ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ନିହିମିୟା 3:4
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
Notes
No Verse Added
History
ନିହିମିୟା 3:4 (06 21 am)
ଆମ ବିଷୟରେ
Contact Us
ନିହିମିୟା 3:4
1
ଇଲିଯାଶୀବ
ମହାୟାଜକ
ଥିଲେ,
ଇଲିଯାଶୀବ
ଓ
ତାଙ୍କର
ସାଥି
ଯାଜକମାନେ
ମଷେ
ଫାଟକ
ଗଠନ
କରିବାକୁ
ଗଲେ।
ସମାନେେ
ସହେି
ଫାଟକ
ଉତ୍ସର୍ଗ
କଲେ
ଏବଂ
ଏହାର
ଦ୍ବାର
ସ୍ଥାପନ
କଲେ।
ସମାନେେ
ସହସ୍ର
ଦୂର୍ଗର
ଓ
ହନନଲେ
ଦୂର୍ଗର
କାର୍ୟ୍ଯ
କଲେ।
2
ଯିରୀହାରେ
ଲୋକମାନେ
ସମାନଙ୍କେ
ପରେ
କାମ
କଲେ।
ଇମ୍ରିର
ପୁତ୍ର
ସକ୍କୂର
ଯିରୀହାରେ
ଲୋକମାନଙ୍କ
ପରେ
କାମ
କଲା।
3
ହସନାଯାରର
ପୁତ୍ରମାନେ
ମତ୍ସ୍ଯଦ୍ବାର
ଗଠନ
କଲେ।
ସମାନେେ
ତାର
କଢି
ଚଢାଇଲେ,
ତା'ର
କବାଟ,
ହୁଡୁକା
ଓ
ଅର୍ଗଳ
ସବୁ
ଲଗାଇଲେ।
4
ସମାନଙ୍କେ
ପରେ
ହକ୍କୋସର
ପୁତ୍ର
ଊରିଯ,
ଊରିଯର
ପୁତ୍ର
ମରମୋେତ୍
ତାପର
ଅଂଶ
ମରାମତି
କଲା,
5
ତକୋଯୀଯ
ଲୋକମାନେ
ମରାମତି
କଲେ।
ସମାନଙ୍କେ
କୁଳିନ
ବର୍ଗ
ଆପଣାମାନଙ୍କ
ପ୍ରଭୁଙ୍କ
କର୍ମ
ରେ
ହସ୍ତକ୍ଷପେ
କଲେ
ନାହିଁ।
6
ପା
ସହରେ
ପୁତ୍ର
ଯିହାୟୋଦାରଦା
ଓ
ବିଷୋଦିଯାର
ପୁତ୍ର
ମଶୁଲ୍ଲମ,
ପୁରୁଣା
ଫାଟକ
ଲଗାଇଲେ।
ସମାନେେ
ତହିଁର
କଢି
କବାଟ,
କବ୍ଜା
ଓ
ଅର୍ଗଳ
ଲଗାଇଲେ।
7
ଗିବିଯୋନୀଯରୁ
ମଲାଟିଯ
ଓ
ମରୋଣୋଥୀଯରୁ
ୟାଦୋନ
ସମାନଙ୍କେର
ପାଶର୍ବ
ପ୍ରାଚୀରକୁ
ମରାମତି
କଲେ।
ସହେି
ଲୋକମାନେ
ଗିବିଯୋନ
ଓ
ମିସ୍ପାରୁ
ଥିଲେ।
ସମାନେେ
ନଦୀର
ପଶ୍ଚିମାଞ୍ଚଳ
ରାଜ୍ଯପାଳ
ଦ୍ବାରା
ଶାସିତ
ହେଲେ।
8
ହର୍ହଯର
ପୁତ୍ର
ସ୍ବର୍ଣ୍ଣକାର
ଉଷୀଯଲେ
ସମାନଙ୍କେ
ପରେ
ଥିବା
ପ୍ରାଚୀରର
ଅଂଶ
ମରାମତି
କଲେ।
ହନାନୀଯ
ୟିଏ
କି
ସୁଗନ୍ଧ
ବ୍ଯାପାରୀ
ତାଙ୍କ
ପରେ
ଥିବା
ପ୍ରାଚୀରର
ଅଂଶ
ମରାମତି
କଲେ।
ସମାନେେ
ପ୍ରଶସ୍ତ
ପ୍ରାଚୀର
ପର୍ୟ୍ଯନ୍ତ
ୟିରୁଶାଲମ
ଦୃଢ
କଲେ।
9
ସମାନଙ୍କେ
ନିକଟରେ
ୟିରୁଶାଲମସ୍ଥ
ପ୍ରଦେଶର
ଅର୍ଦ୍ଧଭାଗ
ରେ
ଅଧ୍ଯକ୍ଷ
ହୂରର
ପୁତ୍ର
ରଫାଯ
ଭଗ୍ନ
ପ୍ରାଚୀର
ଗଠନ
କଲେ।
10
ହରୁମଫର
ପୁତ୍ର
ୟିଦାଯ
ଆପଣା
ଗୃହ
ସମ୍ମୁଖ
ରେ
ପ୍ରାଚୀର
ଗଠନ
କଲା।
ତା
ନିକଟକୁ
ହଶ୍ବନିଯର
ପୁତ୍ର
ହଟୂଶ୍
ପ୍ରାଚୀର
ଗଠନ
କଲା।
11
ହାରିମର
ପୁତ୍ର
ମଲ୍କିଯ
ଓ
ପହତ୍
ମାୟୋବର
ପୁତ୍ର
ହଶୂବ୍
ଅନ୍ୟ
ଏକ
ଅଂଶ
ଓ
ତୁନ୍ଦୁରୁ
ଦୁର୍ଗ
ଗଠନ
କଲା।
12
ତାହା
ନିକଟରେ
ୟିରୁଶାଲମର
ପ୍ରଦେଶର
ଅର୍ଦ୍ଧଭାଗ
ରେ
ଅଧ୍ଯକ୍ଷ
ହଲୋ
ହେଶର
ପୁତ୍ର,
ଶଲ୍ଲୁମ
ଓ
ତାହାର
କନ୍ଯାମାନେ
ଜିର୍ଣ୍ଣ
ପ୍ରାଚୀର
ଗଠନ
କଲେ।
13
ହାନୂନ୍
ଓ
ସାନୋହର
ନିବାସୀମାନେ
ଉପତ୍ୟକା
ଦ୍ବାରର
ଭଗ୍ନାଂଶ
ଗଠନ
କଲେ।
ସମାନେେ
ତାହା
ଗଢି
ତାର
କବାଟ,
କବ୍ଜା,
ଅର୍ଗଳ
ସବୁ
ଲଗାଇଲେ।
ଆଉ
ଖତଦ୍ବାର
ପର୍ୟ୍ଯନ୍ତ
ପ୍ରାଚୀର
ଏକ
ହଜାର
ହାତ
ଦୃଢ
କଲେ।
14
ବୈଥ୍
ହକ୍କରେମ୍
ପ୍ରଦେଶର
ଅଧ୍ଯକ୍ଷ
ରେଖବର
ପୁତ୍ର
ମଲକିଯ
ଖତଦ୍ବାରର
ଜୀର୍ଣ୍ଣଅଂଶ
ଗଠନ
କଲେ
ଓ
ତହିଁର
କବାଟ,
ହୁଡୁକା
ଓ
ଅର୍ଗଳ
ଲଗାଇଲା।
15
ମିସ୍ପା
ପ୍ରଦେଶର
ଶାସକ
କଲ୍ହୋଷିର
ପୁତ୍ର
ଶଲ୍ଲୁନ୍
ଝର
ଦ୍ବାରର
ଭଗ୍ନାଂଶ
ଲଗାଇଲେ।
ଏବଂ
ତାର
କବ୍ଜା,
ଢାଲ,
ଅର୍ଗଳ
ସବୁ
ଲଗାଇଲା।
ଦାଉଦ
ନଗରରୁ
ତଳକୁ
ୟିବା
ପାବଛ
ପର୍ୟ୍ଯନ୍ତ
ସେ
ରାଜାଙ୍କର
ରାଜୋଦ୍ଯାନ
ଓ
ଶଲୋ
ପୁଷ୍କରୀଣୀ
ପ୍ରାଚୀର
ମରାମତି
କଲେ।
16
ବୈଥ୍ସୂର
ପ୍ରଦେଶର
ଅର୍ଦ୍ଧଭାଗର
ଅଧ୍ଯକ୍ଷ
ଅସ୍ବୂକର
ପୁତ୍ର
ନିହିମିଯା
ଦାଉଦଙ୍କର
କବର
ସମ୍ମୁଖ
ପର୍ୟ୍ଯନ୍ତ
ଓ
ମନୁଷ୍ଯକୃତ
ପୁଷ୍କରିଣୀ
ପର୍ୟ୍ଯନ୍ତ
ଓ
ବୀରମାନଙ୍କ
ଗୃହ
ପର୍ୟ୍ଯନ୍ତ
ମରାମତି
କଲେ।
17
ତାର
ନିକଟକୁ
ଲବେୀୟ
ପରିବାରବର୍ଗର,
ବାନିର
ପୁତ୍ର
ରହୂମ୍
ଭଗ୍ନ
ଅଂଶ
ମରାମତି
କଲା।
ତାପରେ
ଅର୍ଦ୍ଧ
କିଯୀଲା
ପ୍ରଦେଶର
ଅଧ୍ଯକ୍ଷ
ହଶବିଯ
ମରାମତି
କଲେ।
ତାଙ୍କ
ପ୍ରଦେଶ
ତରଫରୁ
ସେ
ମରାମତି
କଲେ।
18
ସମାନଙ୍କେ
ଭାତୃଗଣ
କିଯୀଲା
ପ୍ରଦେଶର
ଅର୍ଦ୍ଧଭାଗର
ଅଧ୍ଯକ୍ଷ
ହୋନାନଦର
ପୁତ୍ର
ବବଯ
ତାହା
ନିକଟରେ
ଭଗ୍ନ
ଅଂଶ
ମରାମତି
କଲେ।
19
ତାହା
ନିକଟରେ
ମିସ୍ପାର
ଅଧ୍ଯକ୍ଷ
ଯଶୂେଯର
ପୁତ୍ର
ଏସର୍
ପ୍ରାଚୀରର
ବାଙ୍କ
ନିକଟସ୍ଥ
ଅସ୍ତ୍ରାଗାରର
ଉଠାଣୀ
ପଥ
ସମ୍ମୁଖ
ରେ
ଅନ୍ୟ
ଏକ
ଭଗ୍ନା
ଅଂଶ
ଗଠନ
କଲେ।
20
ତା'ର
ନିକଟକୁ
ସଦ୍ଦଯର
ପୁତ୍ର
ବାରୁକ୍
ଯତ୍ନ
କରି
ପ୍ରାଚୀରର
ବାଙ୍କଠାରୁ
ଇଲିଯାଶୀବ୍
ମହାୟାଜକର
ଗୃହଦ୍ବାର
ପର୍ୟ୍ଯନ୍ତ
ଅନ୍ୟ
ଏକ
ଅଂଶର
ଭଗ୍ନ
ଅଂଶ
ଗଠନ
କଲେ।
21
ତାପରକୁ
ହକ୍କୋସର
ପୌତ୍ର
ଊରିଯର
ପୁତ୍ର
ମରମୋେତ୍
ଇଲିଯାଶୀବର
ଗୃହଦ୍ବାରଠାରୁ
ଇଲିଯାଶୀବର
ଗୃହ
ପ୍ରାନ୍ତ
ପର୍ୟ୍ଯନ୍ତ
ଅନ୍ୟ
ଏକ
ଭଗ୍ନ
ଅଂଶ
ଗଠନ
କଲେ।
22
ତା'ପରକୁ
ପ୍ରାନ୍ତର
ବାସୀ
ଯାଜକମାନେ
ଭଗ୍ନ
ଅଂଶ
ଗଠନ
କଲେ।
23
ସମାନଙ୍କେ
ପରେ
ବିନ୍ଯାମୀନ
ଓ
ହଶୂବ୍
ସମାନଙ୍କେ
ଆପଣାମାନଙ୍କ
ଗୃହଗୁଡିକ
ସମ୍ମୁଖ
ରେ
ଭଗ୍ନ
ଅଂଶ
ମରାମତି
କଲେ।
ସମାନଙ୍କେ
ପରେ
ଅନନିଯର
ପୁତ୍ର
ମା
ସଯେ,
ମା
ସଯରେ
ପୁତ୍ର
ଅସରିଯ
ଆପଣା
ଗୃହ
ନିକଟରେ
ଜୀର୍ଣ୍ଣ
ପ୍ରାଚୀର
ମରାମତି
କଲେ।
24
ତା'ପରକୁ
ହନୋଦଦର
ପୁତ୍ର
ବନ୍ନେୁଯୀ
ଅସରିଯର
ଗୃହଠାରୁ
ପ୍ରାଚୀର
ବାଙ୍କ
ଓ
କୋଣ
ପର୍ୟ୍ଯନ୍ତ
ଅନ୍ୟ
ଏକ
ଅଂଶର
ଜୀର୍ଣ୍ଣ
ପ୍ରାଚୀର
ଗଠନ
କଲେ।
25
ଉଷଯର
ପୁତ୍ର
ପାଉଲ
ପ୍ରାଚୀରର
ବାଙ୍କ
ସମ୍ମୁଖ
ରେ
ପ୍ରହରି
ଶାଳାର
ନିକଟସ୍ଥ
ଉଚ୍ଚତର
ରାଜଗୃହ
ସମୀପରେ
ବାହାର
ଦୁର୍ଗ
ପାଖ
ରେ
ଜୀର୍ଣ୍ଣ
ପ୍ରାଚୀର
ଗଠନ
କଲେ।
ତାହାପରେ
ପରିଯୋଶର
ପୁତ୍ର
ପଦାଯ
ଜୀର୍ଣ୍ଣ
ପ୍ରାଚୀର
ଗଠନ
କଲେ।
26
ଏହି
ସମୟରେ
ନଥୀନୀଯମାନେ
ଜଳଦ୍ବାରର
ପୂର୍ବଦିଗ
ରେ
ସମ୍ମୁଖ
ପର୍ୟ୍ଯନ୍ତ
ଓ
ବାହାର
ଦୁର୍ଗ
ପର୍ୟ୍ଯନ୍ତ
ଓ
ଫଲ
ରେ
ବାସ
କରୁଥିଲେ।
27
ତା'ପରେ
ତକୋଯୀଯମାନେ
ବାହାରସ୍ଥ
ବଡ
ଦୁର୍ଗ
ସମ୍ମୁଖରୁ
ଓ
ଫଲର
ପ୍ରାଚୀର
ପର୍ୟ୍ଯନ୍ତ
ଅନ୍ୟ
ଏକ
ଅଂଶର
ଭଗ୍ନ
ଅଂଶ
ଗଠନ
କଲେ।
28
ଯାଜକମାନେ
ପ୍ରେତ୍ୟକକ
ନିଜ
ନିଜ
ଗୃହ
ସମ୍ମୁଖ
ରେ
ଅଶ୍ବଦ୍ବାରର
ଉପରଭାଗର
ଭଗ୍ନଅଂଶ
ଗଠନ
କଲେ।
29
ସମାନଙ୍କେ
ପରେ
ଇମ୍
ମାରେର
ପୁତ୍ର
ସାଦୋକ୍
ଆପଣା
ଗୃହ
ସମ୍ମୁଖ
ରେ
ଭଗ୍ନ
ଅଂଶ
ଗଠନ
କଲେ।
ତା'ପରେ
ପୂର୍ବଦ୍ବାରପାଳ
ଶିଖନିଯର
ପୁତ୍ର
ଶମଯିଯ
ଜିର୍ଣ୍ଣ
ପ୍ରାଚୀର
ଗଠନ
କଲେ।
30
ଶଲେିମିଯର
ପୁତ୍ର
ହନାନିଯ
ସାଲଫର
ଷଷ୍ଠ
ପୁତ୍ର
ହାନୂନ୍
ଅନ୍ୟ
ଏକ
ଅଂଶର
ଭଗ୍ନାଂଶ
ଗଠନ
କଲେ।
31
ତା'ପରେ
ମଲକିଯ
ନାମକ
ଜଣେ
ସ୍ବର୍ଣ୍ଣକାର
ସୈନ୍ଯମାନେ
ଏକତ୍ରୀତ
ହେଉଥିବା
ଫାଟକ
ଆଗ
ରେ
ମନ୍ଦିର
ଦାସମାନଙ୍କର,
ନଥିନୀଯମାନଙ୍କର
ଓ
ବଣିକମାନଙ୍କର
ଗୃହ
ପର୍ୟ୍ଯନ୍ତ,
ଆଉ
କଣର
ଉଠାଣି
ପର୍ୟ୍ଯନ୍ତ
ଭଗ୍ନ
ଅଂଶ
ମରାମତି
କଲେ।
32
କୋଣର
ଉଠାଣୀ
ଓ
ମଷେଦ୍ବାର
ମଧିଅରେ
ସ୍ବର୍ଣ୍ଣକାର
ଓ
ବଣିକମାନେ
ଭଗ୍ନ
ଅଂଶ
ଗଠନ
କଲେ।
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References