14 |
ସଦାପ୍ରଭୁ କୁହନ୍ତି, "ମିଶରର ସମ୍ପଦ, କୂଶର ବାଣିଜ୍ଯର ଲାଭ ଓ ଦୀର୍ଘକାଯ ସବାଯୀଯମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହବେେ। ସମାନେେ ତୁମ୍ଭର ଅନୁସରଣ କରିବେ। ସମାନେେ ହସ୍ତ ରେ ଶୃଙ୍ଖଳାବଦ୍ଧ ହାଇେ ଆସିବେ, ପୁଣି ସମାନେେ ତୁମ୍ଭକୁ ପ୍ରଣାମ କରିବେ ଓ ନିବଦନେ କରି କହିବେ, ପ୍ରକୃତ ରେ ଇଶ୍ରାୟେଲର ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି, ତାଙ୍କ ବିନା ଆଉ କହେି ପରମେଶ୍ବର ନାହାଁନ୍ତି ଓ ତାଙ୍କ ବ୍ଯତୀତ ଆଉ କହେି ମଧ୍ଯ ନାହାଁନ୍ତି।"
|