26 |
ସହେି ସମୟରେ "ପୁରୀମ" ନାମ ଅନୁସାରେ ସହେି ଦୁଇ ନିଯମ ନାମ "ପୂରୀମ" ହେଲା। ଏବଂ ସହେି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷଯ ରେ ସମାନେେ ଯାହା ଦେଖିଥିଲେ, ସମାନଙ୍କେ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ୟିହୁଦୀଯମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ୟିହୁଦୀ ମତାଲମ୍ବି ଗଣର କର୍ତ୍ତବ୍ଯ ବୋଲି ଏହା ସ୍ଥିର କଲେ। ସହେି ସମ୍ପର୍କୀଯ ଲିଖିତ ଆଜ୍ଞା ଓ ନିରୂପିତ ସମଯାନୁସା ରେ ସମାନେେ ବର୍ଷକୁ ବର୍ଷ ଏହି ଦୁଇଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ।
|