ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିରିମିୟ 45:1

Notes

No Verse Added

ଯିରିମିୟ 45:1

1
ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ଚତୁର୍ଥ ବର୍ଷ ରେ ନରେିଯର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିଲା ବେଳେ ଯିରିମିୟ ଭବିଷ୍ଯଦବକ୍ତା ତାକୁ ଏହି କଥା କହିଲେ।
2
" ହେ ବ୍ଯାକୁଳ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ତୁମ୍ଭକୁ ଏହି କଥା କହିନ୍ତି।
3
' ହେ ବାରୂକ, ତୁମ୍ଭେ ମାେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମାରେ ୟନ୍ତ୍ରଣା ରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଲାନ୍ତ ହେଉଅଛି ୟନ୍ତ୍ରଣା ରେ ଥରୁଅଛି, ଯେ ହତେୁ ମାରେ କିଛି ବିଶ୍ରାମ ନାହିଁ।"'
4
ତେଣୁ ସଦାପ୍ରଭୁ କହିଲେ, " ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, 'ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାଯ ଯିହୁଦା ରେ ଏହା କରିବୁ।
5
ହେ ବାରୂକ, ତୁମ୍ଭେ ନିଜ ପାଇଁ ମହାନ୍ ବିଷଯ ଖୋଜୁଅଛ। କିନ୍ତୁ ତାହା ଚେଷ୍ଟା କର ନାହିଁ।' କାରଣ ସଦାପ୍ରଭୁ କହନ୍ତି, ' ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପ ରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ୟିବ ଆମ୍ଭେ ସେସବୁ ସ୍ଥାନ ରେ ତୁମ୍ଭର ପ୍ରାଣ ରକ୍ଷା କରିବା।"'
×

Alert

×

oriya Letters Keypad References