1 |
ଦେଖ, ତୁମ୍ଭମାନେେ ଲୁଟିତ ନ ହାଇେ ମଧ୍ଯ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା ନ କଲେ ମଧ୍ଯ ତୁମ୍ଭମାନେେ ଅନ୍ୟମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛ। ତେଣୁ ତୁମ୍ଭମାନେେ ସନ୍ତାପର ପାତ୍ର। କାରଣ ତୁମ୍ଭମାନେେ ଲୁଟିବା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭମାନେେ ବିଶ୍ବାସଘାତକତା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭପ୍ରତି ବିଶ୍ବାସଘାତକତା କରିବେ।
|
21 |
କାହିଁକି ଏସବୁ ହବେ ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହବେେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ଷୋର୍ତ ସମୂହର ସ୍ଥାନ ହବେ। କିନ୍ତୁ ସହେି ନଦୀମାନଙ୍କ ରେ ଆହୁଲା ୟୁକ୍ତ କୌଣସି ନେ ୗକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭମାନେେ ସହେି ପୋତର ରଜ୍ଜୁ ଛାଡ଼ି ଦବେ। ତୁମ୍ଭମାନେେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭମାନେେ ତୁମ୍ଭର ଜାହାଜକୁ ଖାଲିବୋକୁ କ୍ଷମ ହବେ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ଯବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ। ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦବେେ। ଏପରିକି େଛାଟ ଲୋକ ମଧ୍ଯ ଲୁଟିତ ସମ୍ପଦ ପାଇବ।
|