ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଯିରିମିୟ 46:18
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
Notes
No Verse Added
History
ଯିରିମିୟ 46:18 (11 06 am)
ଆମ ବିଷୟରେ
Contact Us
ଯିରିମିୟ 46:18
1
ବିଭିନ୍ନ
ଗୋଷ୍ଠୀଗଣ
ବିଷଯ
ରେ
ସଦାପ୍ରଭୁଙ୍କର
ଏହିସବୁ
ବାକ୍ଯ
ଯିରିମିୟଙ୍କ
ନିକଟରେ
ଉପସ୍ଥିତ
ହେଲା।
2
ମିଶର
ଦେଶ
ସମ୍ବନ୍ଧ
ରେ
ଏହି
ବାର୍ତ୍ତା।
ଯୋଶିୟଯର
ପୁତ୍ର
ଯିହୁଦାର
ରାଜା
ଯିହାୟୋଦାରକୀମର
ଅଧିକାରର
ଚତୁର୍ଥ
ବର୍ଷ
ରେ
ବାବିଲର
ରାଜା
ନବୂଖଦନିତ୍ସର,
ମିଶରର
ରାଜା
ଫାରୋନଖୋର
ଯେଉଁ
ସୈନ୍ଯସାମନ୍ତକୁ
ପରାଜଯ
କଲା,
ଫରାତ୍
ନଦୀ
ନିକଟସ୍ଥ
ଜଳୀମୀଶ
ରେ
ଉପସ୍ଥିତ
ସହେି
ସୈନ୍ଯ
ସାମନ୍ତ
ବିଷଯ
କଥା।
3
"ତୁମ୍ଭମାନେେ
ଚର୍ମ
ରେ
ଢ଼ାଲ
ଓ
ଫଳକ
ପ୍ରସ୍ତୁତ
କର
ଓ
ୟୁଦ୍ଧ
କରିବା
ଲାଗି
ଅଗ୍ରସର
ହୁଅ।
4
ହେ
ଅଶ୍ବାରୋହୀଗଣ,
ତୁମ୍ଭମାନେେ
ଅଶ୍ବଗଣକୁ
ସଜ୍ଜିତ
କରି
ଆରୋହଣ
କର।
ମସ୍ତକରେ
ଶିରସ୍ତ୍ରାଣ
ପିନ୍ଧି
ଠିଆ
ହୁଅ।
କଲମକୁ
ଧାରୁଆ
କର
ଓ
ସାଞ୍ଜୁ
ପିନ୍ଧ।
5
ଆମ୍ଭେ
କ'ଣ
ଦେଖୁଅଛୁ
?
ସମାନେେ
ଉଦବିଗ୍ନ
ହାଇେ
ପଛକୁ
ଫରେୁଛନ୍ତି।
ସମାନଙ୍କେର
ବୀରଗଣ
ପରାସ୍ତ
ହାଇେଛନ୍ତି
ଓ
ପଛକୁ
ନ
ଚାହିଁ
ଶୀଘ୍ର
ଶୀଘ୍ର
ପଳାଯନ
କରୁଛନ୍ତି।
ସମାନଙ୍କେ
ଚତୁର୍ଦ୍ଦିଗ
ରେ
ଆଶଙ୍କା
ଭରି
ୟାଇଛି।"
ସଦାପ୍ରଭୁ
ଏହିସବୁ
କହନ୍ତି।
6
"ଦ୍ରୁତଗାମୀ
ଲୋକ
ପଳାଯନ
କରିପାରିବେ
ନାହିଁ,
କିଅବା
ବୀର
ପୁରୁଷଗଣ
ରକ୍ଷା
ପାଇପାରିବେ
ନାହିଁ।
ଉତ୍ତର
ଦିଗ
ରେ
ଫରାତ୍
ନଦୀ
ନିକଟରେ
ସମାନେେ
ଝୁଣ୍ଟି
ପଡ଼ିବେ
ଓ
ସମାନଙ୍କେର
ପତନ
ହବେ।
7
ସେ
କିଏ
ଯେ
କି
ନୀଳନଦୀପରି
ଉଠୁଅଛି
ଓ
ନଦୀ
ସମୂହର
ଜଳରାଶି
ତୁଲ୍ଯ
ଉତ୍କ୍ଷିପ୍ତ
ହେଉଅଛି
?
8
ଏହା
ହେଉଛି
ମିଶର
ଯେ
କି
ନୀଳନଦୀ
ତୁଲ୍ଯ
ଉଠୁଅଛି।
ତା'ର
ଜଳରାଶି
ନଦୀ
ସମୂହର
ତୁଲ୍ଯ
ଉତ୍କ୍ଷିପ୍ତ
ହେଉଅଛି।
ଆଉ
ସେ
କହୁଅଛି,
'ମୁଁ
ଉଚ୍ଛୁଳି
ଉଠିବି,
ମୁଁ
ପୃଥିବୀକୁ
ପ୍ଲାବିତ
କରିବି,
ମୁଁ
ନଗର
ସମୂହକୁ
ଓ
ତନ୍ନିବାସୀ
ଲୋକମାନଙ୍କୁ
ନଷ୍ଟ
କରିବି।'
9
ହେ
ଅଶ୍ବାରୋହୀଗଣ,
ଅଗ୍ରସର
ହୁଅ।
ହେ
ରଥା
ରୋହୀଗଣ
ଦ୍ରୁତଗତି
ରେ
ରଥ
ଚାଳନା
କର,
ହେ
ବୀରଗଣ,
ଆଗଇେ
ଚାଲ।
ତୁମ୍ଭମାନଙ୍କର
ଢ଼ାଲ
ଧର।
କୁଶ୍,
ପୁଟରୁ
ଓ
ଲୁଦୀଯରୁ
ଆସିଥିବା
ଢ଼ାଲବହକଗଣ,
ତୁମ୍ଭମାନେେ
ଧନୁ
ରେ
ଭଲଭାବରେ
ଗୁଣ
ଦିଅ।
10
"କିନ୍ତୁ
ସେତବେେଳେ
ଆମ୍ଭର
ପ୍ରଭୁ
ସୈନ୍ଯାଧିପତି
ସଦାପ୍ରଭୁ
ପ୍ରତି
ଶାଧେ
ନବେେ
ଓ
ସହେିଦିନ
ବିପକ୍ଷମାନଙ୍କୁ
ପ୍ରତିଫଳ
ଦବେେ।
ଖଡ୍ଗ
ସମସ୍ତଙ୍କୁ
ନିଃଶଷେ
କରି
ତୃପ୍ତ
ହବେ
ଓ
ସମାନଙ୍କେର
ରକ୍ତ
ପାନକରି
ତୃଷା
ନିବାରଣ
କରିବ।
କାରଣ
ଉତ୍ତର
ଦେଶ
ରେ
ଫରାତ୍
ନଦୀ
ନିକଟରେ
ଆମ୍ଭମାନଙ୍କର
ପ୍ରଭୁ
ସୈନ୍ଯାଧିପତି
ସଦାପ୍ରଭୁଙ୍କର
ଏକ
ୟଜ୍ଞସ୍ଥଳୀ
ଅଛି।
11
"
ହେ
ମିଶରର
ଅନୂଢ଼ା
କନ୍ଯା,
ତୁମ୍ଭେ
ଗିଲିଯଦଠାରୁ
ଔଷଧ
ନିଅ।
ମାତ୍ର
ତୁମ୍ଭେ
ଯାହା
ଔଷଧ
ନେଲେ
ମଧ୍ଯ
ତାହା
ବ୍ଯର୍ଥ
ହବେ,
ତୁମ୍ଭେ
ଆରୋଗ୍ୟ
ହବେ
ନାହିଁ।
12
ଗୋଷ୍ଠୀଗଣ
ତୁମ୍ଭର
କ୍ରନ୍ଦନ
ଶୁଣିବେ।
ତୁମ୍ଭର
କାତରୋକ୍ତି
ରେ
ପୃଥିବୀ
ପରିପୂର୍ଣ୍ଣ
ହବେ।
କାରଣ
'ବୀର
ସୈନିକ'
ଅନ୍ୟ
ଜଣେ
'ବୀର
ସୈନିକ'
ଉପ
ରେ
ଝୁଣ୍ଟି
ପଡ଼ିବ
ଓ
ସେ
ଦୁ
ହେଁ
ଏକତ୍ର
ପଡ଼ିବେ।"
13
ବାବିଲର
ରାଜା
ନବୂଖଦନିତ୍ସର
ମିଶର
ଦେଶକୁ
ଆସି
ତାକୁ
ପରାସ୍ତ
କରିବା
କଥା
ସଦାପ୍ରଭୁ
ଭବିଷ୍ଯଦବକ୍ତା
ଯିରିମିୟଙ୍କୁ
କହିଲେ,
14
"ତୁମ୍ଭମାନେେ
ମିଶର
ରେ
ପ୍ରଚାର
କର,
ମିଖଦୋଲ
ରେ
ଘାଷେଣା
କର,
ଆଉ
ନୋଫ
ଓ
ତଫନ
ହଷେ
ରେ
କୁହ,
'ତୁମ୍ଭମାନେେ
ୟୁଦ୍ଧ
ପାଇଁ
ଠିଆ
ହୁଅ
ଓ
ଆପଣାକୁ
ପ୍ରସ୍ତୁତ
କର।
କାରଣ
ଖଡ୍ଗ
ତୁମ୍ଭ
ଚାରିଆଡ଼େ
ଲୋକମାନଙ୍କୁ
ବିନାଶ
କରିଚାଲିଛି।'
15
"
ହେ
ମିଶର,
ତୁମ୍ଭର
ବଳବାନ୍
ଲୋକମାନେ
ମୃତ୍ଯୁବରଣ
କରିବେ
ଓ
ସମାନେେ
ସ୍ଥିର
ହାଇେ
ଛିଡ଼ା
ହାଇପୋରିବେ
ନାହିଁ।
କାରଣ
ସଦାପ୍ରଭୁ
ସମାନଙ୍କେୁ
ତଳେ
ଠଲେି
ପକାଇ
ଦବେେ।
16
ସହେି
ସୈନ୍ଯଗଣ
ପରସ୍ପର
ଉପ
ରେ
ଝୁଣ୍ଟି
ପଡ଼ିବେ।
ସମାନେେ
ପୁଣି
କହିବେ,
'ଉଠ,
ଆମ୍ଭମାନେେ
ଖଡ୍ଗରୁ
ରକ୍ଷା
ପାଇବା
ପାଇଁ
ଆପଣା
ଲୋକମାନଙ୍କ
ନିକଟକୁ
ପଳାଇୟିବା
ଓ
ଆପଣା
ଜନ୍ମଭୂମିକୁ
ପୁନର୍ବାର
ଫରେିୟିବା।'
17
ସମାନଙ୍କେ
ଜନ୍ମଭୂମିରେ
ଲୋକମାନେ
କହିବେ,
'ଫାରୋ
କବଳେ
ଜଣେ
ଅହଙ୍କାରୀ,
ୟିଏ
କି
ଉତ୍ତମ
ସୁଯୋଗ
ହାତଛଡ଼ା
କରନ୍ତି।"'
18
ସୈନ୍ଯାଧିପତି
ସଦାପ୍ରଭୁ
କହନ୍ତି,
"ମୁଁ
ଜୀବିତ
ଥିବା
ପ୍ରମାଣେ
ଜଣେ
ଆସୁଅଛି,
ୟିଏକି
ତାବୋର
ପର୍ବତ
ସଦୃଶ
ମହାନ
କିଅବା
ସମୁଦ୍ର
ନିକଟସ୍ଥ
କର୍ମିଲ
ପର୍ବତ
ସଦୃଶ।
19
ହେ
ମିଶର
କନ୍ଯା,
ତୁମ୍ଭେ
ନିର୍ମାସନ
ୟିବା
ପାଇଁ
ନିଜକୁ
ପ୍ରସ୍ତୁତ
କର।
କାରଣ
ନୋଫ
ଧ୍ବଂସପ୍ରାପ୍ତ
ଓ
ଦଗ୍ଧିଭୂତ
ହବେ।
ସଠାେ
ରେ
କହେି
ଲୋକ
ବାସ
କରିବେ
ନାହିଁ।
20
"ମିଶର
ଗୋଟିଏ
ସୁନ୍ଦରୀ
ତରୁଣୀ
ଗାଭୀପରି,
ମାତ୍ର
ଡ଼ାଆଁଶ
ସଦୃଶ
ଉତ୍ତର
ଦିଗରୁ
କଲଦୀଯମାନେ
ତାକୁ
ବିନାଶ
କରିବାକୁ
ଆସିବେ।
21
ଆହୁରି
ମିଶରର
ବତନେଗ୍ରାହୀ
ସୈନ୍ଯମାନେ
ଗୋଶାଳାର
ଗୋବତ୍ସ
ତୁଳ୍ଯ।
ସମାନେେ
ପଳାଯନ
କରିବେ।
ସମାନେେ
ଆକ୍ରମଣର
ସମ୍ମୁଖୀନ
ହାଇପୋରିବେ
ନାହିଁ।
କାରଣ
ସମାନଙ୍କେର
ବିପଦର
ଦିନ
ଆସୁଅଛି
ଓ
ସମାନେେ
ଖୁବ୍
ଶୀଘ୍ର
ସମାନଙ୍କେର
ପ୍ରତିଫଳ
ପାଇବେ।
22
ମିଶର
ସର୍ପତୁଲ୍ଯ
ଶବ୍ଦକରି
ପଳାଇବାକୁ
ଚେଷ୍ଟା
କରିବ।
ମାତ୍ର
ଶତ୍ରୁଗଣ
ତା'ର
ନିକଟରୁ
ନିକଟତର
ହବେେ।
ସମାନେେ
କାଠ
କଟାଳି
ସଦୃଶ
କୁରାଢ଼ି
ନଇେ
ତା'
ବିରୁଦ୍ଧ
ରେ
ଆକ୍ରମଣ
କରିବେ।"
23
ସଦାପ୍ରଭୁ
କହନ୍ତି,
"ମିଶରର
ସୈନ୍ଯ
ଅରଣ୍ଯ
ସଦୃଶ।
ଅଗଣିତ
ହେଲେ
ହେଁ
ଶତ୍ରୁସୈନ୍ଯ
ସମାନଙ୍କେୁ
ହାଣି
ପକାଇବେ।
କାରଣ
ଶତ୍ରୁସୈନ୍ଯ
ପଙ୍ଗପାଳ
ଅପେକ୍ଷା
ଅନକେ
ଓ
ଅସଂଖ୍ଯ
ଅଟନ୍ତି।
24
ମିଶର
ଲଜ୍ଜିତା
ହବେ।
ସେ
ଉତ୍ତର
ଦେଶୀଯ
ଲୋକମାନଙ୍କ
ହସ୍ତ
ରେ
ସମର୍ପିତ
ହବେ।"
25
ସୈନ୍ଯାଧିପତି
ସଦାପ୍ରଭୁ
ଇଶ୍ରାୟେଲର
ପରମେଶ୍ବର
କହନ୍ତି,
"
ଦେଖ,
ଆମ୍ଭେ
ନୋ
ଦେଶୀଯ
ଅମାନେକୁ,
ଫାରୋ,
ମିଶର,
ତାହାର
ଦବଗେଣ
ଓ
ରାଜଗଣକୁ,
ଆଉ
ଫାରୋଙ୍କ
ଶରଣାପନ୍ନ
ସମସ୍ତଙ୍କୁ
ଦଣ୍ଡ
ଦବୋ।
26
ପୁଣି
ସମାନଙ୍କେର
ପ୍ରାଣନାଶକାରୀ
ଲୋକମାନଙ୍କ
ହସ୍ତ
ରେ
ଓ
ବାବିଲର
ରାଜା
ନବୂଖଦନିତ୍ସର
ଓ
ତାହାର
ଦାସମାନଙ୍କ
ହସ୍ତ
ରେ
ଆମ୍ଭେ
ସମାନଙ୍କେୁ
ସମର୍ପଣ
କରିବା।"
ପୁଣି
ସଦାପ୍ରଭୁ
କହନ୍ତି,
"ପୂର୍ବକାଳ
ରେ
ମିଶର
ଯେଉଁପରି
ଶାନ୍ତି
ରେ
ବାସ
କରୁଥିଲା,
ଏହି
ଦୁଃସମୟ
ପ
ରେ
ସେ
ପୁନର୍ବାର
ଶାନ୍ତି
ରେ
ରହିବ।"
27
"
ହେ
ଆମ୍ଭର
ଦାସ
ଯାକୁବ,
ତୁମ୍ଭେ
ଭୟ
କର
ନାହିଁ
କିଅବା
ହେ
ଇଶ୍ରାୟେଲ
ତୁମ୍ଭେ
ନିରାଶ
ହୁଅ
ନାହିଁ।
ଆମ୍ଭେ
ଦୂର
ଦେଶରୁ
ତୁମ୍ଭକୁ
ଓ
ବନ୍ଦୀ
ଅବସ୍ଥାରୁ
ତୁମ୍ଭ
ବଂଶକୁ
ଉଦ୍ଧାର
କରିବା।
ତହିଁରେ
ଯାକୁବ
ଫରେି
ଆସି
ନିର୍ଭୟ
ଓ
ନିଶ୍ଚିତ
ରେ
ରହିଲା
।
ଆଉ
କହେି
ତାହାକୁ
ଭୟ
ଦଖାଇେଲେ
ନାହିଁ।"
28
ସଦାପ୍ରଭୁ
କହନ୍ତି,
"
ହେ
ମାରେ
ଦାସ
ଯାକୁବ,
ତୁମ୍ଭେ
ଭୟ
କର
ନାହିଁ।
କାରଣ
ଆମ୍ଭେ
ତୁମ୍ଭ
ସଙ୍ଗ
ରେ
ଅଛୁ,
ଯେଉଁମାନଙ୍କରୁ
ଆମ୍ଭେ
ତୁମ୍ଭକୁ
ତଡ଼ି
ଦଇେଅଛୁ,
ଆମ୍ଭେ
ସମାନଙ୍କେୁ
ସଂହାର
କରିବା।
ମାତ୍ର
ଆମ୍ଭେ
ତୁମ୍ଭକୁ
ସଂହାର
କରିବା
ନାହିଁ।
ଆମ୍ଭେ
ତୁମ୍ଭକୁ
ବିବଚେନା
ପୂର୍ବକ
ଶାସ୍ତି
ଦବୋ।
ମାତ୍ର
ତୁମ୍ଭକୁ
ଦଣ୍ଡ
ନ
ଦଇେ
ଛାଡ଼ିବା
ନାହିଁ।"
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References