6 |
ତୁମ୍ଭେ ସମାନଙ୍କେୁ ମିଶର ରେ ଯେ କୌଣସି ସ୍ଥାନ ରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦଇପୋର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସମାନେେ ଗୋନ ଦେଶ ରେ ରୁହନ୍ତୁ। ରହିବା ପାଇଁ ସମାନଙ୍କେୁ ଗୋଶନ ପ୍ରଦେଶ ଦିଅ। ଏବଂ ସମାନେେ ଯଦି ପାରଙ୍ଗମ ତବେେ ସମାନଙ୍କେୁ ମାରେ ପଶୁପଲଗୁଡ଼ିର ଅଧକ୍ଷ ଭାବରେ ନିୟୁକ୍ତି କର।"
|
18 |
କିନ୍ତୁ ତା'ପର ବର୍ଷ, ସମାନଙ୍କେ ଦଇେ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନଥିଲା। ତେଣୁ ଲୋକମାନେ ଯୋଷଫଙ୍କେ ନିକଟକୁ ୟାଇ କହିଲେ, "ତୁମ୍ଭେ ଜାଣ ଯେ ଆମ୍ଭ ମିକଟ ରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ଯ ମହାଶୟଙ୍କର ହାଇେଅଛି। ଏବେ ମହାଶୟଙ୍କ ସାକ୍ଷାତ ରେ ଆମ୍ଭମାନଙ୍କର ଦହେ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ।
|