8 |
ଏବଂ ମାଶାେ କହିଲେ, " ତେଣୁ ଆଜି ରାତ୍ର ରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ ଦବେେ। ଏବଂ ପ୍ରଭାତ ରେ ସେ ତୁମ୍ଭମାନଙ୍କୁ ଆବଶ୍ଯକ ପରିମାଣ ରେ ରୋଟୀ ମଧ୍ଯ ଦବେେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତ ରେ ତୁମ୍ଭମାନେେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।"
|