବାଟ
ବିହୀନ
ଓ
ହୁଡ଼ୁକା
ନ
ଥିବା
ସ୍ଥାନ
ରେ
ରହି
ନିଜକୁ
ନିରାପଦ
ମନେ
କରୁଛନ୍ତି,
'
ସହେିମାନଙ୍କୁ
ଆକ୍ରମଣ
କର।'
32
ଶତ୍ରୁଗଣ
ସମାନଙ୍କେର
ଓଟଗୁଡ଼ିକୁ
ନଇେଯିବେ।
ସମାନଙ୍କେର
ଅପାର
ପଶୁପଲ
ଲୁଣ୍ଠିତ
ହବେେ।
ପୁଣି
ଯେଉଁମାନେ
ଆପଣା
ଆପଣା
କେଶର
କଣ
କାଟନ୍ତି,
ସମାନଙ୍କେୁ
ଆମ୍ଭେ
ଚତୁର୍ଦ୍ଦିଗକୁ
ଛିନ୍ନଭିନ୍ନ
କରିବା
ଓ
ସମାନଙ୍କେ
ନିକଟକୁ
ଚାରିଆଡ଼ୁ
ବିପଦ
ଆଣିବା।"
ଏହା
ସଦାପ୍ରଭୁ
କହନ୍ତି।
33
"ହାତ୍ସୋର
ଶୃଗାଳମାନଙ୍କର
ବାସସ୍ଥାନ
ହବେ।
କୌଣସି
ଲୋକ
ସଠାେ
ରେ
ବାସ
କରିବେ
ନାହିଁ,
କିଅବା
କୌଣସି
ମନୁଷ୍ଯ
ସନ୍ତାନ
ତା'
ମଧିଅରେ
ପ୍ରବାସ
କରିବେ
ନାହିଁ।
ତାହା
ଚିରକାଳ
ନିର୍ଜନ
ସ୍ଥାନ
ହାଇେ
ରହିବ।"
34
ଯିହୁଦାର
ରାଜା
ସିଦିକିଯର
ରାଜତ୍ବର
ଆରମ୍ଭ
ସମୟରେ
ଏଲମ
ବିଷଯ
ରେ
ସଦାପ୍ରଭୁଙ୍କର
ଏହି
ବାକ୍ଯ
ଯିରିମିୟ
ଭବିଷ୍ଯଦବକ୍ତାଙ୍କ
ନିକଟରେ
ଉପସ୍ଥିତ
ହେଲା।
35
ସୈନ୍ଯାଧିପତି
ସଦାପ୍ରଭୁ
କହନ୍ତି,
"ଆମ୍ଭେ
ଏଲମର
ସବୁଠାରୁ
ଶକ୍ତିଶାଳୀ
ଅସ୍ତ୍ର
ଧନୁକୁ
ଭାଙ୍ଗି
ପକାଇବା।
36
ଆମ୍ଭେ
ଆକାଶର
ଚତୁର୍ଦ୍ଦିଗରୁ
ଚାରି
ବାଯୁକୁ
ଏଲମ
ବିରୁଦ୍ଧ
ରେ
ପ୍ରବାହିତ
କରାଇବା।
ଆଉ
ସହେିସବୁ
ବାଯୁ
ଏଲମକୁ
ପୃଥିବୀର
ଚାରିଆଡ଼େ
ଛିନ୍ନଭିନ୍ନ
କରିବ।
ପୃଥିବୀର
ଏପରି
ଦେଶ
ନ
ଥିବ
ଯେଉଁଠାକୁ
ଏଲମର
ପଳାତକ
ୟାଇ
ନ
ଥିବେ।
37
ପୁଣି
ଆମ୍ଭେ
ଏଲମର
ଲୋକମାନଙ୍କୁ
ସମାନଙ୍କେର
ଶତ୍ରୁଗଣ
ସମ୍ମୁଖ
ରେ
ଓ
ସମାନଙ୍କେର
ପ୍ରାଣନାଶକାରୀଙ୍କ
ସମ୍ମୁଖ
ରେ
ବିନାଶ
କରିବା।"
ସଦାପ୍ରଭୁ
କହନ୍ତି,
"ଆମ୍ଭେ
ସମାନଙ୍କେ
ଉପ
ରେ
ଆମ୍ଭର
ପ୍ରଚଣ୍ଡ
କୋରଧ
ଘଟାଇବା
ଓ
ସମାନଙ୍କେୁ
ନିଃଶଷେ
କରିବା
ପର୍ୟ୍ଯନ୍ତ
ସମାନଙ୍କେ
ପଛ
ରେ
ଏକ
ଖଡ୍ଗ
ପଠାଇବା।
38
ପୁଣି
ସଦାପ୍ରଭୁ
କହନ୍ତି,
ଆମ୍ଭେ
ଏଲମ
ରେ
ଆମ୍ଭର
ସିଂହାସନ
ସ୍ଥାପନ
କରିବା
ଓ
ସେ
ସ୍ଥାନରୁ
ରାଜାକୁ
ଓ
ଅଧିପତିମାନଙ୍କୁ
ଉଚ୍ଛନ୍ନ
କରାଇବା।"
39
ମାତ୍ର
ସଦାପ୍ରଭୁ
କହନ୍ତି,
"ଆମ୍ଭେ
ଶଷେ
କାଳ
ରେ
ଏଲମକୁ
ବନ୍ଦୀତ୍ବାବସ୍ଥାରୁ
ଫରୋଇ
ଆଣିବା।"
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References