ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଏଷ୍ଟର ବିବରଣ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
Notes
No Verse Added
History
No History Found
ଆମ ବିଷୟରେ
Contact Us
ଏଷ୍ଟର ବିବରଣ 1
1
ଅକ୍ଷଶ୍ବରେଶ
ରାଜାଙ୍କ
ସମୟରେ
ଏପରି
ଘଟିଥିଲା
ଯେ
ସେ
ହିନ୍ଦୁସ୍ଥାନରୁ
କୁଶଦେଶ
ପର୍ୟ୍ଯନ୍ତ
12
7
ପ୍ରଦେଶ
ଉପରେ
ରାଜତ୍ବ
କଲେ।
2
ଏହି
ଅକ୍ଷଶ୍ବରେଶ
ରାଜା
ଶୂଶନ୍
ରାଜଧାନୀ
ରେ
ନିଜର
ରାଜ
ସିଂହାସନ
ରେ
ଉପବିଷ୍ଟ
ହବୋପରେ,
3
ଆପଣା
ଅଧିକାରର
ତୃତୀୟ
ବର୍ଷ
ରେ
ଆପଣାର
ସବୁ
ଅଧିପତି
ଓ
ଦାସମାନଙ୍କ
ପାଇଁ
ଭୋଜି
ପ୍ରସ୍ତୁତ
କଲେ।
ତହିଁରେ
ପାରସ୍ଯ
ଓ
ମାଦିଯା
ଦେଶର
ବିକ୍ରମି
ଲୋକମାନେ
ଏବଂ
କୂଳୀନ
ଓ
ପ୍ରଦଶାଧେିପତିମାନେ
ତାଙ୍କର
ସାକ୍ଷାତ
ରେ
ଉପସ୍ଥିତ
ହେଲେ।
4
ସେ
ଆପଣା
ପ୍ରତାପାନ୍ବିତ
ରାଜ୍ଯର
ଧନ
ଓ
ଆପଣା
ମହତ୍ତ୍ବର
ଶାେଭାର
ଉତ୍କୃଷ୍ଟତା
ଅନକେ
ଦିନ,
ଅର୍ଥାତ୍
18
ଦିନ
ପର୍ୟ୍ଯନ୍ତ
ପ୍ରଦର୍ଶନ
କଲା।
5
ତେଣୁ
ଏସବୁ
ଦିନ
ପରେ
ରାଜା
ସମସ୍ତ
ଲୋକମାନଙ୍କୁ
ଏକ
ଭୋଜି
ଦେଲେ,
ମାନ୍ଯଗଣ
ଓ
ସାଧାରଣ
ଲୋକ
ଯେଉଁମାନେ
ରାଜଧାନୀ
ଶୂଶନ
ରେ
ଉପସ୍ଥିତ
ଥିଲେ।
ରାଜପୁରୀସ୍ଥ
ଉଦ୍ୟାନ
ରେ
ସାତଦିନ
ପର୍ୟ୍ଯନ୍ତ
ଭୋଜି
ଗ୍ଭଲିଲା।
6
ସଠାେରେ
ଧଳା
ଓ
ନୀଳ
କାର୍ପାସ
ପରଦା
ଥିଲା।
ସହେି
ପରଦାଗୁଡିକ
ନାଇଲନ୍
ରେ
ତିଆରି
ରଜ୍ଜୁ
ଓ
ବାଇଗଣ
ରଂଗର
ରେ
ୗପ୍ୟମଯ
କଡା
ରେ
ମାର୍ବଲ
ସ୍ତମ୍ଭ
ରେ
ବନ୍ଧା
ଥିଲା।
ଏବଂ
ଚଟାଣ
ଉପରେ
ମଧ୍ଯ
ଯାହାକି
ବିଭିନ୍ନ
ପ୍ରକାର
ରଂଗିନ୍
ସ୍ପଟିକ,
ଶାମୁକା,
ମୁକ୍ତା
ଓ
ମାର୍ବଲ
ପଥର
ରେ
ନିର୍ମିତ
ହାଇେଥିଲା।
ସଠାେରେ
ସୁବର୍ଣ୍ଣର
ଓ
ରୂପାର
ଆସନ
ଥିଲା।
7
ସମାନେେ
ନାନାପ୍ରକାର
ସୁବର୍ଣ୍ଣପାତ୍ର
ରେ
ପାନଦ୍ରବ୍ଯ
ଓ
ରାଜାର
ବଦାନ୍ଯତାନୁସା
ରେ
ପ୍ରଚୁର
ରାଜକୀଯ
ଦ୍ରାକ୍ଷାରସ
ଦେଲେ।
8
ଦ୍ରାକ୍ଷାରସ
ନିଯମ
ଅନୁସାରେ
ଥିଲା।
କାହାରିକୁ
ମଧ୍ଯ
କରାଗଲା
ନାହିଁ।
9
ବଷ୍ଟୀ
ରାଣୀ
ଅକ୍ଷଶ୍ବରେଶର
ରାଜଗୃହ
ରେ
ସ୍ତ୍ରୀମାନଙ୍କ
ପାଇଁ
ଭୋଜି
ପ୍ରସ୍ତୁତ
କଲା।
10
ସପ୍ତମ
ଦିନ
ରେ
ଯେତବେେଳେ
ରାଜା
ଦ୍ରାକ୍ଷାରସ
ଯୋଗୁଁ
ଅତ୍ଯଧିକ
ମାତାଲ
ହେଲେ,
ସେ
ମହୂମନ୍,
ବିସ୍ଥା
ହର୍ବୋଣା,
ବିଗଥା,
ଅବଗଥ,
ସେଥର
ଓ
କର୍କସଙ୍କୁ
ଆଦେଶ
ଦେଲେ।
ଏହି
ସାତଜଣ
ନଫୁସକ
ଯେଉଁମାନେ
ରାଜା
ଅକ୍ଷଶ୍ବରେଶଙ୍କ
ସବୋ
କଲେ।
11
ଲୋକମାନଙ୍କୁ
ଓ
ରାଜପୁତ୍ରମାନଙ୍କୁ
ତାଙ୍କର
ସୌନ୍ଦର୍ୟ୍ଯ
ଦଖାଇବୋ
ପାଇଁ,
ରାଣୀ
ବଷ୍ଟୀଙ୍କୁ
ରାଜମୁକୁଟ
ପିନ୍ଧାଇ
ରାଜାଙ୍କ
ଆଗକୁ
ଆଣ।
ଯେ
ହତେୁ
ସେ
ପରମ
ସୁନ୍ଦରୀ
ଥିଲା।
12
ମାତ୍ର
ବାଷ୍ଟୀରାଣୀ
ନଫୁସକମାନଙ୍କ
ଦ୍ବାରା
ରାଜାର
କଥିତ
ଆଜ୍ଞା
ରେ
ଆସିବାକୁ
ରାଜି
ହେଲା
ନାହିଁ।
ଏମୁ
ରାଜା
ଅତିଶଯ
କୋରଧ
କଲେ
ଓ
ତାହାର
ଅନ୍ତକରଣ
ରେ
କୋରଧାଗ୍ନି
ପ୍ରଜ୍ବଳିତ
ହେଲା।
13
ଏହାପରେ
ରାଜା
ଜ୍ଞାନୀଲୋକମାନଙ୍କୁ
ପଚାରିଲେ,
ଯେଉଁମାନେ
ରାଜକୀଯ
ବିଧି
ଜାଣିଥିଲେ।
କାରଣ
ବିଗ୍ଭରକଗଣଙ୍କୁ
ଓ
ଆଇନଜ୍ଞମାନଙ୍କୁ
ଏପରି
ପଗ୍ଭରିବାର
ରାଜାଙ୍କର
ପ୍ରଥା
ଥିଲା।
14
ଏହି
ସମୟରେ
କର୍ଶନା,
ଶେଥର,
ଅଦ୍ମାଥା,
ତର୍ଶାଶ,
ମରେସ୍,
ର୍ମସନୋ
ଓ
ମମୁଖନ୍
ରାଜାର
ନିକଟବର୍ତ୍ତୀ
ଥିଲେ।
ଏହି
ସାତ
ଜଣ
ପାରସ୍ଯ
ଓ
ମାଦିଯା
ଦେଶର
ଅଧିପତି,
ଯେଉଁମାନେ
ରାଜାଙ୍କର
ନିକଟତମ
ଓ
ରାଜ୍ଯକୁ
ଶାସନ
କରୁଥିଲେ।
15
ରାଜା
ସମାନଙ୍କେୁ
ପଚାରିଲେ,
"ରାଣୀଙ୍କୁ
ଆଇନ୍
ଅନୁୟାଯୀ
କଣ
କରାୟିବା
ଉଚିତ୍,
ଯେ
ହତେୁ
ସେ
ରାଜା
ଆଦେଶ
ଅବଜ୍ଞା
କରିଛନ୍ତି,
ଯାହାକି
ନଫୁସକମାନଙ୍କ
ଦ୍ବାରା
ଦିଆୟାଇଥିଲା?"
16
ଏଥି
ରେ
ରାଜାଙ୍କର
ଓ
ଅଧିପତି
ଗଣର
ସାକ୍ଷାତ
ରେ
ମମୁଖନ
ଉତ୍ତର
ଦଇେ
କହିଲେ,
"ବଷ୍ଟୀରାଣୀ
କବଳେ
ମହାରାଜାଙ୍କ
ପ୍ରତି
ନୁହେଁ,
ମାତ୍ର
ଅକ୍ଷଶ୍ବରେଶ
ରାଜାର
ଅଧିନସ୍ଥ
ପ୍ରଦେଶର
ସମସ୍ତ
ଅଧିପତି
ଓ
ସମସ୍ତ
ଲୋକଙ୍କ
ପ୍ରତି
ଭୂଲ
କର୍ମ
କରୁଛନ୍ତି।
17
କାରଣ
ରାଣୀର
ଏହି
କର୍ମର
କଥା
ସକଳ
ସ୍ତ୍ରୀ
ଲୋକଙ୍କ
ମଧିଅରେ
ବ୍ଯାପିୟିବ।
'ଏହା
କହି
ସ୍ତ୍ରୀମାନେ
ସମାନଙ୍କେର
ସ୍ବାମୀମାନଙ୍କୁ
ଅବମାନନା
କରିବେ।'
ଆଉ
ଅକ୍ଷଶ୍ବରେଶ
ରାଜା
ବଷ୍ଟୀରାଣୀକି
ଆପଣା
ନିକଟକୁ
ଆଣିବାକୁ
ଆଜ୍ଞା
ଦେଲେ,
ମାତ୍ର
ସେ
ଆସିଲା
ନାହିଁ।
18
"ପାରସ୍ଯ
ଓ
ମାଦିଯାର
ଉଚ୍ଚକୁଳୀନା
ସ୍ତ୍ରୀଗଣ
ରାଣୀର
ଏହି
କର୍ମର
ସମାଗ୍ଭର
ଆଜି
ଶୁଣି
ଅଛନ୍ତି,
ସମାନେେ
ରାଜାର
ସମସ୍ତ
ଅଧିପତିଙ୍କୁ
ଏହିପରି
କରିବେ।
ତହିଁରୁ
ଅତିଶଯ
ନିନ୍ଦା
ଓ
କୋରଧ
ଉତ୍ପନ୍ନ
ହବେ।
19
"ଏଥିପାଇଁ
ଯଦି
ମହାରାଜା
ସନ୍ତୁଷ୍ଟ
ହୁଅନ୍ତି,
ତବେେ
ବଷ୍ଟୀ
ଅକ୍ଷଶ୍ବରେଶ
ରାଜା
ନିକଟକୁ
ଆଉ
ନ
ଆସିବାକୁ
ରାଜାଜ୍ଞା
ଶ୍ରୀଛାମୁରୁ
ପ୍ରକାଶିତ
ହେଉ।
ଏବଂ
ଏହା
ପାରସିକ
ଓ
ମାଦୀଯ
ବ୍ଯବସ୍ଥା
ମଧିଅରେ
ଲିଖିତ
ହେଉ,
ଯାହା
ପରିବର୍ତ୍ତନ
କରାୟାଇ
ପାରିବ
ନାହିଁ।
ପୁଣି
ମହାରାଜା
ତାଙ୍କର
ରାଣୀପଦ
ତାହାଠାରୁ
ଉତ୍ତମା
ଏକ
ସ୍ତ୍ରୀକୁ
ଦିଅନ୍ତୁ।
20
ଆହୁରି
ରାଜ୍ଯ
ବୃହତ୍,
ଏଣୁ
ରାଜ୍ଯର
ସବୁସ୍ଥାନ
ରେ
ଏହି
ରାଜାଜ୍ଞା
ପ୍ରକାଶିତ
ହେଲା।
ସ୍ବାମୀ
ସାମାଜିକ
କ୍ଷେତ୍ର
ରେ
କ୍ଷୁତ୍ର
ହେଉ
କି
ମହାନ
ହେଉ,
ସମସ୍ତ
ସ୍ତ୍ରୀମାନେ
ନିଜନିଜ
ସ୍ବାମୀମାନଙ୍କୁ
ସମ୍ମାନ
କରିବେ।"
21
ଏହି
କଥା
ରେ
ରାଜା
ଓ
ଅଧିପତିଗଣ
ସନ୍ତୁଷ୍ଟ
ହବୋରୁ
ରାଜା
ମମୁଖନର
ପରାମର୍ଶାନୁସା
ରେ
କର୍ମକଲା।
22
ତେଣୁ
ସେ
ପ୍ରେତ୍ୟକକ
ପ୍ରଦେଶ
ରେ
ଅକ୍ଷାରାନୁସା
ରେ
ଓ
ପ୍ରେତ୍ୟକକ
ଗୋ୍ଟୀର
ଭାଷାନୁସା
ରେ
ରାଜାର
ଅଧିନ
ପ୍ରେତ୍ୟକକ
ପ୍ରଦେଶକୁ
ଏହିରୂପେ
ପତ୍ର
ପଠାଇଲା,
"ପ୍ରେତ୍ୟକକ
ପୁରୁଷ
ନିଜନିଜ
ଗୃହ
ରେ
କତ୍ତୁର୍ତ୍ବ
କରୁ
ଓ
ସ୍ବ
ଗୋଷ୍ଠୀଯ
ଭାଷାନୁସା
ରେ
ତାହାର
ପଗ୍ଭର
କରୁ।"
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References