4 |
ଶ୍ରମିକମାନେ ଭୂମିରେ ଗଭୀରଗାତ ଖାେଳି ଖଣିଜ ଦ୍ରବ୍ଯର ପଶ୍ଚାଦବର୍ତ୍ତୀ ହୁଅନ୍ତି। ସମାନେେ ଖଣିର ନିମ୍ନ ଦେଶକୁ ବହୁତ ତଳକୁ ୟାଆନ୍ତି, ଯାହା ଲୋକମାନଙ୍କ ବାସ କରୁଥିବା ସ୍ଥାନଠାରୁ ବହୁତ ଦୂର। ଯେଉଁଠାକୁ ଆଗରୁ କହେି କବେେ ୟାଇ ନ ଥିଲେ। ସମାନେେ ଦଉଡ଼ି ଦ୍ବାରା ଝୁଲି ଭୂମିର ବହୁ ତଳକୁ ୟାଆନ୍ତି, ଅନ୍ୟ ଲୋକମାନଙ୍କଠାରୁ ମଧ୍ଯ ବହୁତ ଦୂର।
|