15 |
ସମାନେେ ଯେତବେେଳେ ଏହା ଶୁଣିଲେ, ସମାନେେ ଏହି ବାର୍ତ୍ତା ୟିରୁଶାଲମକୁ ଓ ସମାନଙ୍କେ ସମସ୍ତ ନଗରକୁ ପଠାଇଲେ। "ପର୍ବତମଯ ଦେଶକୁ ୟାଅ ଏବଂ ଅଲିଭ ବୃକ୍ଷରୁ ଡାଳ, ଜଙ୍ଗଲି ଅଲିଭି ତୁଲ୍ଯ, ମେ ହନ୍ଦେି ବୃକ୍ଷର ଶାଖା, ଖଜୁରୀ ଶାଖା ଓ ଗହଳିଆ ଶାଖା ସଂଗ୍ରହ କର। ଏହି ଶାଖାଗୁଡିର କ୍ଷଣସ୍ଥାଯୀ ପତ୍ରକୂଟୀର ତିଆରି କରିବା ରେ ବ୍ଯବହାର କର। ଏହିପରି କର କାରଣ ତାହା ବ୍ଯବସ୍ଥା ପୁସ୍ତକରେ ଲିଖିତ ଅଛି।"
|